ନବରଙ୍ଗପୁର

ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ

ନବରଙ୍ଗପୁର,୨୯।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ସମସ୍ୟା ଲାଗିରହିଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏପରି ଏକ ଘଟଣା ରାଇଘର ବ୍ଲକ କଚରପରା ଅଲେଖ ମହିମା ହାଇସ୍କୁଲରେ ଘଟିଛି।…

ଚାଷ ଲାଗି ଆନ୍ଧ୍ରରୁ ଆସୁଛନ୍ତି ଶ୍ରମିକ

ତେନ୍ତୁଳିଖୁଣ୍ଟି ୨୪।୭ (ଚିଦାନନ୍ଦ ସାହୁ ): ଚଳିତ ବର୍ଷ ବର୍ଷା ଅଭାବରୁ ବିଳମ୍ବରେ ଆରମ୍ଭ ହୋଇଛି ଚାଷକାମ। ଏବେ ଆବଶ୍ୟକ ଅନୁସାରେ ବର୍ଷା ହେବା ପରେ ଚାଷୀ ତରବରିଆ ଭାବେ ଚାଷକାମରେ ଲାଗି ପଡ଼ିଛନ୍ତି। ସେପଟେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ…

ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା ସଂସ୍ଥା ଦ୍ବାରା ଲକ୍ଷାଧିକ ଟଙ୍କାର ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ସୁଦ୍ଧା ରାଜସ୍ବ…

କୋମାରେ ଚିକିଲିସ୍ଥିତ ରାଜ୍ୟ ଟସର କେନ୍ଦ୍ର

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରଜାରାଜ)ନବରଙ୍ଗପୁର ଜିଲାରେ ଟସର ଚାଷ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଦୀର୍ଘ ୫୦ବର୍ଷ ଧରି କେବଳ ଗବେଷଣା ଚାଲିଛି। ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହେଉଛି। ଅଧିକାଂଶ ଚାଷୀ ଏଥିରୁ ବିମୁଖ ହେଉଛନ୍ତି। କର୍ମଚାରୀ ଓ ଇଚ୍ଛାଶକ୍ତି ଅଭାବ…

ନିୟମ ଉଲ୍ଲଂଘନ କରି ପଥର ଖନନ

ନବରଙ୍ଗପୁର,୨୧।୭(ସଦାଶିବ ପ୍ରହରାଜ): ରାଜସ୍ବ ବିଭାଗର ବଡ଼ବଡ଼ିଆ ଅଧିକାରୀଙ୍କ ଚତୁରତା ଯୋଗୁ ନବରଙ୍ଗପୁର ଜିଲାରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି। ଜଣେ ଗରିବଙ୍କୁ ଢାଲ କରି କୋଟି କୋଟି ରାଜସ୍ବ ହାନି ହେଉଥିଲେ ସୁଦ୍ଧା ଠିକାସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆ…

ସ୍ବାବଲମ୍ବୀ କରିଛି ଲଙ୍କାମରିଚ, କଖାରୁ ଚାଷ

ନବରଙ୍ଗପୁର,୨୦।୭(ସଦାଶିବ ପ୍ରହରାଜ)ଚାଷ ପ୍ରତି ବିମୁଖ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ନିଯୁକ୍ତି ସୁଯୋଗ ନ ପାଇ ଶିକ୍ଷିତ ଯୁବତୀଯୁବକ ଅନ୍ୟ ବାଟକୁ ଚାଲି ଯାଉଛନ୍ତି। ତେବେ ଚାଷରେ ଭଲ ରୋଜଗାର ରହିଛି। ଏହାର ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି…

କେଲିଆ ଶୈବପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

  ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ସକାଳୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼ ଜମିଥିଲା। ଭୋରରୁ ୩ଟାରେ କେଲିଆ ଶୈବପୀଠରେ ଭକ୍ତମାନେ ପହଞ୍ଚତ୍ ବାବା ଝଡ଼େଶ୍ୱର ମହାଦେବଙ୍କ…

ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର

ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡ଼ା ଗ୍ରାମରେ ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର ଶନିବାର ସାରେ ଆରମ୍ଭ ହୋଇଛି। ଏହା ୯ ଦିନ ଧରି ଚାଲିବ। ସ୍ଥାନୀୟ ଠାକୁରାଣୀ ମନ୍ଦିରରେ ଗ୍ରାମର…

ତାମିଲନାଡ଼ୁରେ ଦାଦନଙ୍କ ମୃତ୍ୟୁ

କୋଷାଗୁମୁଡ଼ା,୧୭।୭(ପ୍ରସାଦ ବିଷୋୟୀ): ଗାଁରେ ମିଳିଲାନି କାମ। ତେଣୁ ୪ମାସ ହେଲା ସ୍ତ୍ରୀ ଓ ମା’ଙ୍କୁ ଛାଡି ପରିବାରର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ବଡ଼ ଆଟିଗାଁ ପଞ୍ଚାୟତ ସଦର ଗାଁର କୃଷ୍ଣ…

ନୂଆ ତାଲିକା ବାହାରିଲେ ଘର ମିଳିବ, ଶୁଣିଶୁଣି ବିତିଲାଣି ୫ ବର୍ଷ

ତେନ୍ତୁଳିଖୁଣ୍ଟି, ୧୪।୭(ଚିଦାନନ୍ଦ ସାହୁ): ଗରିବଙ୍କ ପାଇଁ ଆସୁଛି ସରକାରୀ ଯୋଜନା। କିନ୍ତୁ ସେମାନଙ୍କୁ ମିଳୁନି। ଆଗକୁ ମିଳିବ ବୋଲି କହି ଦିନ ଗଡ଼ି ଚାଲୁଛି। କିନ୍ତୁ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ। ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ…

ପୂତିଗନ୍ଧମୟ ପରିବେଶରେ ୧୫ ନମ୍ବର ୱାର୍ଡ

ନବରଙ୍ଗପୁର,୧୩।୭(ସଦାଶିବ ପ୍ରହରାଜ)ପୌରସଂସ୍ଥା ସାହି ଗଳିରୁ ଆବର୍ଜନା ଉଠାଇବା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ସହରର ଆବର୍ଜନା ଆଶାଜନକକ ଭାବେ ହଟି ପାରୁନାହିଁ। ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡବାସୀ। ଏହାକୁ ନେଇ ସ୍ଥାନୀୟ ଗବିରିଏଲଗୁଡ଼ାରେ…

ପାଣି ଅଭାବରୁ ତଳିଘେରା ଫାଟି ଆଁ

ନବରଙ୍ଗପୁର, ୧୨।୭ (ସଦାଶିବ ପ୍ରହରାଜ): ଶ୍ରାବଣରେ ବର୍ଷା ଉଭାନ। ନବରଙ୍ଗପୁର ଜିଲାରେ ଶ୍ରାବଣ ମାସରେ ଭୀଷଣ ଗୁଳୁଗୁଳି ହେଉଛି। ଜୁନ୍‌ ଓ ଜୁଲାଇରେ ଅତି କମ୍‌ ପରିମାଣର ବର୍ଷା ଯୋଗୁ ତଳି ଘେରା ଫାଟି ଆଁ କଲାଣି। ଜଳସେଚନ ବିହୀନ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?