୧୫୦ କହି ୫୦ ଷ୍ଟଲ ନିର୍ମାଣ
ଯାଜପୁର ଅଫିସ,୭ା୨:ବ୍ୟାସ ସରୋବର ମହୋତ୍ସବ ଏଥର ଛିନଭିନ ହୋଇଯାଇଛି। ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ମାମଲା ଆଳରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଗୁପ୍ତ ଗଙ୍ଗା ସମ୍ମୁଖ ମହୋତ୍ସବ ପଡିଆକୁ ଚଳିତ ବର୍ଷ ବାଦ୍ ଦିଆଯାଇଛି। ସେଠାରୁ ପ୍ରାୟ ଅଧ କିଲୋମିଟର…
ସ୍ଵୟଂଶାସିତ ମାନ୍ୟତା ବଜାୟ ରଖିବା ସନ୍ଦେହ
ଚଣ୍ଡିଖୋଲ,୭ା୨(ଡି.ଏନ.ଏ.):ଯାଜପୁର ଜିଲାର ପ୍ରମୁଖ ମହାବିଦ୍ୟାଳୟ ଭାବେ ଚଣ୍ଡିଖୋଲର ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଚିତ। ଏହି ମହାବିଦ୍ୟାଳୟଟି ସ୍ଵୟଂଶାସିତ ମାନ୍ୟତା ପାଇଥିବା ବେଳେ ଏବେ ପୁନଃର୍ବାର ସ୍ବୟଂଶାସିତ ମାନ୍ୟତା ବଜାୟ ରଖି ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି।…
୧୧ ମାସରେ ୫୨୮ ଦୁର୍ଘଟଣା, ୨୦୦ ଜୀବନହାନି
ଯାଜପୁର ଅଫିସ,୭ା୨:ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଯାଜପୁର ଜିଲାରେ ୫୨୮ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୩ ଦିନ ମଧ୍ୟରେ ୩…
ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି
ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା ଘଟଣାକୁ ନେଇ କ୍ରମଶଃ ଜିଲା ପ୍ରଶାସନ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି…
ଶତାଧିକ ତାଳ ଗଛ କାଟି ନେଲେ ଦୁର୍ବୃତ୍ତ, ପ୍ରଶାସନ ଚୁପ
ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତର ଖଡିପାଳ-ଆଗାଡିଆ ମୌଜାରୁ ଶତାଧିକ ତାଳ ଗଛ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ନେଇ ୧୫ ଦିନ ତଳେ ତହସିଲରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇର ତତ୍କାଳିନ ତହସିଲଦାର ଓ…
ଅର୍ଥକରୀ ଫସଲ ହିଁ ଚାଷୀଙ୍କୁ ସ୍ବାବଲମ୍ବୀ କରିବ
କେନ୍ଦ୍ରାପଡ଼ା ଅଫିସ,୭ା୨:କେନ୍ଦ୍ର ସରକାରଙ୍କ ବଜେଟରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଜିଲାରେ ଗୋଟିଏ ଉପତ୍ାଦକୁ ଗୁରୁତ୍ୱ ଦେବା ପାଇଁ ଏଥିରେ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ୫ ବର୍ଷୀୟା ଯୋଜନା କରିବାକୁ ହେବ। ଅର୍ଥକରୀ ଫସଲ…
୨୨ ଦିନ ପରେ ବି ଚାଷୀଙ୍କୁ ଟଙ୍କା ମିଳୁନି
ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ ଧାନକିଣାରେ ଅବ୍ୟବସ୍ଥା ସାମନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପ୍ରାବଧାନ ରହିଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ୨୦ଦିନରୁ…
ଶିଶୁକନ୍ୟା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କଟକ ଅଫିସ,୭ା୨: ଦେଢ଼ବର୍ଷର ଶିଶୁକନ୍ୟା ବଳାତ୍କାର ମାମଲାରେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ…
ଶେଷ ପର୍ଯ୍ୟାୟରେ ତୈଳ ସନ୍ଧାନ କାର୍ଯ୍ୟ
ଗୋପ,୭।୨(ଡି.ଏନ୍.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ତୈଳ, ଇନ୍ଧନ ସନ୍ଧାନ କାର୍ଯ୍ୟ ଜୋର୍ସୋରରେ ଚାଲିଥିବା ବେଳେ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଗଲାଣି। ଆଉ ସପ୍ତାହ ପରେ କମ୍ପାନୀ ପକ୍ଷରୁ ଆରମ୍ଭ ହେବ ବୋରିଂ…
ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟ ଝଟ୍କା
କଟକ ଅଫିସ,୭ା୨:ବାଲେଶ୍ୱରର ପୂର୍ବତନ ଏମ୍ପି ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଝଟ୍କା ଲାଗିଛି। ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ରବୀନ୍ଦ୍ରଙ୍କ ଲିଙ୍କ୍ ସଂକ୍ରାନ୍ତୀୟ ଶୁଣାଣି ଜାରି ରହିବ ବୋଲି ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସି-ସୋର ଚିଟ୍ଫଣ୍ଡ…
ଯୁଦ୍ଧାସ୍ତ୍ର ପରୀକ୍ଷଣ ପାଇଁ ସମୁଦ୍ରରେ ୩ ଦିନିଆ କଟକଣା
ପାରାଦୀପ,୭।୨(ସ୍ବ.ପ୍ର.):ଉପକୂଳବର୍ତ୍ତୀ ଓଡିଶାର ୪ ଜିଲାର ମତ୍ସ୍ୟଜୀବୀଙ୍କ ପାଇଁ ଫେବୃୟାରୀ ୮ରୁ ୧୦ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଛି। ପ୍ରତିରକ୍ଷା ବିଭାଗ ଚାନ୍ଦିପୁର ପକ୍ଷରୁ ଜାରି ବିଜ୍ଞପ୍ତିରୁ ମିଳିଥିବା ସୂଚନା ଅନୁସାରେ, ଏହି ୩ ଦିନ ସମୁଦ୍ରରେ କିଛି ଯୁଦ୍ଧାସ୍ତ୍ର ପରୀକ୍ଷଣ…
ଚିଟ୍ଫଣ୍ଡ ଠକେଇ: ରାଜ ଗଡସନ୍ ଏମ୍ଡିଙ୍କୁ ୫ବର୍ଷ ଜେଲ
ବାଲେଶ୍ୱର ଅଫିସ, ୭।୨:ବାଲେଶ୍ୱର ଚିଟ୍ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ୍ ଦାସ ଏକ ଠକେଇ ମାମଲାର ବିଚାର କରି ରାଜ ଗଡସନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଜଗଦୀଶ ମିଶ୍ରଙ୍କୁ ୫ବର୍ଷ ଜେଲ୍ଦଣ୍ଡ ସହ ୩ଲକ୍ଷ ୮୧ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…

