ଢେଙ୍କାନାଳ

ପୁରୁଣା ଗାଡ଼ି ପ୍ରେମ

ଢେଙ୍କାନାଳ ଅଫିସ, ୨୩।୩ ଯୁଗ ବଦଳିଲାଣି। ପରିବର୍ତ୍ତିତ ସମୟରେ ନିଜକୁ ବଦଳାଉଛନ୍ତି ଯୁବପିଢ଼ି। ହେୟାର ଷ୍ଟାଇଲ୍‌ଠାରୁ ଆରମ୍ଭ କରି ଜୋତା, ଦାମୀ କମ୍ପାନୀର ମୋବାଇଲ ସହିତ ରେସିଂ ବାଇକ୍‌ ନିଶାରେ ସେମାନେ ମତୁଆଲା। ହେଲେ ସ୍ବାଧୀନତା ଅମଳର ସ୍ମୃତି ରୋମନ୍ଥନ କରୁଥିବା…

ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୦।୩ ରାଜ୍ୟରେ ଆରମ୍ଭ ହୋଇଛି ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍‌ (ଇଆରଏସ୍‌ଏସ୍‌) ବ୍ୟବସ୍ଥା। ଏଥିସହ ଜାରି କରାଯାଇଇଛି ହେଲ୍‌ପ ଲାଇନ୍‌ ନମ୍ବର-୧୧୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାର ଶୁଭାରମ୍ଭ କରିବା ପରେ ଢେଙ୍କାନାଳ ଜିଲା ପୋଲିସ ପ୍ରଶାସନ…

ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ ମାନସିକ ରୋଗୀ। ଏମାନେ ସବୁ ଦିବ୍ୟାଙ୍ଗ ବୋଲି ସ୍ବୀକାର କରିଛନ୍ତି ସରକାର। ଭିନ୍ନକ୍ଷମ ତାଲିକାରେ…

ସରୁନି ପ୍ରକଳ୍ପ, ମିଳୁନି ପାଣି

ଢେଙ୍କାନାଳ ଅଫିସ, ୧୯।୩ ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା। ଏଥିଲାଗି ଖର୍ଚ୍ଚ କରାଯାଉଛି ଅଜସ୍ର ଟଙ୍କା। ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ଚାଲିଛି। ଭୂତଳ ପାଇପ ବିଛାଇ…

ଖୋଲିବ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ

କାମାକ୍ଷାନଗର, ୧୮।୩ (ଡି.ଏନ.ଏ.): ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି ରହିଯାଉଛି ସେମାନଙ୍କ ଦକ୍ଷତା। ଏଭଳି ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ପରିଚୟ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।…

ଖୁବ୍‌ଶୀଘ୍ର ସପ୍ତଶଯ୍ୟାର ନବକଳେବର

ଢେଙ୍କାନାଳ ଅଫିସ, ୧୮।୩: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଖୁବ୍‌ଶୀଘ୍ର ନବକେଳବର ହେବ। ସବୁଜ ବନାନୀରେ ଭରା ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।…

ସବୁଜ ସଂକଳ୍ପର ସାରଥି ‘ସତ୍ୟ’

ଢେଙ୍କାନାଳ ଅଫିସ, ୧୭।୩ – ଆଜି ଚାରାଟିଏ ଲଗାଇ ସାମାନ୍ୟ ଯତ୍ନ ନେଲେ କାଲି ତାହା ଗଛରେ ପରିଣତ ହେବ। ମଲା ପରେ ବି ଏହାକୁ ଲଗାଇଥିବା ବ୍ୟକ୍ତିଙ୍କୁ ସମସ୍ତେ ମନେପକାଉଥିବେ। ଗଛ କେବଳ ମାନବଜାତିର ମିତ୍ର ନୁହେଁ, ଛନଛନ ପତ୍ର,…

ପାସେଞ୍ଜର ହଲ୍ଟରେ ସେବା ଠପ୍‌

ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍‌ରେ ଗଡ଼ିନି ପାସେଞ୍ଜର ଟ୍ରେନ୍‌। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍‌ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା…

ଡ୍ରୋନ୍‌ ଜଗିବ ଜଙ୍ଗଲ ନିଆଁ

ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ନିଆଯାଇଛି ବୈଷୟିକ ଜ୍ଞାନ କୌଶଳର ସହାୟତା। କପିଳାସ ଅଭୟାରଣ୍ୟର ଫାୟାର…

ମୃଦଙ୍ଗ ତାନ ମୋହୁଛି ମନ

କାମାକ୍ଷାନଗର, ୧୫।୩(ଡି.ଏନ.ଏ.): ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି ଆଧୁନିକ ସଙ୍ଗୀତ, ଗୀତର ତାଳେ ତାଳେ ମୃଦଙ୍ଗ ବାଦନ କରି ଅଳ୍ପ ସମୟରେ ସୃଷ୍ଟି…

ଅଢ଼େଇ ଲକ୍ଷରେ ଡେମୋନଷ୍ଟ୍ରେଟର

ଢେଙ୍କାନାଳ ଅଫିସ, ୧୩।୩ ଡେମୋନଷ୍ଟ୍ରେଟର ନିଯୁକ୍ତିରେ ଜାଲିଆତି। ଟିଚିଂ ଷ୍ଟାଫ୍‌ ଦର୍ଶାଇ ଦିଆଯାଇଥିଲା ଚାକିରି। ଏଥିଲାଗି ନିଆଯାଇଥିଲା ଅଢ଼େଇ ଲକ୍ଷ ଟଙ୍କା। ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି…

ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଟକି ରହିଛି। ଦୀର୍ଘ ୫ବର୍ଷ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?