ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲାର ରାୟ ଶୁଣାଇଲେ କୋର୍ଟ
ନୟାଗଡ଼,୬।୨: ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲା ରାୟ ମଙ୍ଗଳବାର ଆସିଛି। ପରୀ ହତ୍ୟାକାଣ୍ଡରେ ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ରେ ପରୀ ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।…
ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ: ଲାଗିଲା ପୋଷ୍ଟର
ଚିତ୍ରକୋଣ୍ଡା,୬।୨: ଦୀର୍ଘଦିନର ନିରବତା ପରେ ପୁଣି ମାଲକାନଗିରିରେ ମାଓବାଦୀ ସଙ୍ଗଠନ ସକ୍ରିୟ ହୋଇଉଠିଛି । ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି, ପଟେଲ, ପାପୁଲୁର ପ୍ରଭୁତି ଗ୍ରାମଗୁଡିକରେ (aobszc )ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ସଂଗଠନ ପକ୍ଷରୁରୁ ବିଭିନ୍ନ ସ୍ଥାନରେ…
ଗୁହାଳ କଲେ: ପ୍ରାପ୍ୟ ପାଇଲେନି ଦୁଗ୍ଧଚାଷୀ
ଟିଟିଲାଗଡ଼, ୬ା୨ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକରେ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୧ ଜାନୁଆରୀ ମାସରେ ୨୧୦ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲାପାଳ ତଥା ଓମଫେଡ କେବିଏନ ମହାପ୍ରବନ୍ଧକଙ୍କ ସୁପାରିଶରେ ଚାଷୀଙ୍କୁ ଧାର୍ଯ୍ୟ…
ମଲା ଛୁଆକୁ ସାରା ରାତି ଜଗିରହିଲା ମା’ ହାତୀ
ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨: ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ…
ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ଦିଦିଙ୍କୁ ଘୋଷାଡି ଆଣିଲେ ମହିଳା, ବାହାର କରି …
ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ନବ ନିଯୁକ୍ତ କର୍ମୀଙ୍କୁ…
ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ):ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ରବିବାର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା, ବିଜୁ ଯୁବ ଛାତ୍ର ନେତା, ସମସ୍ତ…
ପ୍ରଥମେ କଂଗ୍ରେସ, ପରେ ଭାଜପା ସହ ଲଢ଼େଇ ହେବ: ଦେବାଶିଷ
କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ତେବେ ଓଡ଼ିଶାରେ ଭାଜପା ସରକାର ଗଢ଼ିବାକୁ ମୋଦି ଗ୍ୟାରେଣ୍ଟି ପରି ଭାଜପା ନୂଆ ସ୍ଲୋଗାନ ଦେଇଥିବାବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତ ମିଳାଇଥିଲେ। ଏହି ଫଟୋ ସାମାଜିକ…
ଜମାକାରୀଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଉଠାଇନେଲେ
ଆଳି,୫ା୨(ବନମାଳୀ ସେନାପତି):ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଠକି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଖାତାଧାରୀଙ୍କ ବିନା ଉପସ୍ଥିତିରେ କିପରି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠିଲା ତାହାକୁ ନେଇ…
ଡିଏମ୍ଏଫ୍ ପାଣ୍ଠିରୁ ହରିଲୁଟ ଅଭିଯୋଗ
କାଳିଆପାଣି,୫ା୨(ଅସିତ ମହାନ୍ତ):ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣି ମାଲିକମାନେ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍ଏଫ୍ ପାଣ୍ଠିକୁ ଯାଉଛି। ତଦନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭…
ଅର୍ପଣ ଚାଉଳରେ ଉଷୁନା ମିଶିଥିବା ଅଭିଯୋଗ
ପୁରୀ,୬ା୨(ଅଜିତ୍ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ସାରା ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଗୁଆ ଓ ଚାଉଳ ଦାନ କରିଥିଲେ। ଉକ୍ତ ଚାଉଳରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଯାଇ…
‘ଇଣ୍ଡିଆ ବୁକ ରେକଡର୍ସ’ରେ ସ୍ଥାନ ପାଇଲେ କୋଣାର୍କର ସରିତା
କୋଣାର୍କ,୬।୨(ଜ୍ୟୋତିରାଜ ମହାନ୍ତି):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବରିଷ୍ଠ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ଭାରତର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଦେଶରେ ପ୍ରଥମ ଥର ପାଇଁ ଇଣ୍ଡିଆ…
ବାଛୁରିକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୋପାଳକ
ଅନୁଗୋଳ,୬ା୨ (ଅମିତ କୁମାର ସାମଲ):୪ ଦିନ ତଳେ ଜନ୍ମ ହୋଇଥିବା ବାଛୁରିର ମଳଦ୍ୱାର ନାହିଁ। ଦିନକୁ ଦିନ ତା’ର ଯନ୍ତ୍ରଣା ବଢ଼ୁଛି। ଗୋଟିଏ ପରେ ଗୋଟିଏ ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହେବାକୁ ପଡ଼ିଛି। ପ୍ରାଣୀଧନ ଚିକିତ୍ସକମାନେ ସମୂହ…

