ଆମ ଜିଲା ଖବର

ହାଜତ ମୃତ୍ୟୁ: ବଡ଼ଚଣା ଥାନା ଅଧିକାରୀଙ୍କୁ ବଦଳି

ଚଣ୍ଡିଖୋଲ,୭ା୧(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡିରେ ହାଜତ ମୃତ୍ୟୁ ମାମଲାରେ ନୂଆ ଏସ୍‌ପି ବିନୀତ ଅଗ୍ରଓ୍ବାଲ ଶନିବାର ସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ଧାନମଣ୍ଡଳ ଫାଣ୍ଡି…

ଆସନ୍ତାକାଲି ଶ୍ରୀଶ୍ରୀ ଠାକୁରଙ୍କ ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୭ା୧: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ତମ ବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଅର୍ଥାତ୍‌ ୮ତାରିଖ ରବିବାର ପୁରୀର ତାଳବଣିଆଠାରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ…

ହାତୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

କେନ୍ଦୁଝର,୭ା୧(ସ୍ବ.ପ୍ର.): କେନ୍ଦୁଝର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆର୍‌ସିସିଏଫ୍‌ ରାଉରକେଲାର ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହାତୀମାନଙ୍କ ସୁରକ୍ଷାକୁ ନେଇ ଆଞ୍ଚଳିକସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାତୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେସବୁର ସମାଧାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ହାତୀମାନଙ୍କ…

ଖାଲରେ ପଡ଼ି ଶିଶୁପୁତ୍ରର ଜୀବନ ଗଲା

ବଡ଼ବିଲ,୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦା ଅଞ୍ଚଳରେ ୩ ବର୍ଷର ଶିଶୁପୁତ୍ର ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି…

ବିଭିନ୍ନ ଦାବି ନେଇ ରେଳବାଇ ଜିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର,୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ କେନ୍ଦୁଝର ଯୁବ ପରିଷଦର ଆବାହକ ବରଦା ଦାସଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଦେଇ ଭୁବନେଶ୍ୱରରୁ ଦିଲ୍ଲୀକୁ ଟ୍ରେନ ଚଳାଚଳ, ଖଡ଼ଗପୁରରୁ ଯାଜପୁର -କେନ୍ଦୁଝରଗଡ଼କୁ ଆସୁଥିବା ଟ୍ରେନକୁ କେନ୍ଦୁଝର…

ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

କୋରୁକୋଣ୍ଡା,୭ା୧(ଡି.ଏନ୍‌.ଏ.): ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସକୁ ଶନିବାର ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି। ସୂଚନାନୁଯାୟୀ ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଲକାନଗିରି…

ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା

ଚିତ୍ରକୋଣ୍ଡା ,୦୭/୧: ଘରେ ଘରେ ପୁଷ୍ଟି ପ୍ରୟାସ ଶନିବାର ଓଡିଶା ସରକାର ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନ୍ୟୁଟ୍ରେଶନ ଆଟ ଡୋରଷ୍ଟେପ(ଘରେ ଘରେ ପୃଷ୍ଟି) ପ୍ରଥମେ ଶନିବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଗ୍ରାମ ପଂଚାୟତର ଯନ୍ତାପାଇ ଗ୍ରାମରେ…

ଶୀତ ମହୋତ୍ସବ ପାଇଁ ଉତ୍ସବମୁଖର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି, ୭ା୧(ଡି.ଏନ୍‌.ଏ)- ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ସାରୁ ଶୁଭାରମ୍ଭ ହେବ ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି। ଏହି ମହୋତ୍ସବ ପାଇଁ ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏମହୋତ୍ସବକୁ ଧୁମଧାମରେ ପାଳନ…

ଶିମିଳିପାଳରେ କ୍ରମଶଃ ତାପମାତ୍ରା ହ୍ରାସ: ବରଫର ଆସ୍ତରଣ ଦୃଶ୍ୟମାନ

ବାରିପଦା ଅଫିସ,୭।୧: ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। କ୍ରମାଗତ ୪ ଦିନ ହେଲା ପାରଦ ଖସିବା ସହିତ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟାରେ ଜନଶୂନ୍ୟ…

ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ଭାଜପାର ବିକ୍ଷୋଭ

ଦେବଗଡ଼,୭।୧(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ୨ ତାରିଖରେ ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ତାଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ନେଇ ମହାପାତ୍ର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ।…

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ ମହାରାଜ

ପୁରୀ ଅଫିସ, ୭।୧୨: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ ଶନିବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ପରେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ। ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି…

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୭।୧(ଡି.ଏନ୍‌.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତ ଫେରିଛି । ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?