ଢେଙ୍କାନାଳ

ଅଳିଆରେ କଲବଲ କାଳୀବଜାର

ଭୁବନ, ୧୧।୩(ଡି.ଏନ.ଏ.) ସ୍ବଚ୍ଛ ସହର ଗଢ଼ିତୋଳିବା ପାଇଁ ଅନେକ ଯୋଜନା। ସ୍ବଚ୍ଛ ଭାରତ ଅଭିଯାନ, ସହରାଞ୍ଚଳ ବିକାଶ ପାଣ୍ଠିରୁ ଏଥିଲାଗି ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା। କରଦାତାଙ୍କଠାରୁ ଅସୁଲ କରାଯାଉଛି ଟିକସ। ହେଲେ ପରିଚାଳନାଗତ ତ୍ରୁଟି ଏବଂ ଦୂରଦୃଷ୍ଟି ଅଭାବରୁ…

ଝଲସୁଛି କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୩ – ଦିନକ ପରେ ବିଶ୍ୱପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ନେଇ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ ଝଲସୁଛି। ମହାଦେବଙ୍କ ଏହି ମହାନ୍‌ ପର୍ବରେ ସାମିଲ ହେବାକୁ ଶ୍ରଦ୍ଧାଳୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ…

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ କଥା। ଜନଗଣଙ୍କ ଜାଣିବା ଲାଗି ପ୍ରତିଟି ବିଷୟରେ ଦର୍ଶାଯାଇଛି ସଂକ୍ଷିପ୍ତ ସୂଚନା। ଫଟୋଚିତ୍ରରେ ନୁହେଁ,…

ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ ଛିଡ଼ାହୋଇଛି। କେତେବେଳେ ଖାକି ପୋଷାକ ତଳେ ଲୁଚିଯାଇଛି ମାତୃତ୍ୱର ବେଦନା ତ ଆଉ କେବେ…

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର। ଜିଲାର ୪ ବ୍ଲକରେ ୨ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଶନିବାର…

ବୀରାଶାଳରେ ସୁରକ୍ଷିତ ବାଦୁଡ଼ି

କାମାକ୍ଷାନଗର, ୭।୩(ଡି.ଏନ.ଏ.): ପ୍ରକୃତିର ବିଚିତ୍ରମୟ ପ୍ରାଣୀ ମଧ୍ୟରେ ଅନ୍ୟତମ ବାଦୁଡ଼ି। ଉଭୟ ପକ୍ଷୀ ଏବଂ ପଶୁ ପ୍ରବୃତ୍ତିଧାରୀ ଏହି ସ୍ତନ୍ୟପାୟୀ ପ୍ରାଣୀକୁ ପ୍ରକୃତିର ବନ୍ଧୁ ବୋଲି ଆଖ୍ୟା ଦିଆଯାଇଛି। ହେଲେ ଅବାଧ ଶିକାର ପାଇଁ ଏମାନଙ୍କ ବଂଶ ଏବେ ବିପଦରେ। ତେବେ…

କୋଟିଏରେ ଗୋଟିଏ ‘କୋଟଗରା’

କାମାକ୍ଷାନଗର, ୬।୩ – ରଙ୍ଗବେରଙ୍ଗ ଫୁଲଗଛରେ ଶୋଭା ବଢ଼ାଉଛି ଗ୍ରାମୀଣ ପାର୍କ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଅବସର ବିନୋଦନ ପାଇଁ ରହିଛି ଭଳିକି ଭଳି ଦୋଳି। ଖାଲି ଏତିକି ନୁହେଁ, ଗ୍ରାମ୍ୟ ପୋଖରୀରେ ବୋଟିଂ ସହିତ ମୁକ୍ତାକାଶ ଜିମ୍‌…

ତୀବ୍ର ହେଉଛି ଚାଷୀ ଅସନ୍ତୋଷ

ଢେଙ୍କାନାଳ ଅଫିସ, ୫।୩ ହାତରେ ଟୋକନ ଅଛି, ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଟାର୍ଗେଟ ପୂରଣ ହୋଇସାରିଥିବା କହି ନିର୍ଦ୍ଧାରିତ ସମୟ ପୂର୍ବରୁ ମଣ୍ଡି ବନ୍ଦ କରିଦିଆଯିବା ପରେ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଯୋଗାଣ ବିଭାଗ ସରକାରଙ୍କ ନୂଆ ଟାର୍ଗେଟକୁ…

କପିଳାଶ ଜାଗର ଯାତ୍ରା ପାଇଁ କଟକଣା: ଜିଲାବାସୀଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଢେଙ୍କାନାଳ ଅଫିସ, ୪।୩: ଆସନ୍ତା ୧୧ ତାରିଖରେ ପଡ଼ୁଛି ମହା ଶିବରାତ୍ରୀ। ଏହି ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି। ଜାଗର ଯାତ୍ରାରେ ଜିଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍‌…

କାମରେ ଲାଗୁନି ତାପମାପକ ଯନ୍ତ୍ର

ଢେଙ୍କାନାଳ ଅଫିସ, ୩।୩ – ବଦଳୁଛି ପାଣିପାଗ। ଖରାଦିନେ କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ବର୍ଷାଦିନେ ପ୍ରବଳ ବର୍ଷାରେ ସୃଷ୍ଟି ହେଉଛି ଜଳବନ୍ଦୀ ପରିସ୍ଥିତି। ଶୀତ ଦିନ ଥରାଉଛି ଜାଡ଼। ବଦଳୁଥିବା ଋତୁ ଅନୁଯାୟୀ ଜନସାଧାରଣଙ୍କୁ ସତର୍କ କରାଇବା, ଚାଷୀଙ୍କୁ ଆଗୁଆ…

କପିଳାସ ଅଭୟାରଣ୍ୟରେ ସଫାରି

ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରସିଦ୍ଧ ଶୈବପୀଠ…

ସୁରକ୍ଷାରେ ‘ଡ୍ରୋନ୍‌’ ସହାୟତା

ଢେଙ୍କାନାଳ ଅଫିସ,୨ା୩ – ଜଙ୍ଗଲ ନିଆଁ ରୋକିବାରେ ଡ୍ରୋନ୍‌ କରୁଛି ବଡ଼ ସହାୟତା। କେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ତାହାର ଫଟୋ ଉଠାଇ ପଠାଉଛି ବନ ବିଭାଗ ନିକଟକୁ। ଫଳରେ ମାତ୍ର କିଛି ସମୟ ମଧ୍ୟରେ ବନ କର୍ମଚାରୀମାନେ ପହଞ୍ଚି ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?