ନୟାଗଡ଼

ଧରାପଡ଼ିଲା ୨୪ ଲକ୍ଷ ଟଙ୍କାର ଜାଲିଆତି

ନୟାଗଡ,୩୦।୯(ଲୋକନାଥ ମିଶ୍ର): ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟ ନୟାଗଡ଼ ବ୍ଲ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ଲକ୍ଷ ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ…

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ…

ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ଘୁଞ୍ଚୁଛି

ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ ହୋଇ…

ଭୁଶୁଡ଼ି ପଡ଼ିଲାଣି ନୂଆଗାଁ ବ୍ଲକ ଶିକ୍ଷା ବ୍ୟବସ୍ଥା

ନୂଆଗାଁ,୨୮।୯ (ଧନେଶ୍ୱର ସାହୁ)ଶିକ୍ଷା ବ୍ୟବସ୍ଥାର ତଦାରଖ, ଦାୟିତ୍ୱ, ପରିଚାଳନା ଆଦିକୁ ତଳସ୍ତରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। କିନ୍ତୁ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁ ନୂଆଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି…

୨୦ ଭେଣ୍ଡରଙ୍କୁ କଳାତାଲିକାଭୁକ୍ତ କରାଗଲାନି

ନୟାଗଡ଼/ଭାପୁର,୨୮।୯(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ଭେଣ୍ଡର ଆକାଉଣ୍ଟ ଖୋଲି ନୟାଗଡ଼ ଜିଲାର ଭାପୁର ବ୍ଲକରେ ୫୧ କୋଟି ୨୭ ଲକ୍ଷ ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌)ରେ କଞ୍ଚାମାଲ…

ଆର୍‌ପିଏଫ୍‌ କନ୍‌ଷ୍ଟେବଲ ସୁବ୍ରତଙ୍କୁ ଜୀବନ ରକ୍ଷା ପଦକ

ଖଣ୍ଡପଡ଼ା,୨୪।୯(ଅଜୟ କୁମାର ମହାରଣା): ଭାରତୀୟ ରେଳ ବିଭାଗର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ୪୨ ଜଣଙ୍କୁ ସାହସିକତା ପାଇଁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ…

ମୋବାଇଲ ଟାଓ୍ବାର କାମ ଅଧାପନ୍ତରିଆ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ପାଇଁ ନିର୍ମାଣ କରାଯାଉଥିବା ମୋବାଇଲ ଟାଓ୍ବାର କାମ ଦୀର୍ଘ ମାସ ହେଲା ଅଧାପନ୍ତରିଆ ଭାବେ ପଡିରହିଛି। ଏ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ…

ଠେଙ୍ଗାପାଳିରେ ସୁରକ୍ଷା ଜଙ୍ଗଲକୁ ବିପଦ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଦୁଡୁକିପାଜୁ ଗାଁର ଆଦିବାସୀମାନେ ଠେଙ୍ଗାପାଳିରେ କରିଥିବା ଜଙ୍ଗଲ ସୁରକ୍ଷାକୁ ବିପଦ ମାଡି ଆସିଛି। ଦୁଡୁକିପାଜୁର ଗ୍ରାମ୍ୟ ଜଙ୍ଗଲ ପାଦଦେଶରେ ହୋଇଥିବା ଫଳଗଛକୁ ଉପାଡି ଦେଇ ଜଣେ ଲୋକ କୋର୍ଟରେ ମାମଲା…

ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା

ନୂଆଗାଁ,୨୨।୯(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକ ନାନା ଅନିୟମିତତାରେ ଚାଲିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଧିକାରୀ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।…

୪ ବର୍ଷ ପରେ ବି ବହୁ ଚାଷୀ ଉପେକ୍ଷିତ

ନୟାଗଡ,୨୧।୯(ଲୋକନାଥ ମିଶ୍ର) କାଳିଆ ଯୋଜନା ହେବାର ଇତିମଧ୍ୟରେ ବିତି ଯାଇଛି ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ । ହେଲେ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ଯୋଜନାରେ ସାମିଲ ହୋଇ ପାରି ନ ଥିବା ଅଭିଯୋଗ ହୋଇ…

ବିଲୁପ୍ତର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ

ଖଣ୍ଡପଡ଼ା,୨୧ା୯(ଅଜୟ କୁମାର ମହାରଣା): ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ…

୮ଶ୍ରେଣୀର ୧୨୦ ଛାତ୍ରୀଛାତ୍ରଙ୍କ ପାଇଁ ୩ ଶିକ୍ଷକ

ନୂଆଗାଁ, ୧୯ା୯ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଖୋଲିଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?