ଆମ ଜିଲା ଖବର

ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ

ଯାଜପୁର/ଚଣ୍ଡିଖୋଲ(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ କୁମାର ପୃଷ୍ଟି),୬ା୩: ଓଡ଼ିଶା ବିକଶିତ ଭାରତର ଦ୍ୱାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି ବୋଲି ଭାଜପାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଯାଜପୁର ଜିଲା ଚଣ୍ଡିଖୋଲଠାରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’…

ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର/ମାଲକାନଗିରି,୬ା୩ (ଅନିଲ ଦାସ/ଦୁର୍ଯ୍ୟୋଧନ ପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ନକଲି ଡାକ୍ତର ଚିହ୍ନଟ ମାମଲା: ହାଜର ହେଲେ ଓସିଏମ୍‌ଆର୍‌ ଅଧ୍ୟକ୍ଷ

କଟକ,୫ା୩ (କାର୍ତ୍ତିକ ସାହୁ) ରାଜ୍ୟରେ ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା କାଉନ୍‌ସିଲ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମ୍‌ଆର) ଅଧ୍ୟକ୍ଷ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।…

କାର୍‌ ସହ ଧରାପଡ଼ିଲେ ଗଞ୍ଜେଇ ବେପାରୀ

ଫିରିଙ୍ଗିଆ,୫ା୩(ବିକ୍ରମ ଦିଗାଲ): ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ଅଧୀନ ମଣିପଦର ଗାଁ ନିକଟ ମୁଖ୍ୟ ରାସ୍ତାରୁ ପୋଲିସ ଏକ କାର ସହ ୧୨୬ କି.ଗ୍ରା ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ୨ ବ୍ୟବସାୟୀଙ୍କୁ ଗିରଫ କରିଛି…

୩୦ବର୍ଷ ଦେଶ ସେବା କରି ଜନ୍ମମାଟିକୁ ଫେରିଲେ ସୈନିକ

କୋଲାବିରା,୫ା୩(ଚିନ୍ମୟ କୁମାର ବହିଦାର): ୩୦ବର୍ଷ ଧରି ଜଣେ ସୈନିକ ଭାବେ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରି କୋଲାବିରା ବ୍ଲକ ସନ୍ୟାସିପାଲି ଗ୍ରାମର ଛବିଳ କୁମାର ବାଗ୍‌ ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି। ସୁବେଦାର ବାଗ୍‌ ଶ୍ରୀନଗରରୁ ଫେରିବା ପରେ ଦୁଲଦୁଲି ବାଦ୍ୟ…

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରଛନ୍ତି। ଏପରି ବୀଭତ୍ସ…

ପଞ୍ଚାୟତିରାଜ ଦିବସରେ ଶ୍ରେଷ୍ଠ ପଞ୍ଚାୟତ ହେଲା ପୁରସ୍କୃତ

କୋରାପୁଟ,୫।୩(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାର ଉଦ୍‌ଘାଟନ…

ମୌଳିକ ଅଧିକାର ପାଇଁ ଯାଦବ ଉଠାଇବେ ସ୍ବର

ତିହିଡି,୫।୩(ସଞ୍ଜିତ ବଳ): ଯାଦବମାନେ ସବୁ କ୍ଷେତ୍ରରେ ଅବହେଳିତ। ଏପରିକି ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଆସନ୍ତା ୭ ତାରିଖରେ ତିହିଡ଼ି କାଳୀପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଯାଦବ ଜାଗୃତି…

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଧାମନଗର,୫।୩(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ପୋଡିଗାଁ ପଞ୍ଚାୟତ ନାଉରୀଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନରେ ଗାଁ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ପଞ୍ଚମ ଶ୍ରେଣୀର ପଢୁ ଥିଲେ।…

ବେଣାପୁର ପଡ଼ିଆରେ ମୋଦି: ପାଛୋଟି ନେଲେ ନବୀନ

ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁରର ଚଣ୍ଡିଖୋଲସ୍ଥିତ ବେଣାପୁର ପଡ଼ିଆରେ ପହଞ୍ଚିଛନ୍ତି। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୁଲତୋଡ଼ା ଦେଇ ପାଛୋଟି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ସେଠାରେ…

ଗାଡ଼ି ରଖି ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ

ମାଧପୁର,୫।୩(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ବେହେରାପଡା ଛକ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମର ରାକେଶ ବିଶ୍ୱାଳ। ରାକେଶ ଏକ ମହୁଲ ଗଛ ନିକଟରେ…

କୂଅ ଭିତରକୁ ପଶିଗଲା ବୋଲେରୋ: ଗାଡ଼ି ଭିତରେ ଥିଲେ ଭାଜପା କର୍ମୀ

ପାଟଣା,୫।୩(ବୀର କିଶୋର ଦାଶ): କୂଅ ଭିତରକୁ ପଶିଗଲା ବୋଲେରୋ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୋଦି ସାହି ବାଙ୍କ ନିକଟରେ। ମଙ୍ଗଳବାର ଏକ ବୋଲେରୋ ଭାରସାମ୍ୟ ହରାଇ ବଗିଚାର ଏକ କୂଅ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?