ନବରଙ୍ଗପୁର

ଜଙ୍ଗଲ ସୁରକ୍ଷା ପାଇଁ ଖୋଳାଗଲା ଟ୍ରେଞ୍ଚ

ନବରଙ୍ଗପୁର,୧୭।୪(ବି.ପ୍ର.): ନବରଙ୍ଗପୁର ବ୍ଲକ ବଡ଼ମସିଗାଁ ପଞ୍ଚାୟତ ଅଧୀନ ଭାଟିଗାଁ ଗ୍ରାମ୍ୟ ଜଙ୍ଗଲ ଓ କାଜୁ ବଗିଚାର ସୁରକ୍ଷା ଦୃଷ୍ଟିକୁ ନେଇ ଟ୍ରେଞ୍ଚ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ କାଜୁ ଅମଳ ସମୟ। ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଅନ୍ୟପକ୍ଷେ...

ଆଖୁ ଖାଇବାକୁ ଗାଁରେ ପଶିଛନ୍ତି ୩ ଭାଲୁ

ନନ୍ଦାହାଣ୍ଡି,୧୪।୪,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମରେ ପୁଣି ୩ ଭାଲୁ ଖାଦ୍ୟ ଅନ୍ବେଷଣରେ ପହଞ୍ଚତ୍ଛନ୍ତି। ଏକମ୍ବା ଗ୍ରାମରେ ବହୁ ପରିମାଣରେ ଆଖୁ ଚାଷ ହେଉଥିବାରୁ ଆଖୁ ଖାଇବା ପାଇଁ ଗାଁକୁ ବାରମ୍ବାର ଭାଲୁ ପଶିଆସୁଛନ୍ତି। ପୂର୍ବରୁ ଗୋଟିଏ ଭାଲୁ...

ଶହୀଦ ମିନାରରେ ଉଡ଼ୁଛି ଫଟା ତ୍ରିରଙ୍ଗା

ପାପଡାହାଣ୍ଡି, ୧୪।୪(ଡି.ଏନ୍‌.ଏ.): ଉଦଘାଟନର ଚାରି ମାସ ପରେ ଫାଟିଗଲା ଶହୀଦ ମିନାରରେ ଲାଗିଥିବା ପତାକା। ଶହୀଦ ମୀନାରରେ ଏବେ ଉଡୁଛି ଫଟା ତ୍ରିରଙ୍ଗା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବୁଧବାର ସାରେ ତରବରିଆ ଭାବେ ପତକାକୁ ଅଧା ତଳକୁ କରି...

ସ୍କୁଲ ଯିବା ବୟସରେ ପିଲାମାନେ ଗୋଟାଉଛନ୍ତି ମହୁଲ

ଝରିଗାଁ, ୧୪।୪(ସ୍ବ.ପ୍ର.): ଯୋଜନା ଆସୁଛି, ହେଲେ ଅପହଞ୍ଚ ଇଲାକାରେ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ଫଳରେ ଦୁର୍ଗମ ଅଞ୍ଚଳବାସୀ ବର୍ଷ ତମାମ ନାହିଁ ନ ଥିବା ସମସ୍ୟାର ଶିକାର ହେଉଛନ୍ତି। ପ୍ରଶାସନ, ସ୍ଥାନୀୟ ନେତାଙ୍କୁ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନର ବାଟ...

ଶାଳଗଛରେ ଭାଲୁ: ଆତଙ୍କରେ ଗ୍ରାମବାସୀ

ଉମରକୋଟ,୧୩ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳଗଛରେ ଭାଲୁଟି ଚଢ଼ିଯାଇଛି। ଗଛଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସକାଳୁ ଗ୍ରାମର କିଛି...

ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ

ଉମରକୋଟ,୧୦।୪(ସ୍ବ.ପ୍ର.): ଗୋଟିଏ ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ଗ୍ରାମରେ ଶନିବାର ରାତିରେ ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଗାଁର ବଂଶୀଧର ଗୌଡ଼ଙ୍କ ଝିଅ ହେମଲତା(୨୨), ମନ୍‌ଧର ମାଝିଙ୍କ...

ବ୍ୟବହାର ନ ହୋଇ ଜରାଜୀର୍ଣ୍ଣ ହୋଇଗଲାଣି ବ୍ଲକ ପରିସଂଖ୍ୟାନ ଗୃହ

ନବରଙ୍ଗପୁର,୭ା୪(ବି.ପ୍ର.) ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। ନବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ ୧୨ ତାରିଖରେ ତତ୍କାଳୀନ ଏମ୍‌ପି ବଳଭଦ୍ର ମାଝିଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଛି।...

ହେଟାବାଘ ଆକ୍ରମଣରେ ଗର୍ଭବତୀ ଗୁରୁତର

ରାଇଘର,୩ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ରବିବାର ହେଟାବାଘ ଆକ୍ରମଣରେ ୩ ଗୁରୁତର ଏବଂ ୫ ଆହତ ହୋଇଛନ୍ତି। ତିମନପୁର ଗ୍ରାମବାସୀ ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିବାବେଳେ ହେଟାବାଘ ହାବୁଡ଼ରେ ପଡ଼ିଥିଲେ। ୩ ଗୁରୁତରଙ୍କ...

ଗାଁରେ ବୁଲୁଛି ଭାଲୁ

ନବରଙ୍ଗପୁର,୨।୪(ବି.ପ୍ର.): ନବରଙ୍ଗପୁର ଜିଲାତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଗାଁକୁ ତିନୋଟି ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁ ମୁହାଁ ହେଉଛନ୍ତି। ଭାଲୁ ଡ୍ରେନରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତିୁ। ଏହି ଭିଡିଓ ବର୍ତ୍ତମାନ...

ବନ୍ଧୁକ ମୁନରେ ଧମକ ଦେଇ ଯୁବକ ଗିରଫ

ଝରିଗାଁ,୩୧।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଅଞ୍ଚଳା ଗ୍ରାମରେ ଜଣେ ନିଶାସକ୍ତ ବ୍ୟକ୍ତି ରାତିରେ ଜଣଙ୍କ ଘରକୁ ଯାଇ ବନ୍ଧୁକ ମୁନରେ ଧମକାଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖି...

ନିଖୋଜ ଝିଅକୁ ଖୋଜିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୩୧।୩ (ବି.ପ୍ର): ଝିଅ ନିଖୋଜ ନେଇ ବାରମ୍ବାର ଥାନାକୁ ଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଏସ୍‌ଆଇ ଦୁର୍ବ୍ୟବହାର କରିବା ସହ ଧମକ ଦେଉଛନ୍ତି। ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୁଷୁରାବେଡ଼ା ଗ୍ରାମର ଅମରନାଥ ସିଂ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ...

ରୋଜଗାର ଦେଉଛି ମହୁଲଫୁଲ

ଉମରକୋଟ, ୩୦।୩(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ବଣ ପାହାଡ଼ ମହୁଲଫୁଲର ମହମହ ବାସ୍ନାରେ ମହକୁଛି। ଅଧିକାଂଶ ଆଦିବାସୀ ମହୁଲଫୁଲ ସଂଗ୍ରହକରି ପରିବାର ପୋଷଣ କରନ୍ତି। ଏବେ ସେମାନଙ୍କ ପାଇଁ ବେଶ୍‌ ଦୁଇ ପଇସା ଅର୍ଜନ କରିବାର ସମୟ ଆସିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri