ନୟାଗଡ଼

ସରକାରୀ ଯୋଜନାରୁ ବଞ୍ଚିତ ଯମୁନା

ନୂଆଗାଁ,୨୮।୧୧(ଡି.ଏନ.ଏ.): ସରକାର ଗରିବ, ଦୁଃଖୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ପଞ୍ଚାୟତ ଅଧୀନ ଆଦିବାସୀ ଗ୍ରାମ ମଧୁବନର ବିଧବା ମହିଳା ଯମୁନା…

ପାହାଡ଼ ଭାଙ୍ଗିଲେ, ଯୋର ରାସ୍ତା ବନ୍ଦ କରାଇଲେ

ନୟାଗଡ଼ ଅଫିସ,୨୮ା୧୧: ନୟାଗଡ଼ ପୁରୁଣା ସହରରେ ଚାଲିଛି ବେଆଇନ ନିର୍ମାଣ l ଜଣେ ବ୍ୟକ୍ତି ପାହାଡ଼ ଭାଙ୍ଗି ଯୋର ରାସ୍ତାକୁ ବନ୍ଦ କରାଇ ବେଆଇନ ଭାବେ ଘର ନିର୍ମାଣ କରୁଛନ୍ତି l ପୁଣି ଯୋର ରାସ୍ତା ବନ୍ଦ ପରେ ପାହାଡ଼ ଜଳ…

ନୂଆ ଗାଡ଼ି ଖତ ଖାଉଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭଡ଼ା ଗାଡ଼ି

ଖଣ୍ଡପଡା,୨୮ା୧୧(ସ୍ବ.ପ୍ର.): ଲୋକେ ଉଦାହରଣ ଛଳରେ କୁହନ୍ତି ‘ସରକାର କା ମାଲ ଦରିଆ ମେ ଡ଼ାଲ’। ଠିକ୍‌ ସେପରି ଏକ ଉଦାହରଣ ପାଲଟିଛି କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ନୂତନ ଆମ୍ବୁଲାନ୍ସ ।ଆଜକୁ ୯ ବର୍ଷ ତଳେ ଏହି ଆମ୍ବୁଲାନ୍ସ କିଣା ହୋଇଥିଲା।…

ଜିଆଇ ଟ୍ୟାଗ୍‌ ମାନ୍ୟତା ଦୌଡ଼ରେ ନୟାଗଡ଼ ନାହିଁ

ନୟାଗଡ଼ ଅଫିସ,(ଲୋକନାଥ ମିଶ୍ର)୨୮।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଶାରୁ ଗଜପତି ଜିଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୁରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର…

ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା ନ ଯାଇ ବ୍ୟାରେଜ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀ ତାତିଛନ୍ତି। ବ୍ୟାରେଜ ପ୍ରଭାବରେ ଉପର ମୁଣ୍ଡରେ…

ଦୁର୍ଘଟଣାର ୧୮ ଦିନ ପରେ ବି ଚେତା ଫେରୁନି

ନୂଆଗାଁ,୨୭।୧୧(ଡି.ଏନ.ଏ.): ୨ ସାଙ୍ଗଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲିଙ୍କୁନ୍‌ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଇତିମଧ୍ୟରେ ୧୮ ଦିନ ବିତି ଥିଲେ ମଧ୍ୟ ଏଯାବତ ତାଙ୍କ ଚେତା ଫେରୁନି।…

ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଡିତ ଥିବା ମହିଳା ସ୍ବୟଂ ସହାୟିକା…

ଫଳକରେ ଅଟକିଛି ୨ ପ୍ରକଳ୍ପ

ଖଣ୍ଡପଡ଼ା,୨୫ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନୂତନ ପ୍ରକଳ୍ପ ନିର୍ମାଣ ହୋଇପାରୁନାହିଁ। ଅନୁଦାନ ଅର୍ଥ ମଞ୍ଜୁର ପରେ ବି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁ…

ପ୍ରଶଂସା ସାଉଁଟିଲା ଅଲିଭା ରେଜିଷ୍ଟର

ନୟାଗଡ଼ ଅଫିସ,୨୪ା୧୧: ନୟାଗଡ଼ ଜିଲାର ଅଲିଭା ରେଜିଷ୍ଟର ରାଜ୍ୟସ୍ତରରେ ପ୍ରଶଂସା ସାଉଁଟିଛି । ବାଲ୍ୟ ବିବାହ ବନ୍ଦ ନିମନ୍ତେ ନୟାଗଡ଼ ଜିଲା ପ୍ରଶାସନର ଏହି ଅଭିନବ କାର୍ଯ୍ୟକୁ ରାଜ୍ୟ ସରକାର ଆପଣେଇ ଅନ୍ୟ ଜିଲାମାନେ ଏହାକୂୁ ରୋଲ ମଡେଲ ଭାବେ ନେବାକୁ…

ମାଣିକାଗୋଡା ରେଳ ଷ୍ଟେଶନ ରାସ୍ତା ଶୋଚନୀୟ

ବୋଲଗଡ଼,୧୮ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମଣିକାଗୋଡ଼ା ରେଳ ଷ୍ଟେଶନ (ବୋଲଗଡ ରୋଡ୍‌) ପଶ୍ଚିମ ପାର୍ଶ୍ୱ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରେଲଓ୍ବେ ବିଭାଗ ପକ୍ଷରୁ ମାଟି ରାସ୍ତା ନିର୍ମାଣ ଯୋଗୁ ବର୍ଷା ଋତୁ ପରେ ରାସ୍ତାରେ ମେଣ୍ଟାଲ ଉଠି ଖାଲଖମା…

ସୂତାଖିଅରେ ଝୁଲିଲା ଆଉଟ୍‌ସୋର୍ସିଂ ଚାକିରି

ନୟାଗଡ଼ ଅଫିସ,୧୭।୧୧: ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ କର୍ମଚାରୀଙ୍କ ଚାକିରି ନିୟମିତ ହେବା ନେଇ ସରକାରୀ ବ୍ୟବସ୍ଥା ନ ଥିବା ସିଡିଏମ୍‌ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ(ଡିଏଲସି)ଙ୍କୁ ଜଣାଇବା ପରେ ସୂତାଖିଅରେ ଝୁଲିଛି ଚାକିରି। ଆଉଟ୍‌ସୋର୍ସିଂ ମାଧ୍ୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀଙ୍କ ନିୟମିତ ହେବାର…

ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି: ଜେଇଙ୍କ ପରେ ଭାରପ୍ରାପ୍ତ ଏଇଇ ନିଲମ୍ବିତ

ନୟାଗଡ଼ ଅଫିସ/ଭାପୁର,୧୭ା୧୧(ଡି.ଏନ୍‌.ଏ.): ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଭାପୁର ବ୍ଲକ ଜେଇ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ନିଲମ୍ବନ ପରେ ପୁଣି ଓଡ଼ିଶା ସରକାର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ସୁପାରିସ ଆଧାରରେ ନିଲମ୍ବନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?