ଢେଙ୍କାନାଳ

କନ୍ଦାଇଲା ବିଦାୟ ବେଳା

ଢେଙ୍କାନାଳ ଅଫିସ, ୭।୬ – ସମ୍ପର୍କ ଦିନ କେଇଟାର। ହାତଗଣତି ଭିତରେ ସମସ୍ତେ ବାନ୍ଧି ହୋଇଯାଇଥିଲେ ସମ୍ପର୍କ ଦଉଡ଼ିରେ। ଆଉ ଯେତେବେଳେ ଅତିଆପଣାର ସମ୍ପର୍କକୁ ବିଦାୟ ଦେବାର ବେଳଆସିଲା, ସେତେବେଳେ ଆଖିରୁ ଆପଣାଛାଏ ଝରିପଡ଼ିଲା ଲୁହ। ଶନିବାର ଏମିତି ଏକ ଭାବବିହ୍ବଳ…

ପ୍ରଶାସନ ଫୋକସ୍‌ରେ ଜିଲା ଚିକିତ୍ସାଳୟ

ଢେଙ୍କାନାଳ ଅଫିସ, ୭।୬ – ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ଏବଂ ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ଏଠାରେ ଏମ୍‌ଆରଆଇ, ସିଟିସ୍କାନ୍‌ ଭଳି ଜରୁରୀ ସେବା ଉପଲବ୍ଧ ହେବ।…

ଆସିନି ବିହନ, ଆଶଙ୍କାରେ ଚାଷୀ

କାମାକ୍ଷାନଗର, ୭।୬(ଡି.ଏନ.ଏ) – ‘ଅମ୍ଫାନ୍‌’ ପ୍ରଭାବରେ ଭଲ ବର୍ଷିଛି। ଆଉ ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ଅକ୍ଷୟ ତୃତୀୟାଠାରୁ ଅଖିମୁଠି ଅନୁକୂଳ କରି ଜମିରେ ଲଙ୍ଗଲ କଷିବାକୁ…

ଢେଙ୍କାନାଳରେ ସ୍ନାନପୂର୍ଣ୍ଣିମା

ଢେଙ୍କାନାଳ ଅଫିସ,୫ା୬: ଢେଙ୍କାନାଳର ଶ୍ରୀ ବଳରାମ ମନ୍ଦିରରେ ଶୁକ୍ରବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀ ବଳରାମ, ଜଗନ୍ନାଥ ଏବଂ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇ ସ୍ନାନମଣ୍ଡପରେ ବିଜେ କରିଛନ୍ତି। ଶ୍ରୀଜିଉମାନଙ୍କ ଚନ୍ଦନ ବେଶ ଆରମ୍ଭ ହୋଇଛି।

ଶୋଚନୀୟ ଅବସ୍ଥାରେ ହୋଟେଲ ଶିଳ୍ପ

ଢେଙ୍କାନାଳ ଅଫିସ, ୫।୬ – କରୋନାକୁ ନେଇ ବିଶ୍ୱ ଅର୍ଥନୀତି ଛାରଖାର ହୋଇଯାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ହୋଟେଲ ଶିଳ୍ପ। ପାଖାପାଖି ୨ମାସ ଧରି ହୋଟେଲ ବନ୍ଦ ରହିବା ପରେ ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିକଟରେ ସରକାର କଟକଣା…

ଢେଙ୍କାନାଳରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ପୁଣି ୧୦ ନୂଆ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୭ ଏବଂ ହିନ୍ଦୋଳ ବ୍ଲକ…

ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ଯୋଜନା। କପିଳାସ ପ୍ରାଣୀ ଉଦ୍ୟାନ ସୀମାକୁ ଲାଗି ଏହି ପ୍ରକଳ୍ପ…

ଢେଙ୍କାନାଳରେ ହେବ ସ୍ମାର୍ଟପାର୍କ  

ଢେଙ୍କାନାଳ ଅଫିସ, ୩।୬-ଢେଙ୍କାନାଳ ପୌରାଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ନିର୍ମାଣ ହେବ ସ୍ମାର୍ଟପାର୍କ। ଏଥିରେ ଖର୍ଚ୍ଚ ହେବ କୋଟିଏ ଟଙ୍କା। ସେହିପରି ଜିଲାର ୩ ଏନ୍‌ଏସି ଏବଂ ଗୋଟିଏ ପୌରାଞ୍ଚଳରେ ଅତ୍ୟାଧୁନିକ ଶ୍ମଶାନ ନିର୍ମିତ ହେବ। ଯୋଜନାବଦ୍ଧ ଭାବେ ସହରାଞ୍ଚଳର ପାରିପାର୍ଶ୍ୱିକ…

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତ ଯୁବକ…

ସେଲ୍‌ଟର ହୋମ୍‌ ଯୌନଶୋଷଣ ମାମଲା: ଫୟାଜ, ସୀମାଞ୍ଚଳଙ୍କୁ ଜାମିନ

ଢେଙ୍କାନାଳ ଅଫିସ, ୨।୬-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ସେଲଟର ହୋମ୍‌ ଯୌନଶୋଷଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମନ୍‌ (୬୩) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାୟକ (୩୯) ମଙ୍ଗଳବାର ସନ୍ଧ୍ୟାରେ…

ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଆମ୍ବ ପ୍ରଦର୍ଶନୀ

ଢେଙ୍କାନାଳ ଅଫିସ,୬।୨: ଢେଙ୍କାନାଳ ଜିଲା ଓର୍‌ମାସ ପକ୍ଷରୁ ଜୁନ୍‌ ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମିନିଷ୍ଟାଡିୟମଠାରେ ଆମ୍ବ ପସରା ନାମକ ଏକ ପ୍ରଦର୍ଶନୀ ଖୋଲିଛି। ଏଥିରେ ଗ୍ରାମୀଣ ଉତ୍ପାଦିତ ଆମ୍ବ ଏସ୍‌ଏସ୍‌ଜି ଓ ବିଭିନ୍ନ ଫାର୍ମ ଦ୍ୱାର ପଦର୍ଶନୀ ହୋଇଛି।…

ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?