ଅନୁଗୋଳ

ଦିନକରେ ୫୫ ପଜିଟିଭ୍‌, ଅନୁଗୋଳରେ ଛନକା

ଅନୁଗୋଳ ଅଫିସ,୯।୧: ଦୀର୍ଘଦିନ ପରେ କରୋନା ସଂକ୍ରମିତଙ୍କୁ ନେଇ ଅନୁଗୋଳ ଜିଲାରେ ବଢ଼ିଛି ଚିନ୍ତା। ଶନିବାର ଏକାବେଳେ ଜିଲାରୁ ୫୫ ଜଣ ପଜିଟିଭ୍‌ ଚିହ୍ନଟ ହେବା ଲୋକଙ୍କ ମଧ୍ୟରେ ଛନକା ପୂରାଇଦେଇଛି। ପୂର୍ବରୁ ଜିଲାକୁ ଓମିକ୍ରନ ପ୍ରଜାତି ଛୁଇଁସାରିଥିବା ବେଳେ ଏବେ…

୮ ବ୍ଲକରୁ ୪ଟିରେ ମହିଳା

ଅନୁଗୋଳ ଅଫିସ, ୮।୧ ଅନୁଗୋଳ ଜିଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଜିଲାର ମୋଟ୍‌ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟରୁ…

ସମ୍ପତ୍ତି ବାଜ୍ୟାପ୍ତି ଲଟ୍‌କା ଲଗାଇଲା ପୋଲିସ

ଛେଣ୍ଡିପଦା,୭ ।୧ (ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଗଞ୍ଜେଇ ମାଫିଆ ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଟୁ ଏବଂ ତାଙ୍କ ପରିବାର ନାମରେ ଥିବା ମୋଟ୍‌ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭…

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋଭିଡ୍‌ କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ କହିଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲାରେ…

୪୨ ବର୍ଷରେ ନାଲ୍‌କୋ ଆଜି ପ୍ରତିଷ୍ଠା ଦିବସ

ବଅଁରପାଳ,୭।୧(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଚଳିତ ବର୍ଷ କମ୍ପାନୀ ୪୨ ବର୍ଷରେ ପଦାର୍ପଣ କରିଛି। ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିବା…

ପ୍ରଥମ ଦିନରେ ୩୪୭୭ଙ୍କୁ ଟିକା

ଅନୁଗୋଳ ଅଫିସ,୪ ।୨ ଅନୁଗୋଳ ଜିଲାରେ ସୋମବାରଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ଟି ଟିକାକରଣ କେନ୍ଦ୍ର କରାଯାଇଥିବାବେଳେ ପ୍ରଥମ ଦିନରେ ୩୪୭୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ପୂର୍ବ ପ୍ରସ୍ତୁତି…

୨୪ କେନ୍ଦ୍ରରେ ଆଜିଠୁ ପିଲାଙ୍କୁ ଟିକା

ଅନୁଗୋଳ ଅଫିସ,୩ା୧: ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ କୋଭିଡ୍‌ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣକୁ ଶୃଙ୍ଖଳିତ ଭାବେ ପରିଚାଳନା ନିମନ୍ତେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ…

ଅନୁଗୋଳ ଛୁଇଁଲା ଓମିକ୍ରନ

ଅନୁଗୋଳ ଅଫିସ,୩ା୧: ଅନୁଗୋଳ ଜିଲାରେ ପ୍ରବେଶ କରିସାରିଛି ମାରାତ୍ମକ କୋଭିଡ୍‌ ଭୂତାଣୁ ଓମିକ୍ରନ। ପୂର୍ବରୁ ଜିଲାରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ନମୁନା ଅଧିକ ପରୀକ୍ଷଣ ବେଳେ ସେମାନଙ୍କଠାରେ ଏହି ଓମିକ୍ରନ ପ୍ରଜାତିର ଭୂତାଣୁ ଥିବା ରବିବାର ଜଣାପଡ଼ିଛି। ଏହାକୁ…

ମରାମତି ହେଉନି ରାସ୍ତା

କଣିହାଁ,୨।୧(ଡି.ଏନ.ଏ.) କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗାଁର କଂକ୍ରିଟ ରାସ୍ତା ଦୀର୍ଘଦିନ ହେବ ଫାଟିଯାଇଛି। ଏହି ରାସ୍ତା ଦେଇ ଦୈନିକ ଅନେକ ଭାରୀଯାନ ଯାଉଥିବା ବେଳେ ଛେଣ୍ଡିପଦା ବ୍ଲକର ବହୁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ଜିଲା ଖଣିଜ…

ଦୋକାନ ଭିତରକୁ ପଶିଗଲା ଟ୍ୟାଙ୍କର

ପବିତ୍ରନଗର,୧ା୧ (ଡି.ଏନ.ଏ.): କଣିହାଁ ବ୍ଲକ ସମଲ ଥାନା ଗହମଠାରେ ଶୁକ୍ରବାର ସକାଳେ ଏକ ଟ୍ୟାଙ୍କର (ନଂ. ଏମଏଚ୪୮ଏଜି-୨୬୮୯) ଭାରସାମ୍ୟ ହରାଇ ୨ଟି ଦୋକାନ ଭିତରକୁ ପଶିଯାଇଛି। ଖମାରଆଡୁ ତାଳଚେର ଅଭିମୁଖେ ଯାଉଥିବା ଉକ୍ତ ଟ୍ୟାଙ୍କର ଗହମ ଗ୍ରାମ ବର ଛକ ବୁଲାଣିଠାରେ…

ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ

ବଇଣ୍ଡା,୨୯।୧୨(ଡି.ଏନ.ଏ.) କିଶୋରନଗର ବ୍ଲକ ହଣ୍ଡପା, ଲୁହାମୁଣ୍ଡା, ତୁରୁଡା ଗ୍ରାମରୁ ରବିବାର ଓ ସୋମବାର ୨ ଦିନରେ ୧୦ଟି ସ୍ଥାନରୁ ଚୋରି ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ…

ରାତିକରେ ୯ ସ୍ଥାନରୁ ଚୋରି

ବଇଣ୍ଡା,୨୮ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ପୋଲିସ ଠିକ୍‌ ଭାବେ ପାଟ୍ରୋଲିଂ କରୁ ନ ଥିବାରୁ ଚୋରି, ଡକାୟତି, ଲୁଟ୍‌ ଆଦି ବଢ଼ିବାରେ ଲାଗିଛି। ରବିବାର ରାତିରେ ଏହି ଥାନା ଅଞ୍ଚଳର ୯ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?