ଗଞ୍ଜାମ

ନିର୍ବାଚନ ଲଢ଼ିପାରିବେନି କର୍ପୋରେଟର, କାଉନସିଲର

ବ୍ରହ୍ମପୁର ଅଫିସ,୨୮ା୯: ଗଞ୍ଜାମ ବିଜେଡିର ଜିଲାସ୍ତରୀୟ ସମବାୟ ନିର୍ବାଚନ କମିଟି ବୈଠକ ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ହେବାକୁ ଥିବା ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ପୌର ସଂସ୍ଥାକୁ ନିର୍ବାଚିତ ହୋଇଥିବା କର୍ପୋରେଟର...

ବାଲିଘାଟ ଲିଜ୍‌ ବାତିଲ ଦାବିରେ ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍‌ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ବାଲିଘାଟ ଲିଜ୍‌କୁ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଞ୍ଜାମ,୨୭।୯(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା। ସରପଞ୍ଚ ପ୍ରତିନିଧି ଓ ତାଙ୍କର ଜଣେ ସହଯୋଗୀଙ୍କଠାରୁ ଯନ୍ତ୍ରୀ ବିଲ୍‌ କରାଇଦେବାକୁ କହି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଡିସିନଲ...

କାଳୁଆ ନଗର, ବାସୁଦେବ ନଗର ପ୍ରତି ପ୍ରଶାସନର ଅଣଦେଖା

ବ୍ରହ୍ମପୁର ଅଫିସ, ୨୭ା୯: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ଲୋଚାପଡା ପଞ୍ଚାୟତ ଅଧୀନ କାଳୁଆନଗର ଓ ବାସୁଦେବନଗର ଅଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରାଯାଉଥିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି...

ମା’ଙ୍କ ଲାଗି ବ୍ରହ୍ମପୁର ଉତ୍ସବମୁଖର

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ବିଜୟ ଦଶମୀ ପୂର୍ବରୁ ନବରାତ୍ର ଆରମ୍ଭରେ ସୋମବାରଠାରୁ ଧରାପୃଷ୍ଠରେ ମା’ଙ୍କ ଅବତରଣ ହୋଇଛି। ଦେବୀଙ୍କ ସ୍ବାଗତରେ ଉତ୍ସବ ମୁଖର ହୋଇ ଉଠିଛି ରେଶମ ସହର। ସୋମାବାରରୁ ବ୍ରହ୍ମପୁର...

ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ଦାୟିତ୍ୱ ନେଲେ ରଜନୀକାନ୍ତ

ପୁରୁଷୋତ୍ତମପୁର,୨୬।୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ରଜନୀକାନ୍ତ ସାମଲ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଠାରେ ଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଢେଙ୍କାନାଳ ଜିଲା ସଦର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ରଜନୀକାନ୍ତ ସାମଲ ଏହା ପୂର୍ବରୁ ଜଗତସିଂହପୁର...

୧୨୭ଗ୍ରାମ ବ୍ରାଉନସୁଗାର ଜବତ, ଧରାପଡିଲେ ମହିଳା ବେପାରୀ

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ନିଶା ବେପାରୀମାନେ ଯୁବବର୍ଗଙ୍କୁ ଟାର୍ଗେଟ କରି ବ୍ରାଉନସୁଗାର କାରବାର ଜାରି ରଖିଛନ୍ତି। ଗତ ଦେଢ଼ମାସ ମଧ୍ୟରେ ଅବକାରୀ ଗୋଇନ୍ଦା ଟିମ୍‌ ୪ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ମଙ୍ଗଳବାର ପୁଣି ଅବକାରୀ ଗୋଇନ୍ଦା...

ଘରେ ଘରେ ଅହିଂସା ବାର୍ତ୍ତା ପହଞ୍ଚାଉଛି ରଥ

ପୁରୁଷୋତ୍ତମପୁର,୨୬।୯(ଡି.ଏନ୍‌.ଏ.): ଭାରତକୁ ସ୍ବାଧୀନତା ଆଣିବାରେ ସଂଗ୍ରାମୀଙ୍କ ସଂଗ୍ରାମ, ବୀରତ୍ୱ, ବଳିଦାନ ଏବଂ ଅହିଂସାର ମୂଳମନ୍ତ୍ରକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଅହିଂସା ରଥ ସୋମବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପହଞ୍ଚିଛି। ଏହି ଅବସରରେ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା...

ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍‌

ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ ହେବ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ କୋଠାକୁ ଭାଙ୍ଗିବା...

ଜାତୀୟ ପତାକାକୁ ଅସମ୍ମାନ

ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସଗୁଡିକରେ ଜାତୀୟ ପତାକା...

ଦଶହରା ଚାନ୍ଦା ଆଦାୟ, ଜୁଆଖେଳ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୨୫ା୧୦: ଜିଲାରେ ସୋମବାରଠାରୁ ପାର୍ବଣ ଆରମ୍ଭ । ସେଥିପାଇଁ ବିଭିନ୍ନ ଶକ୍ତିପୀଠ, ମନ୍ଦିରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଦଶହରାରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଶେଷକରି...

କାର୍ଯ୍ୟକ୍ଷମ ହେଉନି ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ

ଛତ୍ରପୁର,୨୫।୯(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରମୁଖ ବ୍ରହ୍ମପୁର ସହର ପାଇଁ ନିର୍ମିତ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ କାର୍ଯ୍ୟକ୍ଷମ ହୋଇନି । ଫଳରେ ବର୍ଷବର୍ଷ ଧରି ଉକ୍ତ ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ଯାଉ ନ ଥିବାବେଳେ ସେଠାରେ ଅସାମାଜିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri