ଗଞ୍ଜାମ

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଡିପିଆର ପ୍ରସ୍ତୁତ

ଗଞ୍ଜାମ ,୧।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠକୁ ଗତ ୨୪ ତାରିଖରେ ଜିଲାପାଳ ଭି କୀର୍ତ୍ତି ଭାସନ ପରିଦର୍ଶନ କରିଥିଲେ। ମନ୍ଦିର ଉନ୍ନତିକରଣ ପାଇଁ କ’ଣ କ’ଣ ସମସ୍ୟା ରହିଛି…

ଗୌରାଙ୍ଗଙ୍କ ଅବଦାନ ସର୍ବଦା ସ୍ମରଣୀୟ: କ୍ରୀଡା ଶିକ୍ଷକଙ୍କୁ ପାଛୋଟି ନେଲେ ଛାତ୍ର

ଦିଗପହଣ୍ଡି, ୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲର କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ସଚେତନ ହେଲେ ଏଡ୍‌ସ ହେବ ନାହିଁ

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ଶାଖା (୧) ଏବଂ ଶାଖା (୨) ଓ ଏନ୍‌ସିସି ଆର୍ମି ୱିଙ୍ଗ…

IGNOU ଷ୍ଟଡି ସେଣ୍ଟରରେ ପ୍ରବେଶିକା ଉତ୍ସବ; ଓଡ଼ିଆ ମାଧ୍ୟମ ପରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି

ଭଞ୍ଜନଗର,୩୦।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଖୋଲିଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଷ୍ଟଡି ସେଣ୍ଟର ପକ୍ଷରୁ ରବିବାର ପ୍ରବେଶିକା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଭାବେ…

ଡିସେମ୍ବର ୨୩ରୁ ଧାନକିଣା, ଚଳିତ ବର୍ଷ ଲକ୍ଷ୍ୟ ରହିଛି…

ଛତ୍ରପୁର,୩୦ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଜିଲାର କିପରି ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କଠାରୁ ସୁରଖୁରରେ ଧାନ…

ତଳେ ବସି ଲୋକଙ୍କ ଗୁହାରି ଶୁଣିଲେ  ଜିଲାପାଳ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା    

ଭଞ୍ଜନଗର,୩୦।୧୧(ବାବୁଲା ପ୍ରଧାନ): ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ଯେତେ ନିବିଡ ହେବ ସେହି ଅନୁପାତରେ ବିକାଶ ମଧ୍ୟ ଆଗକୁ ବଢିବ ।  ଏହିଭଳି ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି…

ବାସନ୍ଦ ନାଁରେ ଉଠୁନି ମୃତଦେହ: ସମାଧାନ ପାଇଁ ଅଡ଼ିବସିଛନ୍ତି ୨ ଝିଅ 

ଆସିକା,୩୦।୧୧(ସୁରେନ୍ଦ୍ର ନାଥ ସାହୁ): ବାସନ୍ଦ ନାଁରେ ଗାଁରୁ ଉଠୁନି ମୃତଦେହ। ଦୀର୍ଘ ୨୦ ଘଣ୍ଟା ଧରି ଘରେ  ପଡି ରହିଛି ମୃତଦେହ ।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା କମାଶାସନ ଗ୍ରାମରେ।ଗ୍ରାମର ୬୫ ବର୍ଷୀୟ ବୃଦ୍ଧା…

ଭୋଜି ଖାଇବାକୁ ଯାଇଥିଲେ ଯୁବକ, ଗୋଡାଇ ଗୋଡାଇ ହାଣିଲେ…

ଦିଗପହଣ୍ଡି,୩୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମ ନୂଆ ସାହି ଛକ ନିକଟରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ପାଟପୁର ଥାନା…

ଅତିରିକ୍ତ ତହସିଲଦାରଙ୍କ ଉପରୁ ହଟିଲା ବାସନ୍ଦ କଟକଣା

ଛତ୍ରପୁର, ୨୯ା୧୧ (ଦିଲୀପ ସାମଲ): କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ହୋଇଥିବା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ଉପରୁ ଜାତିରୁ ବାସନ୍ଦ କଟକଣା ହଟିଛି। ବେହେରାଙ୍କ ପରିବାର କୁଳରେ ସାମିଲ ହେବା ପାଇଁ କୁଳ ସମାଜର କର୍ମକର୍ତ୍ତା ରାଜି ହୋଇଛନ୍ତି…

ବାପାଙ୍କ ପିଣ୍ଡ ବିସର୍ଜ ବେଳେ ବୁଡ଼ିଗଲେ ପୁଅ

ଆସିକା ୨୯ା୧୧ (ସୁରେନ୍ଦ୍ର ନାଥ ସାହୁ): ଆସିକା ଏନ୍‌ଏସିର ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ସଂଲଗ୍ନ ଋଷିକୂଲ୍ୟ ନଦୀ ଗଣ୍ଡରେ ଶନିବାର ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟ ସାରି ପିଣ୍ଡ ବିସର୍ଜନ ବେଳେ ବୁଡ଼ି ଯାଇ ପୁଅଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ ଘଟଣା: ସହାୟତାର ହାତ ବଢ଼େଇଲେ

ଗଞ୍ଜାମ,୨୯।୧୧(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରେ ବୁଡି ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛିା l ସେହି ଗାଁରେ ଭଡାରେ ରହୁଥିବା ସୁମୁନାଥ ପାତ୍ରଙ୍କ ପୁଅ ବନ୍ଧ ପାଖରେ ବୁଲୁ ଥିବା ବେଳେ ପାଣି…

ମାଲିକଙ୍କ ଆଖି ଆଗରେ ଜଳିଲା କଣ୍ଟେନର

ଗୋପାଳପୁର,୨୯ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ କନିଶିହାଟ ନିକଟ ରାସ୍ତାରେ ଏକ କଣ୍ଟେନର ହୁତହୁତ ହୋଇ ଜଳି ଯାଇଛି। କଣ୍ଟେନରକୁ ମାଲିକ ସାୱନ ଚୌଧୁରୀ ନିଜେ ଚଳାଉଥିବା ବେଳେ ସେ ଅଳ୍ପକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri