ନବରଙ୍ଗପୁର

୨ବର୍ଷ ଭିତରେ ଗୋଟିଏ ବି କାମ ସାରିନାହାନ୍ତି ଠିକାଦାର

ତେନ୍ତୁଳିଖୁଣ୍ଟି, ୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏକ ପ୍ରମୁଖ ରାସ୍ତା କାମ ପ୍ୟାକେଜ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ବାହାରିଥିଲା। ମୂଷାମୁଣ୍ଡିଗୁଡ଼ା-କଣ୍ଟାଗାଁ, ପାତ୍ରପୁଟ-ଅଞ୍ଚଳଗୁମ୍ମା, ଅଞ୍ଚଳଗୁମ୍ମା-ଉମୁରି, ଅଞ୍ଚଳଗୁମ୍ମା-କାମତା ପ୍ରମୁଖ ରାସ୍ତା ଉକ୍ତ ପ୍ୟାକେଜରେ ରହିଥିଲା। ଭଲ ରାସ୍ତା…

ସ୍କୁଲ ପୂଜା ପାଇଁ ଛାତ୍ର ଗଢ଼ିଲେ ୪ ଫୁଟର ଗଣେଶ ମୂର୍ତ୍ତି

ଡାବୁଗାଁ, ୧୮।୯ (ପ୍ରଜ୍ଞାରଞ୍ଜନ ପରିଡ଼ା): ଗଣେଶ ପୂଜା। ପାଇଁ ସ୍କୁଲମାନଙ୍କରେ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି କେଉଁଠୁ କିଣାଯିବ, ସାଜସଜ୍ଜା କିପରି ହେବ ତାହାକୁ ନେଇ ସମସ୍ତେ ବ୍ୟସ୍ତ। ସାଧାରଣତଃ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବାବେଳେ ନବରଙ୍ଗପୁର ଜିଲା…

ଧୀରେ ଧୀରେ କମିଲାଣି ସୁସ୍ବାଦୁ ଜମିମାଛ

ନନ୍ଦାହାଣ୍ଡି,୧୫।୯ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ପ୍ରତିବର୍ଷ ସାଧାରଣତଃ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାଜଳରେ ଚାଷ କାମ କରାଯାଏ। ଧାନ ରୁଆ ସରିବା ପରେ ବର୍ଷା ଯୋଗୁ ଉପରମୁଣ୍ଡର ପାଣି ତଳକୁ ବୋହିବା…

ମୂଷାମରା ବିଷ ଖାଇଦେଲେ ୨ ଶିଶୁ

ଝରିଗାଁ, ୧୨।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ କୋଟନାପାନି ଗ୍ରାମରେ ମୂଷାମରା ବିଷ ଖାଇ ୨ ଶିଶୁ ଗୁରୁତର ଅଛନ୍ତି। ସେମାନେ ହେଲେ ଈଶ୍ୱର ସାନ୍ତାଙ୍କ ପୁଅ ଦେବରାଜ (୭) ଓ ସୁଶାନ୍ତ (୨)। ଉଭୟଙ୍କୁ ଉମରକୋଟ…

ସରକାରୀ ଅର୍ଥରେ ଆବାସ କାମ ସାରିବା କଷ୍ଟକର

ତେନ୍ତୁଳିଖୁଣ୍ଟି, ୧୦।୯(ଚିଦାନନ୍ଦ ସାହୁ)ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ବର୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କାର୍ଯ୍ୟାଦେଶ ମିଳିଛି। ୪ ବର୍ଷର ଅପେକ୍ଷା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ୧୫ ପଞ୍ଚାୟତରେ ୩୯୦୦ରୁ ଊଦ୍ଧର୍‌ବ ହିତାଧିକାରୀ ଏହି କାର୍ଯ୍ୟାଦେଶ ପାଇଛନ୍ତି।…

ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନରେ ବାଧା ଆଶଙ୍କା

ନବରଙ୍ଗପୁର,୪।୯(ସଦାଶିବ ପ୍ରହରାଜ):ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ କାରଣରୁ ବିଗତ ବର୍ଷମାନଙ୍କ ତୁଳନାରେ ବହୁ ମାତ୍ରାରେ ବର୍ଷା କମ୍‌। ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧ ମିଟର…

ଭୁଶୁଡ଼ିପଡ଼ୁଛି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ)ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଅଧ୍ୟକ୍ଷ ପଦବୀ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲି ପଡିଛି। ମୋଟ…

ଫେଲ୍‌ ମାରିଛି ସୁନେତ୍ର ଯୋଜନା

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବର୍ଷ ହେବ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ରୋଗୀଙ୍କ କାମରେ ଆସୁନି। ଏଥିସହିତ ଜିଲାରେ ସୁନେତ୍ର ଯୋଜନା ଫେଲ୍‌ ମାରିଥିବା…

ଠିକା କାମକୁ ନେଇ ବ୍ୟବସାୟ, ଆୱାର୍ଡ କାମ ନାମରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ

ତେନ୍ତୁଳିଖୁଣ୍ଟି,୨୪ା୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲରେ ଠିକା କାର୍ଯ୍ୟକୁ ହାତାହାତି ବଣ୍ଟନ କରି କିଛି କର୍ମଚାରୀ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ…

ବଡ଼ଗୁମୁଡ଼ା ସେବାଶ୍ରମ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ନବରଙ୍ଗପୁର,୨୪ା୮(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କୋଷାଗୁମୁଡା ବ୍ଲକ ବଡ଼ଗୁମୁଡ଼ା ସେବାଶ୍ରମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ରଞ୍ଜିିତା ହରିଜନଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ନବରଙ୍ଗପୁର ଜିଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଝରିଗଁା ବ୍ଲକ ତାରାଯୋଡି ଗ୍ରାମର ଖଗପତି…

୫ ବର୍ଷ ବିତିଲା ଯାଞ୍ଚ ହେଲାନି ଶିକ୍ଷକଙ୍କ ପ୍ରମାଣପତ୍ର

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରଜ):ନବରଙ୍ଗପୁର ଜିଲାରେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣ ପତ୍ର ୫ ବର୍ଷ ବିତିଥିଲେ ମଧ୍ୟ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକ ଜାଲ ଶିକ୍ଷାଗତ ଯୋଗ୍ୟତା ଏବଂ ନକଲି ବିଏଡ୍‌ ସିର୍ଟିଫିକେଟ୍‌ରେ…

ଅନ୍‌ଲାଇନ୍‌ ଠକେଇ: ରାଉରକେଲାରୁ ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ନବରଙ୍ଗପୁର,୧୯।୮(ସଦାଶିବ ପ୍ରହରାଜ): ଅନ୍‌ଲାଇଇନ୍‌ ଠକେଇ ମାମଲାରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ପୋଲିସ ରାଉରକେଲାରୁ ୪ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବିହାରର ଖଗାରିୟା ଜିଲାର ଗୁଲସନ କୁମାର, ସନୋଜ ପାସୱାନ, ଧୀରଜ କୁମାର ପାସଓ୍ବାନ ଏବଂ ମୋହନ କୁମାର ପାସଓ୍ବାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?