ଆମ ଜିଲା ଖବର

ଦାୟିତ୍ୱ ନେବାର ଦିନକ ପରେ ବଣପାହାଡ଼ ଘେରା ଅଞ୍ଚଳରେ ପହଞ୍ଚିଲେ ଜିଲାପାଳ

ବୌଦ୍ଧ,୧।୨(ଅଜିତ କୁମାର ବାରିକ ) ବୌଦ୍ଧର ନୂତନ ଜିଲାପାଳ ଜେ.ସୋନାଲ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗୁରୁବାର ହରଭଙ୍ଗା ବ୍ଳକର ବଣପାହାଡ ଘେରା ଉପାନ୍ତ ଅଞ୍ଚଳ ମହାଲିକପଡା ପଞ୍ଚାୟତ ଗସ୍ତ କରିଛନ୍ତି। ଜିଲା ସଦର ମହାକୁମା ଠାରୁ ୮୦ କିମି…

ନଦୀବନ୍ଧକୁ ଖସିପଡ଼ି ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭଣ୍ଡାରିପୋଖରୀ,(ରବିନାରାୟଣ ଖିଲାର)/ହାଟଡିହୀ(ଶୁଭକାନ୍ତ ନାୟକ),୧।୨-ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ବୈତରଣୀ ନଦୀବନ୍ଧରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀପଦା ଥାନା ଅଧୀନ ମନୋହରପୁର ଗ୍ରାମର ମନୋରଞ୍ଜନ ଜେନା। ସେ ଗୁରୁବାର ସ୍କୁଟିରେ ଆଖୁଆପଦା ଅଭିମୁଖେ…

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଉ

ସମ୍ବଲପୁର,୧ା୨(ବି.ଶଙ୍କର): ସମ୍ବଲପୁରୀ ଲୋକଗୀତ ରଙ୍ଗବତୀ ବିଶ୍ୱର କୋଣ ଅନୁକୋଣରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗୀତ ସମ୍ବଲପୁର ସମେତ ରାଜ୍ୟ ଓ ଦେଶର ଗୌରବକୁ ବୃଦ୍ଧି କରିଛି। କିନ୍ତୁ ପରିତାପର ବିଷୟ ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ…

ମାତାଲ କାର୍‌ ଡ୍ରାଇଭରଙ୍କ ସିରିଜ୍‌ ଦୁର୍ଘଟଣା

ହିଞ୍ଜିଳିକାଟୁ,୧।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ୫୯ ନମ୍ବର ଜାତୀୟ ରାଜପଥ ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ- ସାରୁ ରାସ୍ତାରେ ଜଣେ ମଦ୍ୟପ କାର୍‌ ଚାଳକ ସିରିଜ୍‌ ଦୁର୍ଘଟଣା ଘଟାଇଛନ୍ତି। ଦୁର୍ଘଟଣାରେ ବଡ଼ଧରଣର କ୍ଷୟକ୍ଷତି ଘଟି ନ ଥିଲେ ମଧ୍ୟ କାରଟି ଭାଙ୍ଗି…

ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏକ ପ୍ରକାର ନିରାଶ ହୋଇଛନ୍ତି। ଗତ ୨୦୦୪ରେ କଲେଜ…

ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ

ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ…

ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଗଲା କଳାଜିରା ଚାଉଳ

କୋରାପୁଟ,୧।୨(ଅମିତାଭ ବେହେରା): ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡ୍‌ ତରଫରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ କଳାଜିରା ଚାଉଳ ପଠାଯାଇଛି। ଗୁରୁବାର ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଚାଷୀମାନେ ପତାକା ଦେଖାଇ ଯାତ୍ରାର…

ସ୍ଥାୟୀ ମଣ୍ଡି ନାହିଁ, ଆର୍‌ଏମ୍‌ସି ପାଇଁ ମିଲର ଭରସା

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ୪୬ ବର୍ଷ ହେଲା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ରହିଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ମଣ୍ଡି ପାଇଁ କୌଣସି ସୁବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଜିଲାରେ ଧାନ ମଣ୍ଡି ପରିଚାଳନା ଏକ ପ୍ରକାର ଫେଲ୍‌…

ମହିଳାଙ୍କୁ ପରିଚୟ ଦେଇଛି କନ୍ଧମାଳ ଷ୍ଟ୍ରବେରି

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି। ଆମେ ଯଦି ଏହାକୁ କିଣି ସେମାନଙ୍କୁ…

ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର

ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ ପ୍ରାୟ ୧୦୦ଟି କ୍ରଶରକୁ ଅନୁମତି ଦିଆଯାଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଚାଲୁଛି।…

ଚିକେନ ଅର୍ଡର କରି ୨୦ ହଜାର ନେଇଗଲେ

ପାରାଦୀପ,୧।୨:(ଶରତ ରାଉତ)ପାରାଦୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ବନ୍ଦର ପରିସରରେ ବୁଧବାର ଜଣେ ଚିକେନ ବ୍ୟବସାୟୀ ସାଇବର ଠକେଇର ଶିକାର ହୋଇଛନ୍ତି। ଚିକେନ ଅର୍ଡର କରିବା ନଁାରେ ତାଙ୍କଠାରୁ ୨୦ ହଜାର ଟଙ୍କା ଠକି ନିଆଯାଇଛି। ଏ ନେଇ ସମ୍ପୃକ୍ତ ବ୍ୟବସାୟୀ…

୨୫ ପ୍ରତିଶତ ପଞ୍ଚାୟତରେ ସୋସିଆଲ ଅଡିଟ୍‌ ହୋଇନି

କେନ୍ଦ୍ରାପଡ଼ା,୧ା୨ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମୀ ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?