ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଗନ୍ନାଥ
ଆରଡ଼ି, ୧୬।୧ (ଡି.ଏନ୍.ଏ.):ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଅଜମତପୁର ଗଁାର ଜଗନ୍ନାଥ ଜେନା(୪୯) ଫୁସ୍ଫୁସ୍ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ। ୨୧ଦିନ ହେଲା ଦୁବାଇର ଇଣ୍ଟରନ୍ୟାଶନାଲ ମଡର୍ଣ୍ଣ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ରହିଥିବା ବେଳେ ସେ ମୃତ୍ୟୁ ସହ ସଂଗ୍ରାମ…
ଖଟିଆରେ ବୁହାହେଲେ ରୋଗୀ
ବସ୍ତା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତ ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ପହଞ୍ଚତ୍ ପାରିଲାନି। ଫଳରେ ଖଟିଆରେ ବୁହା ହୋଇ ରୋଗୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ତାଙ୍କୁ…
ଶ୍ରୀମନ୍ଦିରରେ ଠେଲାପେଲା: ୨ ଭକ୍ତ ଆହତ
ପୁରୀ ଅଫିସ, ୧୬ା୧:ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ। ରବିବାର ପ୍ରବଳ ଭିଡ଼ ଯୋଗୁ ଶ୍ରୀମନ୍ଦିର ପରିସରସ୍ଥ ବାହାର କାଠ ନିକଟରେ ଠେଲାପେଲା ଘଟି ୨ଜଣ ଭକ୍ତ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଆହତ ହୋଇଛନ୍ତି। ସେମାନେ ହେଲେ କଟକର ଦିବ୍ୟା ସାହୁ (୧୬)…
ସମୁଦ୍ରରେ ୨ ମାଛଧରା ବୋଟ୍ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି
ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି, ୨ଟି…
ଆକାଶିଆ ସମୁଦ୍ରକୂଳରେ ୨୦ରୁ ଊର୍ଦ୍ଧ୍ୱ କଇଁଛ ମୃତଦେହ
ବାଲିକୁଦା,୧୬ା୧(ସ୍ବ.ପ୍ର.):ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକସ୍ଥିତ ଆକାଶିଆ ସମୁଦ୍ର କୂଳର ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ କଇଁଛ ମୃତଦେହ ପଡ଼ିଛି। ଏସବୁ ମୃତଦେହ ପଚିଶଢ଼ି ଯିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ହାୱାଖାନା ବନପାଳଙ୍କ…
ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍ଶାନ
ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି। ରବିବାର ଓ ସୋମବାର ମେଳାକୁ ବନ୍ଦ ରଖାଯିବା ସହ ପୀଠ ଓ ସିଂହନାଥ ପୀଠକୁ…
୫୩ନଂ. ଏନ୍ଏଚ୍ ସମ୍ପ୍ରସାରଣ ପାଇଁ ୧୭୪ କୋଟି
ଅନୁଗୋଳ ଅଫିସ, ୧୬।୧:ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ (ଏନ୍ଏଚ୍) ୫୩ର ସମ୍ପ୍ରସାରଣ ଏବଂ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ଲାଗି ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ…
ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି
ବଲାଙ୍ଗୀର ଅଫିସ,୧୫ା୧: ବଲାଙ୍ଗୀର ସଦର ଥାନା ଅଧୀନ ସଦାଇପାଲିଠାରେ ଜମି ମାପଚୁପ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି। ଏଥିରେ ଦିଲୀପ ପଟ୍ଟନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ଗୁଳି ବାଜିଛି। ରବିବାର ସଦାଇପାଲିଠାରେ…
କଳା, ସଂସ୍କୃତିକୁ ବଞ୍ଚାଇ ରଖିବ ଉତ୍ସବ
ଭବାନୀପାଟଣା,୧୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଦିବସ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି…
ନିଆଁରେ ପୋଡ଼ି ଚାଲିଗଲା ଜୀବନ
ରାଉରକେଲା ଅଫିସ,୧୫।୧: ଲହୁଣୀପଡା ଥାନା ଅନ୍ତର୍ଗତ ଘୁଷୁରୀପୋଷ ଗ୍ରାମରେ ନିଆଁରେ ପୋଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତା ନାବାଳିକା ଜଣଙ୍କ ହେଲେ ଲକ୍ଷ୍ମୀ ମୁଣ୍ଡା(୫)। ରଘୁନାଥପାଲି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩।୨୩) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ…
ପଶିରେ ୮ ହାତୀ: କଦଳୀ ଖାଇ ଉଜାଡ଼ିଲେ ଫସଲ
ବୁଗୁଡ଼ା,୧୫ା୧(ଡି.ଏନ୍.ଏ.): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୂଆ ଦଦରାଖୋଲ ଓ ମହୁଲପଲ୍ଲୀ ଗଁାରେ ଶନିବାର ରାତିରେ ୮ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ କ୍ଷତି ଘଟାଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ନୂଆ ଦଦରାଖୋଲ ଗ୍ରାମର ନାରାୟଣ ପ୍ରଧାନଙ୍କ ଫସଲ କିଆରିରେ…
ଗଭୀର ନଳକୂପ ପାଣିପମ୍ପ୍ ଚୋରି
ଲୋଇସିଂହା,୧୫।୧(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ କରକଚିଆ ଛକ ନିକଟରେ ଥିବା ଏକ ଗଭୀର ନଳକୂପର ପମ୍ପ୍ ଚୋରି ହୋଇଯାଇଛି। ଏ ନେଇ ମନସାପାଲି ଗ୍ରାମବାସୀ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ରାସ୍ତାଘାଟରେ ଲାଗିଥିବା ଲୁହା…

