ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ
ଆଳି, ୧୫ା୨(ବନମାଳୀ ସେନାପତି)ଦିନେ ସେ ସୁନା କାରିଗର ଭାବେ ରାଜଧାନୀ ଭୁବନେଶ୍ୱରର ଏକ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ ହରାଇବା ପରେ ଏବେ ତାଙ୍କ ଜୀବନର…
ସ୍କୁଲରେ ଶାସ୍ତ୍ରୀୟ ଶିକ୍ଷୟିତ୍ରୀ ଜଣେ, ନାମ ୨ଟା
ପାରାଦୀପ,୧୫ା୨(ଶରତ ରାଉତ)ଜଗତ୍ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଥିବା ୧୨ ସରକାରୀ ବିଦ୍ୟାଳୟରେ ଯାବତୀୟ ବ୍ୟତିକ୍ରମ ଥିବା ଜନସୂଚନା ଅଧିକାରୀ ଆଇନ ତଥ୍ୟରେ ଜଣାପଡ଼ିଛି। କେଉଁଠାରେ ବିଦ୍ୟାଳୟ ପାଇଁ ସରକାରଙ୍କ ନିଜସ୍ବ ଘର ନାହିଁ। ସେଠାରେ ପୌର ପରିଷଦ ଗୋଷ୍ଠୀ କେନ୍ଦ୍ର, ପୋର୍ଟ…
୪ ବର୍ଷରେ ୨୩୧ ଦୁର୍ଘଟଣା, ୯୮ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର, ୧୫ା୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଓ ୫୯ ଏବଂ ରାଜ୍ୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର…
ମୋବାଇଲ ଟର୍ଚ୍ଚରେ ରୋଗୀ ସେବା, ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ଡେରାବିଶ, ୧୪ା୨(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ରୋଗୀଙ୍କ ପାଇଁ ଗୁରୁତ୍ୱ ବହନ କରୁଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସୋମବାର…
ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ
ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦେଇଥିବା…
କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍
କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଜିଲା ଟିମ୍ ଗଠନ ହୋଇଥିବା ନେଇ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ଘୋଷଣା କରିଛନ୍ତି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ…
୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼
ନିରାକାରପୁର,୧୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମର ଜଣେ ବ୍ୟକ୍ତି ନିଶା କାରବାର କରୁଥିବା ଖବର ପାଇ ଏନ୍ଏଚ୍ ପାଟ୍ରୋଲିଂ ଗାଡ଼ି ସହିତ ସ୍ଥାନୀୟ ଥାନାର ଦୁଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉକ୍ତ…
କେରଳରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ରାଇକିଆ,୧୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭)ଙ୍କର କେରଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୮ ବର୍ଷ ହେଲା କେରଳର ଏର୍ନାକୁଲୋମ ଜିଲା ପେରୂମବାବର୍ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ପୋଲିସ ଭ୍ୟାନ୍ ଡ୍ରାଇଭର
ପୁରୁଷୋତ୍ତମପୁର,୧୪ା୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ୧୧୨ ପୋଲିସ ଭ୍ୟାନ୍ ଡ୍ରାଇଭର କୁନାଲ ବେହେରା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ କେସ୍ ନଂ ୮୧/୨୪ ବିଭିନ୍ନ ଦଫାରେ ମହିଳା ଓ ଶିଶୁ…
ରାଜପଥରେ ଓଲଟିଲା ବସ୍: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ
କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…
ଗୋପାଳପୁର ଛକରେ ଓଲଟିଲା ଯାତ୍ରୀବାହୀ ବସ୍
କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍ଟି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।…
ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍, ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା
ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲରେ…

