ଭିଏସ୍ଏସ୍ ଷ୍ଟାଡିୟମର ହେବ ଆଧୁନିକୀକରଣ
ସମ୍ବଲପୁର,୧୧ା୨(ପ୍ରମୋଦ ବହିଦାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରବିବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳରେ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଇଆସିଛନ୍ତି।…
ରୋଗୀ ବେଶରେ ଆସି ଧରିଲା ପୋଲିସ
କଟକ,୧୧ା୨(କାର୍ତ୍ତିକ ସାହୁ): ରୋଗୀ ବେଶରେ ପୋଲିସ ଆସିଲେ। ଘରୋଇ ମେଡିକାଲକୁ ରୋଗୀ ନେବାକୁ ସୁଯୋଗ ଖୋଜୁଥିବା ଦଲାଲଙ୍କୁ ଧରିଲେ। ପୋଲିସ ଏଭଳି ଚକମା ଦେଖାଇବ ସେମାନେ ଭାବିବାକୁ ସୁଯୋଗ ବି ପାଇଲେ ନାହିଁ। କମିଶନରେଟ ପୋଲିସର ଏଭଳି ଏକ ଘଟଣା ବେଶ…
ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ଜି.ଉଦୟଗିରି,୧୧ା୨(ଶିଶିର ପଟ୍ଟନାୟକ): ପଦ୍ମ ବେଶରେ ରବିବାର ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଏନେଇ ଜି.ଉଦୟଗିରି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। କମିଟି ପକ୍ଷରୁ ଅଶୋକ କୁମାର…
ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ପୁରସ୍କାର
ଛତ୍ରପୁର,୧୧ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ସ୍କୋଚ୍ ଗ୍ରୁପ ଦ୍ୱାରା ସ୍କୋଚ୍ ପୁରସ୍କାରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମ୍ବିଧାନିକ କ୍ଲବଠାରେ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନର ସଫଳ ରୂପାୟନ ନିମନ୍ତେ ସମ୍ମାନିତ କରାଯାଇଛି। କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ…
ଭାରସାମ୍ୟ ହରାଇ ଓଲଟିଲା ବସ୍: ୩୦ ଆହତ
ରାଉରକେଲା,୧୧।୨(ଆଲୋକ ସ୍ବାଇଁ): ସୁନ୍ଦରଗଡ ଜିଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ…
ଏସ୍ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ
କଟକ,୧୧ା୨: ଏସ୍ସିବି ମେଡିକାଲରୁ ରବିବାର ଆଉ ୩ ଦଲାଲ ଗିରଫ ହୋଇଛନ୍ତି।ମଙ୍ଗଳାବାଗ ଥାନା ପୋଲିସ ଘରୋଇ ମେଡିକାଲକୁ ରୋଗୀ ପଠାଇବା ଅଭିଯୋଗରେ ଏହି ୩ ଦଲାଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଏସ୍ସିବିରେ ଠିକା କର୍ମଚାରୀ ଭାବେ କାମ କରନ୍ତି।…
ପ୍ଲାଷ୍ଟିକ ଅଖାରେ ମହିଳାଙ୍କ ଗଳିତ ମୃତଦେହ, କିଏ ରଖିଲେ…
ଯାଜପୁର,୧୧।୮: ଯାଜପୁର ଜିଲା ଦୁଦୁରାଅନ୍ତା କୁଅଁରସାହି ଠାରେ ବୈତରଣୀନଦୀ ତୁଠରେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି। ଏହାକୁ ଏକ ପ୍ଲାଷ୍ଟିକ ଅଖା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଛି । ସୂଚନା ପାଇ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ , ତେଜିଲା ପ୍ରଶାସନ
ଢେଙ୍କାନାଳ,୧୧।୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟା ବଣିଆ ଥାନା କମଳାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଆଇନ ନାଲି ଇଟା ଭାଟିକୁ ପ୍ରଶାସନ ରବିବାର ଭାଙ୍ଗି ଦେଇଛି। ସକାଳେ ଜିଲାପାଳ ମନୋରଞ୍ଜନ ମଲିକଙ୍କ ନିର୍ଦ୍ଦେଶରେ ଓଡ଼ାପଡ଼ା ତହସିଲଦାର ମହେଶ୍ୱର…
ଏମିତି ବାପା ଯିଏ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲେ
ବରଗଡ଼,୧୧।୨: ୫ ମାସର ଶିଶୁ ପୁତ୍ରକୁ କଚାଡ଼ି ମାରିଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ। ଘଟଣାରେ ସମ୍ପୃକ୍ତ ହେମନ୍ତ ଭୁଏ ଶନିବାର ରାତିରେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ…
ଝାରସୁଗୁଡ଼ା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ
ଝାରସୁଗୁଡ଼ା,୧୧।୨: ରବିବାର ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଟ୍ରକ ଧକ୍କା ଦେବା ଫଳରେ ୪ ଜଣ ମୃତ୍ୟୁ ବରଣ କରିଥିଲା ବେଳେ ୯ ଜଣ ଗୁରୁତର। ଯାତ୍ରୀଙ୍କୁ ଧରି ବେଲପାହାଡ଼ ଅଭିମୁଖେ ଯାଉଥିବା ବେଳେ…
ରାସ୍ତାରୁ ଯାଇ ବିଲ ହିଡ଼ରେ ପିଟିହେଲା ଏମ୍ପିଙ୍କ କାର, ପରେ…
ନବରଙ୍ଗପୁର,୧୧।୨: ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏମ୍ପି ମାଝି ଏବଂ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଥାନା ଚିକଲପଦର ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାରୁ…
ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି…

