ନୟାଗଡ଼

ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି

ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍‌ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ…

ନୟାଗଡ଼ ବଜାରରୁ କଲେଜ ରାସ୍ତା ମରଣଯନ୍ତା

ନୟାଗଡ ଅଫିସ,୨୭।୧୦: ନୟାଗଡ ନାଉଖାଲ ୨୧ ନଂ ରାଜ୍ୟ ରାଜପଥର ନୟାଗଡ ଟ୍ରାଫିକ ଛକ ଠାରୁ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗର ଏହି ୨ କିମି ରାସ୍ତା ଦଶହରା ସମୟରେ ବି ମରାମତି…

କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା: ୨ ଅଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଦଶପଲା ବ୍ଲକ ମଧ୍ୟଖଣ୍ଡର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୀପାବଳି ଉତ୍ସବ ପାଳନ ଅବସରରେ ସୋମବାର ରାତିରେ ମଧ୍ୟଖଣ୍ଡରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।…

୨ ସୁନା ବେପାରୀ, ୬ ଡକାୟତ ଗିରଫ

ନୟାଗଡ଼ ଅଫିସ,୨୪ା୧୦: ନୟାଗଡ଼ ଟାଉନ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ସୁନା ବେପାରୀ ଓ ୬ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ସୁନା ଓ…

ହିତାଧିକାରୀଙ୍କ ଆବାସ ଘର ଚୋରି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ପଞ୍ଚାୟତ କୁମ୍ଭାରପଡ଼ା ମଙ୍ଗଳାମନ୍ଦିର ନିକଟସ୍ଥ ଦଳିତସାହିରେ ଆବାସ ଯୋଜନା ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ନ ଦେବାରୁ ଜଣେ ହିତାଧିକାରୀଙ୍କୁ ଏହି ଯୋଜନାରେ ମିଳିଥିବା କାର୍ଯ୍ୟାଦେଶ ଅନ୍ୟ…

ଅପରାଧୀଙ୍କ ଆଡ୍ଡାସ୍ଥଳ ସାଜିଛି ସିଧାମୂଳା ସେତୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳା ନିକଟସ୍ଥ ମହାନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ନୟାଗଡ଼ ସହ କଟକ ଜିଲାକୁ ସଂଯୋଗ କରୁଛି । ୧୫୬୮ ମିଟର ଲମ୍ବର ଏହି ସେତୁ ନୟାଗଡ ଜିଲା ସିଧାମୂଳା ଓ କଟକ ଜିଲା ଏକଡାଳ…

ଟଙ୍କା ନ ଦେଲେ ପଞ୍ଜୀକରଣ ବନ୍ଦ

ନୟାଗଡ଼ ଅଫିସ,୧୯।୧୦: ଅଣସଙ୍ଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ଓ ସେମାନଙ୍କୁ ମାଗଣାରେ ଫର୍ମ ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ତେବେ ନୟାଗଡ଼ ଜିଲାରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟକୁ ଆସିଲେ…

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବନମାଳୀପୁର ପଞ୍ଚାୟତ ଉଦୟପୁରରୁ ଜଗନ୍ନାଥପୁର…

ମାଟିରେ ମିଶିଲା ପୁରୁଣା ଜେଲ

ନୟାଗଡ଼ ଅଫିସ,୧୭।୧୦: ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର ପରେ ପରିତ୍ୟକ୍ତ ହୋଇ ପଡିଥିବା ନୟାଗଡ଼ ପୁରୁଣା ଜେଲକୁ ଶନିବାର ବିଳମ୍ବିତ ରାତି ଓ ରବିବାର ପରି ଛୁଟିଦିନରେ ଭଙ୍ଗାଯିବାରୁ ପ୍ରତିବାଦ ଉଠିଛି। ମ୍ୟୁନିସିପାଲିଟି ପକ୍ଷରୁ ତରବରିଆ ଭାବେ ପୁରୁଣା ଜେଲକୁ ଭଙ୍ଗାଯିବାକୁ ନେଇ ନୟାଗଡ଼…

ରାଜପଥ ମରାମତି କଲେ ଯୁବଗୋଷ୍ଠୀ

ଭାପୁର,୧୬ା୧୦(ଡି.ଏନ.ଏ.): ଫତେଗଡ଼-କଣ୍ଟିଲୋ ୪୮ନଂ. ରାଜ୍ୟ ରାଜପଥର ଚାରିଛକ ନିକଟ ଝରଣା ପୋଖରୀ ନିକଟରେ ରାସ୍ତା ମଝିରେ ବଡ଼ ଗାତ ସୃଷ୍ଟି ହୋଇଥିଲା। ଏହି ଗାତ ଯୋଗୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ବରପୁଟ ଗ୍ରାମର ପ୍ରଦୀପ ସାମଲ ସେଠାରେ…

କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଭାପୁର,୧୬ା୧୦(ଡି.ଏନ.ଏ.): ସେପ୍ଟେମ୍ବର ଓ ଅକ୍ଟୋବରରେ ହେଉଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଫଳରେ ନୟାଗଡ଼ ଜିଲାର ଭାପୁର ବ୍ଲକ୍‌ର ପନିପରିବା ଚାଷ ପ୍ରଭାବିତ ହୋଇଛି। ଚାଷୀଙ୍କ ଉତ୍ପାଦନ କମିଛି । ଜିଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ…

ବିନା ପ୍ଲାନ୍‌ରେ ନିର୍ମାଣ ଚାଲିଛି ଘର

ନୟାଗଡ଼ ଅଫିସ,୧୬।୧୦: ନୟାଗଡ଼ ଜିଲାର ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ଓଡ଼ଗଁା ଆଦି ୫ ସହରରେ ବିଲ୍ଡିଂ ପ୍ଲାନ ନ ନେଇ ବେଆଇନ ଭାବେ ଗୃହ ନିର୍ମାଣ ଚାଲିଛି। ଏପରିକି ସହରର ବିଭିନ୍ନ ସ୍ଥାନରେ ୫ରୁ ୭ମହଲା ଘର ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?