ନବରଙ୍ଗପୁର

ବିଜେଡି, ଭାଜପାକୁ ସଉତୁଣୀ କହିଲେ ବାହିନୀପତି

ନବରଙ୍ଗପୁର,୧୧।୭(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କଂଗ୍ରେସ ପକ୍ଷରୁ ସୋମବାରଠାରୁ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ପୀଠରୁ ଆଜ୍ଞାମାଳ ନେବାପରେ ସ୍ଥାନୀୟ ଶାସ୍ତ୍ରୀ ଭବନରେ ଏ ନେଇ ଏକ ବୈଠକ କରାଯାଇଛି। ଏଥିରେ ଜୟପୁର ବିଧାୟକ…

ଚାଲୁଥିବା ଅବସ୍ଥାରେ ଜଳିଗଲା ସ୍କୁଟି

ବୋରିଗୁମ୍ମା/ନବରଙ୍ଗପୁର,୧୦ା୭(ବିଜୟ ସାହୁ/ସଦାଶିବ ପ୍ରହରାଜ): ରାସ୍ତା ଉପରେ ଚଳନ୍ତା ସ୍କୁଟିରେ ସୋମବାର ହଠାତ୍‌ ନିଆଁ ଲାଗି ଜଳିଯାଇଛି। ତେବେ ଏ ନେଇ ଲୋକମାନଙ୍କଠାରୁ ସୂଚନା ପାଇ ସଙ୍ଗେସଙ୍ଗେ ଚାଳକ ଗାଡି ରଖିଦେଇ ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି। ନବରଙ୍ଗପୁର ଜିଲା କୋରାପୁଟ ସୀମାନ୍ତ…

ପ୍ରତିଶ୍ରୁତି,ଆଶ୍ୱାସନାରେ ରହିଗଲା ଆବାସ ଘର

ତେନ୍ତୁଳିଖୁଣ୍ଟି,୭।୭(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବାସହୀନଙ୍କୁ ଗୃହ ଦେବା ପାଇଁ ପରସ୍ପର ନିଜ ଯୋଜନା ବୋଲି ଡିଣ୍ଡିମ ପିଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସଗୃହ କାର୍ଯ୍ୟାଦେଶ ବଣ୍ଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଜୁନ୍‌ ମାସ ପହଞ୍ଚତ୍ଲା। ଇତିମଧ୍ୟରେ ଥରକୁ…

ସ୍ପଷ୍ଟୀକରଣରେ ଅଟକିଗଲା ବର୍ଗୀକରଣ, ପଦୋନ୍ନତି

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ)ପ୍ରାଥମିକ ଶିକ୍ଷକଙ୍କ ବର୍ଗୀକରଣ ଓ ପଦୋନ୍ନତି ସମୟସୀମା ଚାଲିଯାଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗର ଅଙ୍କକଷା ଚାଲିଛି। ବାରମ୍ବାର ସ୍ପଷ୍ଟୀକରଣ ନାମରେ ଫାଇଲ ଅଟକିଯାଇଛି। ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ଜିଲା ଶିକ୍ଷା ବିଭାଗ ଅସମର୍ଥ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ…

ରାସ୍ତା ମଝିରେ ଗାତ ଖୋଳି ଚାଲିଛି ପାଇପ ବିଛା କାମ

ଉମରକୋଟ, ୫।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ଉମରକୋଟ ପୌର ପରିଷଦ ଅଧୀନ ଦର୍ଗାଗୁଡ଼ା ରାସ୍ତା ମଝିରେ…

ଗାଁରେ ପହଞ୍ଚତ୍ ଚିକିତ୍ସା କଲା ଡାକ୍ତରୀ ଟିମ୍‌

ଝରିଗାଁ,୫।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମରେ ଗତ ୧୫ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହେବା ଖବର ପ୍ରକାଶ ପରେ ମଙ୍ଗଳବାର ଝରିଗାଁ ସ୍ବାସ୍ଥ୍ୟ ବିଭାଗର ଏମ୍‌ଏଚ୍‌ୟୁ ଟିମ୍‌ ସେଠାରେ…

