ଆମ ଜିଲା ଖବର

ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ

କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ ତାରିଖରେ…

କ୍ରାଇମ୍‌ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍‌ ରିକ୍ରିଏଶନ୍‌ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍‌ ସ୍ପଟକୁ ନିଆଯାଇ ସେଠାରେ ଡେମୋ ଦେଖାଯାଇଛି। କିପରି ଏତେ ଲୋକଙ୍କ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ…

ମନ୍ତ୍ରୀ ହତ୍ୟା ଘଟଣା: ବୁଧବାର ଘଟଣାସ୍ଥଳ ତଦାରଖ କରିବେ ଜଷ୍ଟିସ ଦାସ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଜଷ୍ଟିସ ଜେ. ପି. ଦାସ ଝାରସୁଗୁଡ଼ା ଯିବେ। ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ବୁଧବାର ଜଷ୍ଟିସ ଦାସ ଘଟଣାସ୍ଥଳ ତଦାରଖ…

ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ: ରୋଗୀ ସେବା ଠପ୍‌

ବେଗୁନିଆପଡ଼ା,୭।୨(ଡି.ଏନ୍‌.ଏ.): ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଭଳିସ୍ଥିତିରେ ଗଞ୍ଜାମ ଜିଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ଦିନ ହେଲା ଡାକ୍ତର ସମସ୍ୟା ଦେଖିବାକୁ ମିଳିଛି। ଫଳରେ ରୋଗୀ ସେବା ଠପ୍‌…

ଗାପାଳଙ୍କ ସହ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଛି। ଓଏସ୍‌ଏପିର ୨ୟ ବାଟାଲିଅନ ପରିସରରେ ଜେରା ଚାଲିଛି। ଆଉ ଅଳ୍ପ ସମୟ ମଧ୍ୟରେ କ୍ରାଇମ ସ୍ପଟରେ…

୩ ଭାଗରେ ବିଭକ୍ତ ହେଲା ପଟ୍ଟାଙ୍ଗି ଲ୍ୟାମ୍ପ୍‌ସ

ପଟ୍ଟାଙ୍ଗି,୭ା୨(ଡି.ଏନ.ଏ.):ଚାଷୀଙ୍କଠାରୁ ଆମଦାନୀ ହେଉଥିବା ଫସଲ ଏବଂ ସେମାନେ ଯେପରି ସୁବିଧାରେ ଋଣଠାରୁ ଆରମ୍ଭକରି ଚାଷ ପାଇଁ ଆବଶ୍ୟକ ବିଭିନ୍ନ କିସମର ଧାନ ବିହନ ଓ ସାର ସୁଲଭ ମୂଲ୍ୟରେ ସୁବିଧାରେ ପାଇପାରିବେ ସେନେଇ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରରେ ଥିବା…

ସୁରକ୍ଷାକର୍ମୀଙ୍କୁ ପୁଣି ମାଡ଼ ଅଭିଯୋଗ

ସମ୍ବଲପୁର,୭ା୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଏଆଇପିଏଲ୍‌ ପୂର୍ବରୁ ବାଉନ୍‌ସର ଲଗାଇ ଡ୍ରାଇଭରମାନଙ୍କୁ ମାଡ ମାରିଥିବା ଅଭିଯୋଗକ୍ରମେ ଯୁଯୁମୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ଘରୋଇ ସୁରକ୍ଷାକର୍ମୀଙ୍କୁ ପୁଣି ବାଉନ୍‌ସର ଲଗାଇ ମାଡ଼ ମରାଯାଇଥିବା…

ଟଙ୍କା ଜମା କରି ଯୋଜନାରୁ ବଞ୍ଚିତ

ବରଗଡ଼ ଅଫିସ୍‌,୭।୨ : ବରଗଡ଼ ଜିଲାରେ ଅଣଜଳସେଚିତ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଥିବା ଗଭୀର ନଳକୂପ ଖନନ ଯୋଜନା ବାଟବଣା ହୋଇଛି। ଚାଷୀମାନେ ଅଗ୍ରୀମ ଦେୟ ସହିତ ଆବଶ୍ୟକ କାଗଜାତ୍‌ ଜମା ଦେବା ପରେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ।…

‘ରାଉରାକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ କେନ୍ଦ୍ର ସରକାର କରନ୍ତୁ’

ରାଉରକେଲା ଅଫିସ, ୭।୨: ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଜମି ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସୋମବାର ଏକ ଖବରଦାତା ସମ୍ମିଳନୀରେ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ମଞ୍ଚ ପକ୍ଷରୁ କୁହାଯାଇଛି,…

ରାସ୍ତା କାମ ଯୋଗୁ ଉଠିପାରୁନି ଧାନ

ବୌଦ୍ଧ,୭।୨(ସ୍ବ.ପ୍ର.): ରାସ୍ତା ନିର୍ମାଣ ଚାଲିଥିବାରୁ ମଣ୍ଡିରେ ତିନୋଟି ପଞ୍ଚାୟତର ଶହ ଶହ ଚାଷୀ ଧାନ ପଡ଼ିରହିଥିବା ସହ ଶୀତ କାକରରେ ଚାଷୀ ଧାନକୁ ଜଗି ରହିଛନ୍ତି। ରାସ୍ତା କାମ ଯୋଗଁୁ ମିଲର ଧାନ ଉଠାଇବାକୁ ଗାଡି ପଠାଇପାରୁନାହାନ୍ତି। ତେଣୁ ତୁରନ୍ତ ରାସ୍ତା…

ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩ ଗ୍ରାମ୍‌ ସୁନା ଜବତ

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲେରିରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନାଗହଣା ଚୋରି ଘଟଣାର ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଓରଫ ଲିପୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୀମାଞ୍ଚଳ ଜୁଏଲେରିରୁ…

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ରାତିରେ ଚୋରମାନେ ସଂଘବଦ୍ଧ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?