ଅନୁଗୋଳ

ଅଣ୍ଡାରୁ ବାହାରିଲେ ୫ ଶହରୁ ଊର୍ଦ୍ଧ୍ୱ କୁମ୍ଭୀର

ବନ୍ତଳା, ୨।୮(ଡି.ଏନ୍‌.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ। ଗତ ଜୁଲାଇ ମାସରେ ବିଭିନ୍ନ ସ୍ଥାନରେ ମଗର ଛୁଆ ଅଣ୍ଡାରୁ ବାହାରି ପାଣି ଥିବା ବୁଦା…

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ୍‌, ୨।୮: ଅସୁସ୍ଥ ହୋଇ ଶୁକ୍ରବାର ରାତିରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ସମଲ ଅଞ୍ଚଳରେ ରହୁଥିବା ବାଦଲ ଦଳାଇ (୪୬) ବୋଲି ଜଣାପଡିଛି। ଡାକ୍ତର, କର୍ମଚାରୀ ଠିକ୍‌…

ବାବୁ ଦେଉନାହାନ୍ତି ବିଦ୍ୟୁତ୍‌ ବିଲ୍‌: ବଢ଼ି ବଢ଼ି ହେଲାଣି ୩ କୋଟି

ଅନୁଗୋଳ ଅଫିସ, ୨।୮: ପ୍ରତି ପ୍ରକୋଷ୍ଠରେ ଏସି, ଚକ୍‌ଚକ୍‌ ଆଲୁଅ। ଏଥିପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି। ହେଲେ ଏ ବାବଦ ବିଲ୍‌ ପଇଠ କରୁନିି କାର୍ଯ୍ୟାଳୟ। ଫଳରେ ବକେୟା ବଢ଼ି ବଢ଼ି ଆସି ୩ କୋଟି…

ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ସେମାନଙ୍କ ୧୦ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିବା ସମ୍ଭାବନା…

ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.) ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ ସରିବାକୁ ବସିଥିଲେ ହେଁ ରୁଆ କାର୍ଯ୍ୟ ପାଇଁ ଜମିରେ ପାଣି ନାହିଁ। ଆଉ କିଛି…

ନାଲ୍‌କୋ ଘରୋଇକରଣକୁ ଏଏମ୍‌ଏସ୍‌ର ବିରୋଧ

ବଅଁରପାଳ,୩୦ା୭(ଡି.ଏନ୍‌.ଏ.): ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗରୁ ଘରୋଇକରଣ ବନ୍ଦ କରାଯିବା ଏବଂ ଶ୍ରମ ଆଇନ ସଂଶୋଧନ ବିରୋଧରେ ଗୁରୁବାର ନାଲ୍‌କୋ ଆଲୁମିନିୟମ ମଜଦୂର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ପକ୍ଷରୁ ସରକାର ଜାଗୋ କାର୍ଯ୍ୟକ୍ରମ ସହ ଏହି ବିକ୍ଷୋଭ ପ୍ରଦର୍ଶନ…

୬୬୦ ହେକ୍ଟରକୁ ମାଡୁନି ପାଣି

ବଅଁରପାଳ,୩୦ା୭(ଡି.ଏନ.ଏ.) ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ…

ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ

ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ଏବେ ପ୍ରଡକ୍ସନ ନିର୍ଦ୍ଦେଶକ ରହିଥିବା ଭି. ବାଲ୍‌ ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ…

ଗାଧୋଇବା ହେଲା କାଳ: କେନାଲରେ ବୁଡି ଗଲେ ୨ ସାଙ୍ଗ

ଅନୁଗୋଳ ଅଫିସ, ୨୯।୭-ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ପାଣିରେ ବୁଡି ୨ ସାଙ୍ଗ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବୃନ୍ଦାବନ ସେଠି ଓ ବାବୁ ମହାନ୍ତି। ଉଭୟେ ଗାଧୋଇବା ପାଇଁ କେନାଲକୁ ଯାଇଥିବାବେଳେ…

ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୫(୯୫.୮୩%)…

ଅନୁଗୋଳ ପାଇଁ ଗୌରବ ଆଣିଲେ ସୋମ୍ୟରଞ୍ଜନ: ହେଲେ ଜିଲା ଟପ୍ପର

ଅନୁଗୋଳ ଅଫିସ,୨୯।୭: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ଛାତ୍ର ସୌମ୍ୟରଂଜନ ସାମନ୍ତ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୫୭୫(୯୫.୮୩ ପ୍ରତିଶତ ) ନମ୍ବର…

ମାଟ୍ରିକ୍‌ ପରୀକ୍ଷା ଫଳ: ଜାଣନ୍ତୁ ଅନୁଗୋଳରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ତେବେ ଅନୁଗୋଳ ଜିଲାରେ ମୋଟ ୭୫.୨୩% ଛାତ୍ରୀଛାତ୍ର ପାସ୍‌ କରିଥିବା ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?