ନବରଙ୍ଗପୁର

କାମରେ ଲାଗୁନି ସୋଲାର ପାନୀୟ ଜଳ ପ୍ରକଳ୍ପ

ଚନ୍ଦାହାଣ୍ଡି, ୨୩ା୬(ଡି.ଏନ୍‌.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆଜକୁ ଏକ ବର୍ଷ ହେବ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ନ ପାଇ…

ମୃତ୍ୟୁକୁ ନିମନ୍ତ୍ରଣ କରୁଛି ଖୋଲା ବୋର୍‌ଓ୍ବେଲ

ଚନ୍ଦାହାଣ୍ଡି, ୨୦।୬(ଡି.ଏନ୍‌.ଏ.) ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଲୋକେ ବୋରଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଛନ୍ତି। ଏହା ମୃତ୍ୟୁକୁ ନିମନ୍ତ୍ରଣ ଭଳି ଲୋକେ କହୁଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ଚମ୍ପା ଅଞ୍ଚଳରେ ଖୋଲା ବୋରଓ୍ବେଲରେ ଖସିପଡ଼ି ୧୦ବର୍ଷର ଦିବ୍ୟାଙ୍ଗ ରାହୁଲ ୫ଦିନ…

ବୃଦ୍ଧାଙ୍କୁ ନ୍ୟାୟ: ମିଳିଲା ଘର ତିଆରି ଅନୁମତି, ଝିଅ ଦେବେ ଭରଣପୋଷଣ ଖର୍ଚ୍ଚ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଭାଇ ଭାଉଜ ଓ ସେମାନଙ୍କ ପିଲାମାନେ ଘର ତିଆରି କରାଇ ଦେଉ ନ ଥିବା ଅଭିଯୋଗ ନେଇ ନବରଙ୍ଗପୁର ସହରର ୧ ନମ୍ବର ୱାର୍ଡର ଚାଉଁରିଆଗୁଡ଼ାରେ ରହୁଥିବା ଦୟାମଣି ହରିଜନ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟିଥିଲେ। ବରିଷ୍ଠ…

ପାଇପ ପାଣିରେ ଆସୁଛି ସାଲୁବାଲୁ ପୋକ

ନବରଙ୍ଗପୁର, ୧୯ ।୬(ବି.ପ୍ର.): ସହରର ପାଇପ ପାଣିରେ ଆସୁଛି ପୋକ। ଜନସାଧାରଣଙ୍କ ପାଇଁ ପିଇବା ପାଣି ଯୋଗାଣର ଲକ୍ଷ୍ୟ ମଉଳି ଯାଉଛି। ନିମ୍ନମାନର ପାଇପ ବିଛାଯିବା କାମ ଏହାର ଏକ ନମୁନା ବୋଲି ଲୋକେ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ପୌରାଞ୍ଚଳର ୧୩…

କୃଷି କାର୍ଯ୍ୟ, ଜରୁରିକାଳୀନ ସେବା ଉପରେ ପଡ଼ୁଛି ପ୍ରଭାବ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଗୋଟିଏ ପଟେ ବିଳମ୍ବିତ ମୌସୁମୀ ଓ ଧାନ ବିହନ ଅଭାବ। ଅନ୍ୟ ପକ୍ଷରେ ନବରଙ୍ଗପୁର ଜିଲାରେ ଡିଜେଲ ମିଳୁନାହିଁ । କୃଷି କାର୍ଯ୍ୟରେ ବ୍ୟବହୃତ ଟ୍ରାକ୍ଟର ଓ ଡିଜେଲ ଚଳିତ ଯନ୍ତ୍ରାଂଶ ପାଇଁ ଚାଷୀ ଡିଜେଲ ଖୋଜିଲେ ମିଳୁ…

ଅଗ୍ନିପଥକୁ ବିରୋଧ: ୬୦ କି.ମି. ଦୌଡ଼ିଲେ

ଉମରକୋଟ,୧୮ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି…

ଅଗ୍ନିପଥକୁ ବିରୋଧକରି ୬୦ କି.ମି. ଦୌଡ଼ିଲେ ଯୁବକ

ଉମରକୋଟ,୧୭ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି…

କୋଠରୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଉମରକୋଟ, ୧୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଭାମୀନ ପଞ୍ଚାୟତ ବାଟିବେଡା ଗ୍ରାମରେ ୨ଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ମିଳିଥିବା ବେଳେ ଯୁବତୀଙ୍କ ମୃତଦେହ ଚଟାଣରେ ପଡିଥିଲା। ଉମରକୋଟ…

ବଜ୍ରପାତ ନେଲା ୭ ଜୀବନ

ନବରଙ୍ଗପୁର,୧୩।୬(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ପାତ୍ରୀମାଲ ଠାରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ରେଗୁଲାର କରା ନ ଗଲେ ଆନ୍ଦୋଳନ ଚେତାବନୀ

ପାପଡାହାଣ୍ଡି,୧୩।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମିନାରରେ ରବିବାର ଜିଲାର ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପଦେଷ୍ଟା ଉମେଶ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରେଗୁଲାରରୁ ବଞ୍ଚତ୍ତ ଗଣଶିକ୍ଷକ…

ବେଆଇନ ବସ୍‌ ଷ୍ଟପ ନିର୍ମାଣକୁ ଭାଙ୍ଗିଲା ବନ ବିଭାଗ

ପାପଡାହାଣ୍ଡି,୧୩ା୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଧାମଣାପଦର ଛକରେ ଥିବା ସଂରକ୍ଷିତ ଜଙ୍ଗଲରେ ବେଆଇନ ବସ ଷ୍ଟପ ନିର୍ମାଣକୁ ରବିବାର ବନ ବିଭାଗ ଭାଙ୍ଗିଦେଇଛି। ବନ ବିଭାଗ ଅଜାଣତରେ ଠିକାଦାର ଛକରେ ଥିବା ସଂରକ୍ଷିତ ଜଙ୍ଗଲ ସ୍ଥାନରେ ନିର୍ମାଣ…

ବ୍ଲକ ପ୍ରଶାସନ ଅଜାଣତରେ ନିର୍ମାଣ ହେଉଛି କମ୍ପୋଷ୍ଟ କୁଣ୍ଡ

ନବରଙ୍ଗପୁର,୯।୬(ବି.ପ୍ର.): ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଫସର ଫାଟି ଯାଉଛି। ସରକାରୀ ବାବୁଙ୍କ ଅଜାଣତରେ ହୋଇଯାଉଛି ଅନେକ କାର୍ଯ୍ୟ। ଅଭିଯୋଗ ହେଲେ ତଦନ୍ତ ନାଁରେ ଘଟଣା ଚପାଇ ଦିଆଯାଉଛି। ଏହିଭଳି ଏକ ଘଟଣା ଘଟିଛି ପଣ୍ଡିକୋଟ ପଞ୍ଚାୟତରେ। ନବରଙ୍ଗପୁର ଜିଲା ପାପଡାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?