୨୪୦ ଇଟାଭାଟି ଶ୍ରମିକ ଥଇଥାନ
କାମାକ୍ଷାନଗର, ୩ା୪(ଡି.ଏନ.ଏ.) – ଲକ୍ଡାଉନ୍ ସମୟରେ ସମସ୍ୟାରେ ସନ୍ତୁଳି ହେଉଥିବା ଇଟାଭାଟି ଶ୍ରମିକଙ୍କୁ କାମାକ୍ଷାନଗର ତହସିଲ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ଉଦ୍ୟମରେ ୨୪୦ ଜଣ ଶ୍ରମିକଙ୍କୁ ପୃଥକ୍ ସ୍ଥାନରେ ରଖାଯାଇଛି। ସେମାନଙ୍କୁ ଖାଦ୍ୟପାନୀୟ ଦିଆଯିବା…
ଡୋକ୍ରା ଶିଳ୍ପକୁ କରୋନା ମାଡ଼
ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍ କରି ଲକ୍ଡାଉନ ପରେ ଡୋକ୍ରା ଭଳି କୁଟୀରଶିଳ୍ପକୁ ପୁଞ୍ଜି କରି ପରିବାର ପୋଷୁଥିବା ଶିଳ୍ପୀଙ୍କ ହାତ ଖାଲି।…
୧୦ ଲକ୍ଷ ଦେଲା ଏୟୁସିସି ବ୍ୟାଙ୍କ
ଢେଙ୍କାନାଳ ଅଫିସ୍, ୧।୪ – ଅନୁଗୋଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଏୟୁସିସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଙ୍ଗଳବାର ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ା ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଜିଲାପାଳ ଭୂମେଶ ଚନ୍ଦ୍ର…
ପାଦ ଚାଲିଲା ଦେଢ଼ଶହ କିମି
ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍ଡାଉନ୍ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ ନାହିଁ। ପାଖରେ ପଇସା ନାହିଁ। ସକାଳ ହେଲେ ଘାରୁଛି ଖାଇବା ଚିନ୍ତା। ଯାନବାହନ ଚଳଚଳ…
ଉଲ୍ଲଂଘନକାରୀଙ୍କୁ ସାବାଡ୍ କର: ଡିଜିପି
ଢେଙ୍କାନାଳ ଅଫିସ୍, ୧।୪: ଢେଙ୍କାନାଳ ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଲକ୍ଡାଉନ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ତାଲାବନ୍ଦ ନେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଡିଜିପି ସନ୍ତୋଷ ବ୍ୟକ୍ତ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ…
ଟ୍ରଲର ଉପରେ କଟୁଛି ଦିନ
ଢେଙ୍କାନାଳ ଅଫିସ, ୨୯।୩ – ଗାଡ଼ି ଗଡ଼ିଲେ ପେଟକୁ ଦିମୁଠା ମିଳେ। ପରିବାର ଚଳେ। ଗାଡ଼ି ବନ୍ଦ ତ ଦାନାପାଣି ସବୁ ବନ୍ଦ। ପରିବାରକୁ ପଛକରି ସେମାନେ ଚାଲିଆସନ୍ତି। କେତେବେଳେ ପୁଣି ଫେରିବେ କିଛି ଠିକ୍ ଠିକଣା ନ ଥାଏ। ଏମିତି…
ବହିରାଗତଙ୍କୁ ଗଁ। ମନା
ଢେଙ୍କାନାଳ ଅଫିସ, ୨୯।୩ – ଦିନକୁ ଦିନ ଅଧିକ ଭୟାବହ ହେଉଛି କରୋନା। ସଂକ୍ରମଣରେ ମୃତକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ସଙ୍ଗରୋଧ, ସାମାଜିକ ଦୂରତା, ସ୍ବଚ୍ଛତା ଏବଂ ସତର୍କତା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର।…
ନିରାଶ୍ରୟଙ୍କୁ ବଣ୍ଟାଗଲା ଖାଦ୍ୟ
ଢେଙ୍କାନାଳ ଅଫିସ, ୨୯।୩ – ଲକ୍ଡାଉନ କଟକଣା ଲାଗୁ କରାଯିବା ପରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଅସହାୟ। ମୂଲ ମଜୁରି କରି ଚଳୁଥିବା ଶତାଧିକ ପରିବାର ଦିନକୁ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେମାନେ ଦୟନୀୟ…
ଆଉ ୧୦ ଲକ୍ଷ ଟଙ୍କା ଦେଲେ ଏମ୍ପି
ଢେଙ୍କାନାଳ ଅଫିସ, ୨୯। ୩: କରୋନା ମୁକାବିଲା ପାଇଁ ଢେଙ୍କାନାଳ ଏମ୍ପି ମହେଶ ସାହୁ ନିଜର ଏମ୍ପି ଲାଡ୍ରୁ ୩୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଶୁକ୍ରବାର ସେ ୨୬ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଶନିବାର ଆଉ ୧୦ ଲକ୍ଷ…
ଆଗୁଆ ଦରମା ଦେଲା ନର୍ଭେରାମ
ଓଡ଼ାପଡ଼ା, ୨୭।୩(ଡି.ଏନ.ଏ):ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍ ଷ୍ଟିଲ କମ୍ପାନୀ ପକ୍ଷରୁ କୋଭିଡ୍-୧୯କୁ ନଜରରେ ରଖି ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା ଆଗୁଆ…
ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ
ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ ଭାଇରସ୍ କାହାକୁ ଗ୍ରାସିବ ତାହାର ଜଣାପଡୁନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସାରା ବିଶ୍ୱ…
ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର
ଢେଙ୍କାନାଳ ଅଫିସ, ୨୭।୩:ଧୀରେ ଧୀରେ ସମୂହ ସଂକ୍ରମଣ ଆଡକୁ ଗତି କରୁଛି ମହାମାରୀ କରୋନା। ଏହାର ମୁକାବିଲା କରିବା ଲାଗି ପ୍ରସ୍ତୁତିକୁ ଆହୁରି ଜୋର୍ଦାର କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଜିଲାପାଳ…
Archives


