ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା
ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲାର…
ଫେରିବ ହକିର ହୃତଗୌରବ
ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କୁ ଦିଆଯିବ ଉଚ୍ଚମାନର ପ୍ରଶିକ୍ଷଣ। ରାଜ୍ୟ ତଥା ଜାତୀୟସ୍ତରରେ ସେମାନେ…
ପର୍ଯ୍ୟଟକଙ୍କୁ ଟାଣୁଛି ବାଜି ଉଦ୍ୟାନ
ଭୁବନ, ୨୨।୧ ଆମ୍ବ, ନଡ଼ିଆ, ପଣସ। ଗେଣ୍ଡୁ, ରଜନୀଗନ୍ଧା, ଡାଲିଆ, ଗୋଲାପ। ଏମିତି ଅନେକ ଜାତିଜାତିକା ଫୁଲଫଳ ସମେତ କ୍ରୋଟନ ଗଛରେ ଭରପୂର। ୧୫ ଏକର ପରିବ୍ୟାପ୍ତ ଉଦ୍ୟାନ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ। ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସାଙ୍ଗକୁ ନଦୀପଠାର…
ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର
ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। କୋଚିଆବେଡା ଗ୍ରାମର ଶାନ୍ତି…
୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର
ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର ଚାଲାଣ ପାଇଁ ଟ୍ରାଞ୍ଜିଟ୍ ପାସ୍ କରାଇଦେବାକୁ ପଥର ବ୍ୟବସାୟୀ ଦିଲୀପ ସେନାପତିଙ୍କ ଠାରୁ ୩୦…
ମୂର୍ତ୍ତି ନିଶାରେ ମୁନା
ପରଜଙ୍ଗ, ୧୮।୧(ଡି.ଏନ.ଏ.): ମାଟି ହେଉ କି ମାର୍ବଲ। ବ୍ରୋଞ୍ଜ ହେଉ କି ଗ୍ରାନାଇଟ୍ ଅବା ଫାଇଭର। ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ରୂପ ନିଏ ନିର୍ଜୀବ ସାମଗ୍ରୀ। ପେନ୍ସିଲ ଧରି ଗାରେଇ ଦେଲେ ଝଲସି ଉଠେ ଅବିକଳ ମୁହଁଟେ। ସହର ଗଳିରେ…
ଶୁଭ୍ରାଙ୍କୁ କୋଲକାତାରେ ମାରାଥନ ଜେରା
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ୧୭ ହଜାର ୫୦୦ କୋଟିର ଚିଟ୍ଫଣ୍ଡ ଠକେଇ ମାମଲାରେ ରୋଜ୍ଭ୍ୟାଲି ଗ୍ରୁପ୍ର ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଶୁକ୍ରବାର ସିବିଆଇ କୋଲକାତାସ୍ଥିତ ବାସଭବନରୁ ଗିରଫ କରିଥିଲା। ଏହାପରେ ସେଠାରେ ତାଙ୍କୁ ମାରାଥନ ଜେରା ଚାଲିଛି। ତେବେ…
ବଢୁଛି ବାଲ୍ୟବିବାହ
ଢେଙ୍କାନାଳ ଅଫିସ, ୧୭।୧ (ରତନ ନାୟାର) : କଅଁଳ କାନ୍ଧ ବୋହୁଛି ଜଞ୍ଜାଳ। ସଂସାରର ନୀତିନିୟମ, ଚାଲିଚଳଣ ବୁଝିବା ଆଗରୁ ମୁଣ୍ଡରେ ଲଦି ଦିଆଯାଉଛି ବୋଝ। କୋମଳମତି ବୟସରେ ପାଠପଢ଼ି ଆଗକୁ ବଢ଼ିବା ସମୟରେ ମାତୃତ୍ୱ ଲାଭ କରୁଛନ୍ତି ସେମାନେ। ଅପରିପକ୍ୱ ବୟସରେ…
ଢେଙ୍କାନାଳରେ ପୁଣି କୁମାରୀ ମା’
ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳ ଜିଲା ପୁଣି ବୋହିଛି କୁମାରୀ ମା’ର କଳଙ୍କ। ଭୁବନ ପରେ କାମାକ୍ଷାନଗର ଥାନା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି। ଜଣେ ୧୭ ବର୍ଷୀୟା ନାବାଳିକା ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ…
ଉଡ଼ି ଉଡ଼ି ଉଡ଼ି..
ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିବା ଏହି ଗୀତ ବାଜିଲେ ଆଖି ଆଗରେ…
ଢେଙ୍କାନାଳରେ ୬,୩୫୫ ପକ୍ଷୀ
ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା ଜଣାପଡ଼ିଛି। ତନ୍ମଧ୍ୟରେ କେତେକ ଅତିଥି ପକ୍ଷୀ ମଧ୍ୟ ଅଛନ୍ତି। ମୋଟ ୨୮ ପ୍ରଜାତିର ପକ୍ଷୀ…
କାଗଜ କଲମରେ କଳାଗ୍ରାମ
କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ ବି ସୁରକ୍ଷିତ ଲୁପ୍ତପ୍ରାୟ ଲୋକକଳା। ସେଥିପାଇଁ ସରକାରୀ ନଥିରେ ଲାଗିଛି କଳାଗ୍ରାମର ଟ୍ୟାଗ୍। ହେଲେ…
Archives


