ଗୁମୁରାରେ ନିଆରା ହୋଲି ଖେଳ ପାଳିତ
କେନ୍ଦୁଝର,୮।୩(ସ୍ବ.ପ୍ର.): ବୁଧବାର ସବୁଆଡେ ବିଭିନ୍ନ ରଙ୍ଗ ଓ ଅଭିର ଲଗାଇବା ସହ ନାଚଗୀତ ଆସରରେ ଲୋକେ ହୋଲି ପାଳନ କରିଛନ୍ତି। ଇତିମଧ୍ୟରେ କେନ୍ଦୁଝର ସହର ନିକଟ ଗୁମୁରା ଗ୍ରାମରେ ଏକ ନିଆରା ହୋଲି ଖେଳ ହୋଇଥିବା ଦେଖିବାକୁ ମିଳିଛି। ଯୁବକ ଯୁବତୀମାନେ…
ଦାରିଙ୍ଗବାଡ଼ିରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଦାରିଙ୍ଗବାଡି, ୮।୩ (ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ପଡିଆଠାରେ ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବ୍ଲକର ୨୫ ପଞ୍ଚାୟତରୁ ଶତାଧିକ ମହିଳା ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ନାରୀ ମହାସଙ୍ଘ ପକ୍ଷରୁ ପ୍ରତିବର୍ଷ…
୬୦କେଜି ବନ୍ୟପ୍ରାଣୀ ମାଂସ ସମେତ ଅଟୋ ଜବତ: ୨ଅଭିଯୁକ୍ତ ଗିରଫ
ଓଡଗାଁ୮।୩(ସ୍ବ.ପ୍ର.): କିଛି ଦିନ ବ୍ୟବଧାନରେ ପୁଣି ଥରେ ନୟାଗଡ଼ ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ୬୦କିଲୋଗ୍ରାମ୍ ବନ୍ୟପ୍ରାଣୀ ମାଂସ ଜବତ କରିଛି ବନ ବିଭାଗ। ବନବିଭାଗ କର୍ମଚାରୀ ସୂଚନା ପାଇ ନାଉଖାଲ ନର୍ସରୀ ସାମ୍ନାରେ ଥିବା ଏକ ଅଟୋକୁ ସନ୍ଦେହ…
ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା: ତଳ କୋର୍ଟଙ୍କ ରାୟ କାଏମ
ନୟାଗଡ଼ ଅଫିସ,୮।୩: ନୟାଗଡ଼ ଅତିରିକ୍ତ ଜିଲା ଜଜଙ୍କ କୋର୍ଟରେ ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା ଶୁଣାଣି ହୋଇଛି। ଅତିରିକ୍ତ ଜିଲା ଜଜ୍ ଲିଲି ସେନାପତି ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଚିତ୍ତରଞ୍ଜନ ଭଞ୍ଜଙ୍କୁ ସରପଞ୍ଚ ପଦବୀରେ କାର୍ଯ୍ୟ କରିବା…
ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ
ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ ।…
ସରପଞ୍ଚଙ୍କୁ ଗୁଳି କରି ହତ୍ୟା
ମାଲକାନଗିରି,୮।୩(ଡି.ଏନ୍.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପୁଣେ ମଙ୍ଗଳବାର…
ହୁହୁ ହୋଇ ଜଳୁଛି କୋଇଲା ବୋଝେଇ ଟ୍ରେନ୍
ବାଲେଶ୍ୱର ଅଫିସ,୮।୩(ବ୍ୟୁରୋ):ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଏକ କୋଇଲା ବୋଝେଇ ଟ୍ରେନ୍ରେ ବୁଧବାର ନିଆଁ ଲାଗିଯାଇଛି। ବଗିରେ ଥିବା କୋଇଲା ହୁ ହୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ କେହି ମୃତାହତ…
ଦୋଳ ମହୋତ୍ସବ: ବିମାନରେ ବୁଲିଲେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି
ବଲାଙ୍ଗୀର ଅଫିସ, ୮।୩: ବଲାଙ୍ଗୀର ପୌରାଞ୍ଚଳ ଯାଦବ ସମାଜ ପକ୍ଷରୁ ୨୭ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ ଭବନଠାରୁ ଏକ ଶୋଭାଯାତ୍ରା ବାହାରି ଥିଲା। ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତ୍ତିକୁ ସ୍ବତନ୍ତ୍ର ବିମାନରେ ସହର ପରିକ୍ରମା…
ଆଜି ମା’ ବିରଜାଙ୍କ ଝୁଲଣ ଯାତ୍ରା: ପଢ଼ାଗଲା ନୂତନ ପଞ୍ଜିକା
ଯାଜପୁର ଅଫିସ,୮।୩: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ଙ୍କ ନିକଟରେ ସେବକ ଜ୍ୟୋତି୍ୟଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ସ୍ବତନ୍ତ୍ର ପୂଜାର୍ଚ୍ଚନା…
ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ, ଉତ୍ତେଜନା
ଭୋଗରାଇ, ୮।୩( ଡି.ଏନ୍.ଏ .): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋଗରାଇ ଥାନା ଅନନ୍ତପୁର ଛକଠାରେ ସାଇକେଲରେ ଯାଉଥିବା ଜଣେ ଯୁବକକୁ ଏକ ବାଲି ବୋଝେଇ ଡମ୍ପର ଧକ୍କା ଦେଇଥିଲା।…
ଟ୍ରାଙ୍କୁଲାଇଜ ପରେ ଅସୁସ୍ଥ ଦନ୍ତା ଉଠି ମାରିଲା: ଫରେଷ୍ଟ ଗାର୍ଡ ଗୁରୁତର
ସଜନାଗଡ଼,୮।୩(ଡି.ଏନ୍.ଏ.): ହାତୀକୁ ଚିକିତ୍ସା କରିବାକୁ ଯାଇ ଅସୁସ୍ଥ ଦନ୍ତାର ପାଲଟା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୀଳଗିରି କୁଲଡିହା ଅଭୟାରଣ୍ୟରେ । ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଶଶିକଳା ସାହୁ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ…
୪୮ ଗଞ୍ଜେଇ ଜବତ: ୨ ଗିରଫ
ଚଣ୍ଡିଖୋଲ,୭।୩(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଚଢ଼ାଉ କରି ମଙ୍ଗଳବାର କୋଲସାହି ଗାଁରୁ ୮୪ କେଜି ଗଞ୍ଜେଇ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୋଲସାହି ଗାଁର ଗୋବିନ୍ଦ…

