ଆମ ଜିଲା ଖବର

ହତ୍ୟା ମାମଲାରେ ୫ ଜଣଙ୍କୁ ଫାଶୀ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ବୁଧବାର ବହୁ ଚର୍ଚ୍ଚିତ ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ଶୁଣାଣି କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।…

ନାବାଳିକା ଜନ୍ମଦେଲେ ମୃତ ଶିଶୁ  କନ୍ୟା

ପୁରୁଷୋତ୍ତମପୁର,୬।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗହରା ହୋଇପଡିଛି। ନିରିହ ଗରିବ ଶ୍ରେଣିର ନାବାଳିକା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଧମକ ଦେଇ ବିଭିନ୍ନ ସମୟରେ ବଳକ୍ତାର କରାଯାଉଛି। ଏଭଳି ଏକ…

ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା

ପାଟଣା,୬।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା…

ଅବହେଳିତ କୁଆଖିଆ ବଜାର

ରସୁଲପୁର,୬।୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାର ଅବହେଳିତ ଅବସ୍ଥାରେ ରହିଛି। ଫଳରେ ଏଠାରେ ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚତ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ବିଜୟ…

ବାପା ଉପରେ ପ୍ରତିଶୋଧ ପାଇଁ ଝିଅଙ୍କୁ ହତ୍ୟା, ଦୁଇଦୁଇ ଥର ଉଦ୍ୟମ ପରେ ଘରେ ଛାଡ଼ିଦେବି କହି…

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ କନ୍ୟା ତଥା ଢେଙ୍କାନାଳ ସରକାରୀ ମହିଳା ଜୁନିୟର କଲେଜର ଯୁକ୍ତ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ ଜସ୍ମିନ ସାହୁଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ବାପା…

କେତକୀ ଫୁଲକୁ ମିଳିଥିଲା ଅଭିଶାପ, ହେଲେ ଶିବରାତ୍ରିରେ କାହିଁକି ହୁଏ ରାଣୀ

ବ୍ରହ୍ମପୁର୬।୩(ତନୁଶ୍ରୀ ନାହାକ): ଆଉ ଦୁଇଦିନ ପରେ ମହାଶିବରାତ୍ରୀ। ଏବେଠୁ ବ୍ରହ୍ମପୁର ବଜାରରେ କେତକୀ ଫୁଲର ଚାହିଦା ବଢ଼ିଲାଣି। ପୌରାଣିକ କଥାନୁସାରେ ମାତା ସୀତା ଦଶରଥଙ୍କ ଉଦ୍ଦେଶ୍ୟରେ ବାଲି ପିଣ୍ଡ ଦାନ କଲା ବେଳେ ନଦୀ ତୁଠରେ କେତକୀ ଫୁଲ, ଗାଈ ଓ…

ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌

ଫୁଲବାଣୀ,୬।୩(ରାକେଶ କୁମାର ରାଉତ): କନ୍ଧମାଳ-ବୌଦ୍ଧ ସୀମା ରାଣୀପଥର ଘାଟିରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ୨୦ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଆହତ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି…

ଅଧା କର୍ମଚାରୀଙ୍କ ଉପରେ ସବୁ ଦାୟିତ୍ୱ

ଖୁଣ୍ଟା,୬।୩(ଦେବରଞ୍ଜନ ବେହେରା): ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ପଦ ପଦବୀ ସୃଷ୍ଟି କରିବା ସହିତ ଅଧିକାରୀ ନିଯୁକ୍ତି କରୁଛନ୍ତି। ମାତ୍ର ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଏବେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି।…

ରାସ୍ତା ପାଇଁ କାଟିଦେଲେ ୭୧୧ ଗଛ

ବାସୁଦେବପୁର,୬।୩(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ବାସୁଦେବପୁର ବଜାରଠାରୁ ସୁଦର୍ଶନପୁର ପଞ୍ଚାୟତର ମାଛହାଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବାସୁଦେବପୁରରୁ ବାଲେଶ୍ୱରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ପାଇଁ ୭୧୧ଟି ଗଛକୁ ବନ ବିଭାଗର…

ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା…

ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି ସ୍ଥାନ: ହଜିିଗଲା ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରକଳ୍ପ

ଯାଜପୁର,୬।୩ (ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲ ନିକଟ ବେଣାପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୧୯,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ହେଲେ ଦୀର୍ଘ ୬ ବର୍ଷ ତଳେ କ୍ୟାବିନେଟ…

ସନାସେନା ସମର୍ଥନ ଅପେକ୍ଷାରେ ବିଜେଡି, ଭାଜପା

ପାଟଣା,୬ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସାଙ୍ଗଠନିକ କାର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି। ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିକାଶକୁ ମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?