ଆମ ଜିଲା ଖବର

ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ,୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ…

ହସ୍ପିଟାଲରେ ଲାଗିଲା ନିଆଁ

ନବରଙ୍ଗପୁର,୪।୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ଅଗ୍ନିକାଣ୍ଡରେ ରୋଗୀ ଏବଂ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନରେ ହସ୍ପିଟାଲରେ ବିଦ୍ୟୁତ୍‌ ଶଟସର୍କିଟ ହୋଇ ଅକ୍ସିଜେନ…

ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍‌ଆଇ ବୁଡ଼ୁ ଭୋଇ, ଲାଞ୍ଚନେବା ବେଳେ…

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଏଏସ୍‌ଆଇ ବୁଡ଼ୁ ଭୋଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିନେଇଛି। ବୁଡ଼ୁ ଭୋଇଙ୍କ ଘର ଓ ଅଫିସରେ ଏକକାଳୀନ ରେଡ…

ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି…

ଭୁବନ,୪।୦୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ଭୂଷଳ ପଞ୍ଚାୟତ ଅସୁରନ୍ଧ ପାଟଣା ନରେନ୍ଦ୍ର ସାହୁ (୫୮)। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଭୋରରେ…

ସୁଶାନ୍ତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୪।୩: ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସୁଶାନ୍ତଙ୍କ ଭେଟିବା ପାଇଁ…

ସମ୍ବଲପୁର, ଝାରସୁଗୁଡ଼ାରେ ନିର୍ମାଣ ହେବ ୩ ଫ୍ଲାଏଓଭର

ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ଚଳିତ ରେଳ ବଜେଟ୍‌ରେ ଓଡ଼ିଶାରେ ରେଳବାଇର ବିକାଶରେ ବିନିଯୋଗ ପାଇଁ ୧୦ ହଜାର ୫୯୯ କେଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ରେଳ ବଜେଟରେ ମଞ୍ଜୁର ହୋଇଥିବା ସର୍ବାଧିକ ରାଶି ବୋଲି କହିଛନ୍ତି ସମ୍ବଲପୁର ରେଳ ମଣ୍ଡଳ…

ପୋଲିସକୁ ଖବର ଦେଉଥିବା ଜାଣି ଘରୁ ଉଠାଇନେଲେ ମାଓବାଦୀ , ଜଙ୍ଗଲରେ ନିର୍ମମ ଭାବେ ହତ୍ୟାକରିଲା ପରେ…

ମାଲକାନଗିରି,୪।୨(ଦୁର୍ଯୋଧନ ପାତ୍ର):ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ…

ମନ୍ତ୍ରୀଙ୍କ ପାଖ ଲୋକ କହି ଟଙ୍କା ଠକିନେବା ଘଟଣା: ଧରାପଡ଼ିଲେ ଅଭିଯୁକ୍ତ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ (ଖ)ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ କେତେଜଣ ମନ୍ତ୍ରୀଙ୍କ ପାଖ ଲୋକ କହି ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବା,ବଦଳି ଓ ଚାକିରିକୁ ନିୟମିତ କରିବା ପାଇଁ ପ୍ରଲୋଭନ ଦେଖାଇ ବିଭିନ୍ନ…

ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲକୁ ହରାଇଲା କ୍ରୀଷ୍ଣା ବିକାଶ ସ୍କୁଲ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଚାଲିଥିବା ଜିଲା ଆନ୍ତଃସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଉକ୍ତ ପ୍ରତିଯୋଗିତାରେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲ ପ୍ରତିପକ୍ଷ ବରପାଲିର…

ମିଲର୍ସ ମାନୁନାହାନ୍ତି ପ୍ରଦୂଷଣ ନିୟମ: ପ୍ରଦୂଷଣ ବୋର୍ଡ଼ର ଭୂମିକାକୁ ନେଇ କଳ୍ପନାଜଳ୍ପନା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶତାଧିକ ରାଇସ ମିଲ୍‌ ଗଢ଼ି ଉଠିଛି। କିନ୍ତୁ କିଛି ରାଇସ୍‌ ମିଲ୍‌ ମାଲିକ(ମିଲର୍ସ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ କାନୁନଙ୍କୁ ଖାତିର କରୁ ନାହାନ୍ତି। କେତେକ ସ୍ଥାନରେ ମିଲ୍‌ରେ ସ୍ଥାପିତ ଧୂଆଁ ନିଷ୍କାସନ ଫେଲ୍‌ ମାରିଥିବାବେଳେ…

ହଷ୍ଟେଲ ପରିସରରେ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

କାଲିମେଳା,୪।୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଗୁମ୍ଫାକୋଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ବିଦ୍ୟାଳୟ ପଛପଟେ ଥିବା ପାଚେରୀ ନିକଟ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ…

ଆଜି ବିଶ୍ବ କ୍ୟାନସର ଦିବସ: ପଦଯାତ୍ରାରେ କ୍ୟାନସର ନିରାକରଣ ସଚେତନତା

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ): ଆଜି ବିଶ୍ବ କ୍ୟାନସର ଦିବସ। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ ଜିଲାରେ କ୍ୟାନସର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସଦର ମହକୁମାସ୍ଥିତ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?