ପିଲାଙ୍କଠାରେ ବ୍ୟାପୁଛି ଚର୍ମରୋଗ

ଝରିଗାଁ,୪।୭(କିଶୋର ଚନ୍ଦ୍ର ମଣ୍ଡଳ): ସଚେତନତା ସହ ଆନ୍ତରିତା ଅଭାବ ଯୋଗୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ମିଳି ପାରୁନି। ଯାହାଫଳରେ କୋମଳମତି ଶିଶୁମାନେ ରୋଗାକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଶିଶୁ…

ନିମ୍ନମାନର ଡ୍ରେନ୍‌ କାମ, ଭାଙ୍ଗିଲାଣି ସ୍ଲାବ୍‌

ନବରଙ୍ଗପୁର,୩।୭ (ସଦାସିବ ପ୍ରହରାଜ): ନବରଙ୍ଗପୁର ପୌରାଞ୍ଚଳର ୧୨ନମ୍ବର ୱାର୍ଡର ସାଇନଗର ୩ ନଂ ଗଳିରେ ପୌର ସଂସ୍ଥା ପକ୍ଷରୁ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯିବା ସହ ତା’ ଉପରେ ସିମେଣ୍ଟ ସ୍ଲାବ୍‌ ପକାଯାଇଥିଲା। ମାତ୍ର ଏହି କାମ ନିମ୍ନମାନର ହୋଇଥିବା…

ମକା ବିହନରୁ ବାହାରିଲାନି ଗଜା, ଚିନ୍ତାରେ ଚାଷୀ

ଉମରକୋଟ,୩।୭(ସନ୍ତୋଷ ଶତପଥି): ଏକ ନାମୀଦାମୀ ମକା କମ୍ପାନୀର ବିହନ ଲଗାଇ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୌସୁମୀର ଆଗମନ ଖବର ଶୁଣିବା ମାତ୍ରେ ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା,…

ଅଫିସରେ ଜନ୍ମଦିନ ପାଳିଲେ ବିଡିଓ, ଗୁହାରି କରିବାକୁ ଆସି ଲୋକେ ହନ୍ତସନ୍ତ

ନବରଙ୍ଗପୁର,୩।୭(ସଦାଶିବ ପ୍ରହରାଜ): ଡ୍ୟୁଟି ସମୟରେ ଅଫିସରେ ସମସ୍ତ କର୍ମଚାରୀଙ୍କୁ ନେଇ ଶନିବାର ଜନ୍ମଦିନ ପାଳିଥିଲେ ପାପଡାହାଣ୍ଡି ବିଡିଓ ଦିବାକର ବାଗ। ଫଳରେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଦେଖା କରିବାକୁ ଆସିଥିବା ଲୋକେ ହଇରାଣ ହୋଇ ଫେରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,…

ଅଧ୍ୟାପିକାଙ୍କୁ କମେଣ୍ଟ ମାରି ବନ୍ଧା ହେଲେ ପୂର୍ବତନ ଛାତ୍ର

ନବରଙ୍ଗପୁର,୨।୭(ସଦାସିବ ପ୍ରହରାଜ): ନବରଙ୍ଗପୁର ବିନୋଦ ବିହାରୀ କଲେଜର ଜଣେ ଅଧ୍ୟାପିକାଙ୍କୁ କମେଣ୍ଟ ମାରି ହଇରାଣ କରିବା ଅଭିଯୋଗରେ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ନବରଙ୍ଗପୁର ସହରର ବଡହରିଜନ ସାହିର ପର୍ଶୁରାମ ନାଗେଶ। ମିଳିଥିବା ସୂଚନା ଅନୁଯାୟୀ,…

କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ

ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ଓ କହୁଣି କାନ୍ଥରେ ପିଟିହୋଇ ଆଘାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?