ଗଞ୍ଜାମ

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୨।୧୦(ଡି.ଏନ.ଏ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ଶୁକ୍ରବାର ଆଭାସୀ ବୈଠକରେ ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲାର ଜିଲାପାଳମାନଙ୍କ ସହିତ ସ୍ବତନ୍ତ୍ର ରିଲିଫ...

ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ

ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା...

ଜମିବାଡିକୁ କେନ୍ଦ୍ର କରି ହତ୍ୟା: ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ପୋଲସରା,୨୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ମୁମ୍ବାଇ ସହରରୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମନୋଜ ସାହୁ...

ଜନବସତି ଅଞ୍ଚଳରେ ବୁଲୁଛି ହାତୀ, ଲୋକେ ଛାନିଆ

ଭଞ୍ଜନଗର,୨୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୭୪ଟି ହାତୀ ଅଛନ୍ତି। ସନ୍ଧ୍ୟାରେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ପଶି ଫସଲ ନଷ୍ଟ କରୁଛନ୍ତି । ଯାହାକୁ...

୨ ପୋଲିସ କଲୋନୀରେ ରାସ୍ତା ନାହିଁ କି ଡ୍ରେନ୍‌ ନାହିଁ

ଗଞ୍ଜାମ,୨୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଉଭୟ ପୁରୁଣା ଓ ନୂଆ ପୋଲିସ କଲୋନୀ ଡ୍ରେନ୍‌ ଓ ରାସ୍ତାର ସୁବିଧା ନାହିଁ। ଫଳରେ ଉକ୍ତ ୨ଟି କଲୋନୀରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାର ନାହିଁ ନ ଥିବାର ଅସୁବିଧାର...

ଗଞ୍ଜାମରେ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ

ଛତ୍ରପୁର,୨୧ା୧୦(ଡି.ଏନ୍‌.ଏ.): ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ପରେଡରେ ଗଞ୍ଜାମ ଏସ୍‌ପି ବିଜ୍ରେଶ କୁମାର ରୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ...

କାର୍ଯ୍ୟରେ ଲାଗୁନି ଅତ୍ୟାଧୁନିକ ପରିସ୍ରାଗାର

ବ୍ରହ୍ମପୁର ଅଫିସ,୨୧ା୧୦: ସ୍ବଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରରେ ଅତ୍ୟାଧୁନିକ ପରିସ୍ରାଗାର ସ୍ଥାପନ କରାଯାଇଛି। କିନ୍ତୁ ଏ ଗୁଡିକ ବ୍ୟବହୃତ ହେଉ ନ ଦେଖିବାକୁ ମିଳିଛି। ଫଳରେ ସାଧାରଣ...

ଦୁଇ ସମବାୟ ବ୍ୟାଙ୍କରେ କର୍ମଚାରୀ ଅଭାବ

ବ୍ରହ୍ମପୁର ଅଫିସ,୨୧ା୧୦: ବ୍ରହ୍ମପୁରରେ ଶତାଧିକ ବର୍ଷର ସମବାୟ ଅର୍ବାନ ବ୍ୟାଙ୍କ ଏବଂ ସମବାୟ କେନ୍ଦ୍ର ବ୍ୟାଙ୍କ ଅଛି। ଏହି ଦୁଇ ବ୍ୟାଙ୍କରେ ଦୀର୍ଘ ବର୍ଷରୁ କର୍ମଚାରୀ ଅଭାବ ଲାଗି ରହିଛି। ସରକାରୀ କଟକଣା ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନ...

୪୫ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଗୁରୁବାର ଚଢ଼ାଉ କରିଥିଲା । ପୋଲିସ ସେଠାରୁ ବିଭିନ୍ନ ପ୍ରକାରର ପ୍ରାୟ ୪୫ ଲକ୍ଷ ଟଙ୍କାର ବାଣ ସହ ଏକ...

କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଛତ୍ରପୁର,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଅଞ୍ଚଳରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କାର୍ତ୍ତିକ ମାସ ସାଙ୍ଗକୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା କାରଣରୁ ଜିଲାରେ ପରିବା ଚାଷ ବିଶେଷ ପ୍ରଭାବିତ ହୋଇଛି। ଯାହାର ସିଧାସଳଖ ପ୍ରଭାବ ପରିବା...

ଦୁର୍ଘଟଣାରେ ଚାଲିଗଲା ଯନ୍ତ୍ରୀଙ୍କ ଜୀବନ

ହିଞ୍ଜିଳିକାଟୁ,୨୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହରିଶଙ୍କରରୁ ଦର୍ଶନ ସାରି କାର୍‌ରେ ବ୍ରହ୍ମପୁର ଫେରୁଥିବା ବେଳେ କୌଣସି କାରଣ ବଶତଃ କାର୍‌ଟି ରାସ୍ତା ଉପରେ ଏକ...

କାର୍‌ ଧକ୍କାରେ ଚାଲିଗଲା ଗାଈ ଚରାଳିଙ୍କ ଜୀବନ

ସୋରଡା,୨୦।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ସୋରଡା ଜାତୀୟ ରାଜପଥ ନୂଆଗଡ ଗ୍ରାମ ନକଟରେ ଏକ କାର୍‌ ଧକ୍କାରେ ଗୁରୁବାର ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସହଦେବ(୬୫)। ସୂଚନାଯୋଗ୍ୟ, ଦାରିଙ୍ଗବାଡି ନିକଟ ସୀମାନବାଡି ଗ୍ରାମର ଏସ ସୁନୀଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri