ନୟାଗଡ଼

କନକଦୁର୍ଗା ପୀଠର ଭିନ୍ନ ପରମ୍ପରା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହର ପୁରୁଣା ରାଜବାଟୀ ସମ୍ମୁଖରେ ରହିଛି ମା’କନକ ଦୁର୍ଗାଙ୍କ ପୀଠ। ରାଜରାଜୁଡା ଶାସନ ହଟିବା ପରେ ଠାକୁରାଣୀଙ୍କ ରୀତିନୀତି, ଭୋଗ ନୟାଗଡ଼ ଦେବୋତ୍ତର ବିଭାଗ ବୁଝୁଛି । ମା’କନକଦୁର୍ଗା ଦଶହରା ପର୍ବ ଅବସରରେ ପଶ୍ଚିମାମୁଖୀ ବଦଳରେ ଦକ୍ଷିଣମୁଖୀ…

ଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ଏପିଏମ୍‌ ଆପ୍‌ ଠକେଇ ଘଟଣାରେ ନୟାଗଡ଼ ଜିଲାରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ତେବେ ଇନ୍ଦିରା ଠାକୁର ନାଁରେ ଦୀପିକା ଦିପୁ ନାମ୍ନୀ ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କାକୁ କଳାକନା ବୁଲାଇ…

ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି ଦେବାକୁ ସମୟ ପାଉ ନାହାନ୍ତି। ହେଲେ ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ଅଞ୍ଚଳର…

ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନୟାଗଡ଼ ଅଫିସ,୧୨।୧୦(ଲୋକନାଥ ମିଶ୍ର)ମହାତ୍ମ।ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇ କଞ୍ଚାମାଲ ଯୋଗାଣ କରିବାକୁ ଅନୁମତି ଦିଆଯାଉ ଥିବା ଅଭିଯୋଗ ହୋଇଆସୁଛି। ଭେଣ୍ଡରଙ୍କୁୁ ଆୟୁଧ କରି ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି କରାଯାଉଥିବାରୁ…

ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ ବାସଭବନ ପାଖ ନର୍ସରୀରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ କାହିଁକି କରାଗଲା ବୋଲି…

ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ଗୁରୁତର

ନୟାଗଡ଼,୮ା୧୦(ଲୋକନାଥ ମିଶ୍ର): ଶିକାର ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ଗୁରୁତର ହୋଇଛନ୍ତି। ଶିକାରୀ ଜଣକ ହେଲେ ସନ୍ନ୍ୟାସୀ ଜାନି(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଣୀଗୋଛା ଓ ପରେ ଦଶପଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି…

ଶହୀଦ ଦିବସରେ କେବଳ ତୋପ ସଲାମି

ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା ହେବାର ୭୬ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ…

ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା

ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ସାଗେରି ମହାପାତ୍ର (୫୫)। ନୟାଗଡ଼ ଜିଲା ଶରଣକୁଳ…

ଅବ୍ୟବସ୍ଥା ଘେରରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ

ନୂଆଗାଁ,୫।୧୦(ଧନେଶ୍ୱର ସାହୁ)ଗାଁର ବିକାଶ ତଥା ଜନସାଧାରଣଙ୍କ ସମସ୍ୟା ସୁଧାରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବ୍ଲକ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ସରକାର। ହେଲେ…

ରେଫର ରୋଗୀଙ୍କୁ ମିଳିଲାନି ଆମ୍ବୁଲାନ୍ସ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ରେଫର ହୋଇଥିବା ଜଣେ ଶିଶୁ କନ୍ୟାଙ୍କୁ ଆମ୍ବୁଲାନ୍ସ ମିଳି ନ ଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଗୁରୁତର ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁସାରେ ଦଶପଲ୍ଲା ବ୍ଲକ…

ଚାରା ବିକ୍ରିରେ ଅନିୟମିତତା

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟେଟ୍‌ ପ୍ଲାନରେ ବିକ୍ରି ହେଉଥିବା ଚାରାକୁ ମନଇଛା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେଉଁ ଚାରା କେତେ ରେଟ୍‌ ସେନେଇ ଚାରା ବିକ୍ରି ହେଉଥିବା…

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?