ନୟାଗଡ଼

କାର୍ଯ୍ୟକ୍ଷମ ହୋଇପାରୁନି କ୍ଲଷ୍ଟର ପ୍ରକଳ୍ପ

ଖଣ୍ଡପଡ଼ା,୨୦ା୪(ସ୍ବ.ପ୍ର.): ନୂତନ ଜ୍ଞାନକୌଶଳ ତଥା ପ୍ରଶିକ୍ଷଣ ମାଧ୍ୟମରେ କଂସା ପିତଳ ଏବଂ କାଠ ଖୋଦେଇର ବିଭିନ୍ନ ସୌଖୀନ ସାମଗ୍ରୀ ଉପତ୍ାଦନ କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲା କଣ୍ଟିଲୋରେ ଏକ ପ୍ରଶିକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି। ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦ୍ରୀୟ…

ଶରଣକୁଳ କଲେଜରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୨୦।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୪ ବ୍ୟାଚ୍‌ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସମସ୍ତ ଛାତ୍ରୀଛାତ୍ର ବୁଧବାର ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଉଚ୍ଚ ମାଧ୍ୟମିକ…

ଶରଣକୁଳ କଲେଜରେ ରାଗିଂ ଅଭିଯୋଗ

ନୟାଗଡ଼ ଅଫିସ,୧୯।୪: ନୟାଗଡ଼ ଜିଲାର ଶରଣକୁଳ କଲେଜର ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ୨ୟ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ କଲେଜର ଅଧ୍ୟକ୍ଷ ଓ ଆଧ୍ୟାପକ ରାଗିଂ କରୁଥିବାର ଅଭିଯୋଗ ହୋଇଛି। ଅଧ୍ୟକ୍ଷ ଓ ଆଧ୍ୟାପକଙ୍କ କୋଚିଂ ସେଣ୍ଟରରେ ନ ପଢ଼ି ନୟାଗଡ଼ର…

ପୋଲ ନିର୍ମାଣରେ ବ୍ୟବହାର ହେଉଛି ମୂଲ୍ୟବାନ୍‌ କାଠ

ନୂଆଗାଁ,୧୭।୪(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ନୂଆଗାଁ ବ୍ଲକର ମୀନାଗାଡିଆଠାରୁ ରଗଡିମଡ଼ା ମୁଖ୍ୟମନ୍ତ୍ରୀ ସଡ଼କର ନିର୍ମାଣ ଚାଲିଛି। ଉକ୍ତ ରାସ୍ତାରେ ନିର୍ମାଣ କରାଯାଇଥିବା ପୋଲରେ ମୂଲ୍ୟବାନ କାଠ ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା…

କୁଆଁରିଆ ନଦୀ ପଠାରୁ ଅତଡ଼ା ଖସୁଛି

ଖଣ୍ଡପଡ଼ା,୧୭ା୪(ସ୍ବ.ପ୍ର.): କୁଆଁରିଆ ନଦୀରେ ବନ୍ୟା ଆସିଲେ ପଠାରୁ ଅତଡା ଖସୁଛି। ଏହି ସମସ୍ୟା କୁଆଁରିଆ ନଦୀ ତଟବର୍ତ୍ତୀ ଖଣ୍ଡପଡ଼ା ବ୍ଲକ ଅଧୀନ ବଳଭଦ୍ରପ୍ରସାଦ, କୁମ୍ଭାରପଡ଼ା, ରୟତଢୋଲମରା, କୋସକା, କିଆଝର ଓ ଗଡିଆସାହି ଆଦି ୬ ପଞ୍ଚାୟତବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।…

୨ ନଡ଼ିଆ ଭୋଗ ପାଇଁ ୫ଶହ ଟଙ୍କା ଦକ୍ଷିଣା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁର ରଘୁନାଥ ମନ୍ଦିରରେ ୨ଟି ନଡ଼ିଆ ଭୋଗ କରିବା ପାଇଁ ଭକ୍ତଙ୍କୁ ୫୦୦ ଟଙ୍କା ଦକ୍ଷିଣା ବାବଦରେ ମଗାଯାଇଥିବା ଅଭିଯୋଗ ହୋଇଛି । ଭକ୍ତ ୩୦୦ ଟଙ୍କା ଯାଚିବା ଓ ୫୦୦ ଟଙ୍କା ଦେଇ ପାରିବ ନାହିଁ…

ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ କର୍ମଚାରୀ ଅସତ୍‌ ଉପାୟ ଅବଲମ୍ବନ କରି ସେହି ଅନୁଦାନକୁ ଆତ୍ମସାତ କରୁଛନ୍ତି। ଏପରିକି ଅନୁଦାନ…

ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ବିଶ୍ୱାସ ହେଉନି। ଗାଁର ବିକାଶ ଚାଲିଛି ବୋଲି ସରକାର…

ଧରାପଡ଼ିଲେଣି ୧୨, ସ୍କାନରରେ ୬ ଶିକ୍ଷକ

ରାୟଗଡ଼ା,୧୬ା୪(ସ୍ବ.ପ୍ର.): ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ରାୟଗଡ଼ା ଜିଲା ଶିକ୍ଷା ବିଭାଗ ଧରିଛି। ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ୭ ଜଣଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେମାନେ ହେଲେ…

ପାନୀୟ ଜଳ ସମସ୍ୟା: ଶୁଣ୍ଢିଝୋଲାବାସୀଙ୍କୁ ଚୁଆପାଣି ଭରସା

ନୂଆଗାଁ,୧୬।୪ (ଡି.ଏନ.ଏ.): ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାପରେ ବି ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ…

ନୟାଗଡ଼ ପୋଷ୍ଟାଲ ଡିଭିଜନରେ ନକଲି ସାର୍ଟିଫିକେଟ

ନୟାଗଡ଼ ଅଫିସ,୧୩।୪: ଡାକସେବକ ପଦବୀ ପାଇଁ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ଡିଭିଜନରେ ଚାକିରି କରିବା ଖବର ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଏଭଳିସ୍ଥଳେ ନୟାଗଡ଼ ପୋଷ୍ଟାଲ ଡିଭିଜନରେ ୧୪ ଡାକସେବକ ଆବେଦନକାରୀ ସନ୍ଦେହ ଘେରକୁ ଆସିବା ପରେ ଜାଲ ସାର୍ଟିଫିକେଟ…

ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଜବରଦଖଲ ଉଚ୍ଛେଦ

ଭାପୁର,୧୩ା୪(ଡି.ଏନ.ଏ.): ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଗୃହ ନିର୍ମାଣ ପାଇଁ ବୁଧବାର ରାଜସ୍ବ ପ୍ରଶାସନିକଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଶାଳପଡ଼ା ପଞ୍ଚାୟତରେ ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଭାପୁରଠାରୁ ଖଣ୍ଡପଡ଼ା ରାସ୍ତା ଶାଳପଡ଼ା ସ୍କୁଲ ନିକଟସ୍ଥ ସାମ୍ନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?