ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଘରୁ ବାହାରିଲାଣି ଆଖିଖୋସି ହୋଇଗଲା ଭଳି ଟଙ୍କା
ମାଲକାନଗିରି/ଜୟପୁର,୫।୨(ଦୁର୍ଯ୍ୟୋଧନ ପାତ୍ର/ପବନ ପାଣିଗ୍ରାହୀ): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର ଜଣେ…
ଚିହ୍ନଟ ହେଲେ ଦିବ୍ୟାଙ୍ଗ: ପାଇଲେ ସହାୟତା
ଦିଗପହଣ୍ଡି,୫।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ…
ମହିଳା କଳାକାରଙ୍କୁ ସମ୍ମାନିତ: କଳାକୁ ବଞ୍ଚାଇ ରଖିବା ପାଇଁ….
ଦିଗପହଣ୍ଡି,୫।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଟିନଡା ଗ୍ରାମର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ସଂଘର କଳାକାରମାନଙ୍କୁ ସ୍ଥାନୀୟ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ସଂଘ ଆଖଡ଼ା ଘରେ ଏକ ସଭା ହୋଇଥିଲା। ଏଥିରେ ଉପଦେଷ୍ଟା ସରୋଜ ବିଷୋୟୀ…
ଥାନାରେ ଉତ୍ତେଜନା ହୋହଲ୍ଲା କରି ଭିତରକୁ ପଶିଗଲେ ଲୋକେ, ପରେ…
ବାସୁଦେବପୁର,୫।୨(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ଗ୍ରାମରେ ଏକ ଗଣ୍ଡଗୋଳ ବେଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ନବଘନ ମଳିକ(୪୫)ଙ୍କ ମୃତ୍ୟୁ ପରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତକଙ୍କ…
ଆଜି ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ,୫ା୨(ଅଜିତ୍ କୁମାର ମହାନ୍ତି):ମାଘ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବୁଧବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ସମ୍ପାଦନ ପାଇଁ ବୁଧବାର ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ଘଣ୍ଟା ସର୍ବସାଧାରଣ…
କେସିଙ୍ଗା ଏନ୍ଏସିର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଚିନ୍ମୟ
କେସିଙ୍ଗା,୫ା୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଚିନ୍ମୟ ଆଚାର୍ଯ୍ୟ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ବଲାଙ୍ଗୀର ଜିଲା ତୁଷୁରା ଏନ୍ଏସିରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ। ଆଚାର୍ଯ୍ୟଙ୍କ ଯୋଗଦାନ ପରେ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବର୍ତ୍ତିଲେ ଗାଡ଼ି ଚାଳକ: ଦୋଷ ଲଦାଲଦି ହେଉଛନ୍ତି ରାସ୍ତା ନିର୍ମାଣ ସଂସ୍ଥା-ବିଦ୍ୟୁତ ବିଭାଗ
ଥୁଆମୂଳ ରାମପୁର,୫।୨(ଦୁର୍ଗା କୀର୍ତ୍ତି):ପୂର୍ତ୍ତି ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ମୁଖ୍ୟରାସ୍ତା ଉନ୍ନତୀକରଣ କରାଯାଉଛି। ଏଥିରେ କମ୍ପାନୀର ହାଇୱା, ମିକ୍ସଚର ମେଶିନ, ଜେସିବି ଆଦି ନିୟୋଜିତ ହୋଇଛି। ହେଲେ ମୁଖ୍ୟ ରାସ୍ତା ଉପରେ ୩୩କେଭି ବିଦ୍ୟୁତ୍ ତାର ସଂଯୋଗ ହୋଇଥିବାରୁ ଦୁର୍ଘଟଣାର କାରଣ…
କ୍ରିକେଟରେ ଭାଗନେବାକୁ ତରଣୀଙ୍କ ଗ୍ବାଲିୟର ଗସ୍ତ
ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ):ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ବୁଧବାରରୁ ଆରମ୍ଭ ହେବାକୁ ଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ୍ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ଭାଗ ନେବ। କେନ୍ଦୁଝରର ଦିବ୍ୟାଙ୍ଗ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ଜଣିଆ ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ…
ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ
ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି…
ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ଭଦ୍ରକ,୪।୨: ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ପୋଲିସ ଇନ୍ସପେକ୍ଟର…
ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଫେଲ୍: ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ, ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ଲାଞ୍ଜିଗଡ଼,୪।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଚିତ୍ର ଶିକ୍ଷା ବ୍ୟବସ୍ଥାI ଶିକ୍ଷକ ଆସୁନଥିବା ବେଳେ ଭଡାଟିଆ ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ…
ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ
ବ୍ରହ୍ମପୁର,୪।୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ ଅକ୍ଟୋବର ମାସରେ ଟାଉନ ଥାନା ଅନ୍ତର୍ଗତ ବିଜିପୁର ପୋଖରୀରେ ପକାଇ ନିଜର ଏକମାତ୍ରା ଶିଶୁପୁତ୍ର ଏସ.ରୋହିତ କୁମାର(୮)ଙ୍କୁ ହତ୍ୟା କରିଥିଲେ। ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ମଙ୍ଗଳବାର ଉକ୍ତ ମାମଲାର ଚୂଡାନ୍ତ ରାୟ…

