କୋଇଲା ତଳୁ ଯୁବକ ଉଦ୍ଧାର
ତାଳଚେର,୧୪ା୪(ନି.ପ୍ର.): ଟ୍ରେନ୍ ଓ୍ବାଗନରେ କୋଇଲା ବୋଝେଇ ବେଳେ ପୋତି ହୋଇଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍ସିଏଲ୍ର ଅନନ୍ତ କୋଇଲା ଖଣିରେ। ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…
ପୂରଣ ହୋଇପାରିନି ଟିକା ଟାର୍ଗେଟ୍
ଅନୁଗୋଳ ଅଫିସ, ୧୩ା୪ ଅନୁଗୋଳ ଜିଲାରେ ଧିମେଇ ଚାଲିଛି କରୋନା ଟିକାକରଣ। କୋଭିଡ୍ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ, ପ୍ରତିଟି ବର୍ଗରେ ଟିକାଦାନ ପଛୁଆ ରହିଛି। ଏପରିକି ଜିଲାକୁ ଦିଆଯାଇଥିବା ସମସ୍ତ କୋଭିଶିଲ୍ଡ ଡୋଜ୍ ଏପ୍ରିଲ୍ ୧୧ ତାରିଖ ସୁଦ୍ଧା…
ସ୍ଥିତି ନିୟନ୍ତ୍ରଣ ପାଇଁ ସଜବାଜ
ଅନୁଗୋଳ ଅଫିସ, ୧୨।୪: ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଦିନରେ ସ୍ଥିତି ହାତରୁ ଖସିଯାଇପାରେ। ତେଣୁ ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ…
ପାରଦ ବଢ଼ାଉଛି ପାଣି ଚିନ୍ତା
ବଇଣ୍ଡା,୧୧ା୪: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ…
ବଦଳୁନି ଆପରାଧିକ ମନୋଭାବ
ଅନୁଗୋଳ ଅଫିସ, ୧୧ା୪: ଅପରାଧରେ ଜଡ଼ିତ ଅଭିଯୋଗରେ ଜେଲ ପଠାଯାଉଛି। ମାସ ମାସ ଧରି କାରାଗାରାରେ ରଖାଯାଇ ଦଣ୍ଡିତ କରାଯାଉଛି। ଆପରାଧିକ କାର୍ଯ୍ୟ ଛାଡ଼ି ସାଧାରଣ ଜୀବନକୁ ଫେରିବା ପାଇଁ ଜେଲ୍ ସଂସ୍କାର ପ୍ରକ୍ରିୟାରେ ବହୁ ନୀତିଶିକ୍ଷା ଦିଆଯାଉଛି। ହେଲେ କେତେଜଣ…
ଶେଷ ହେଉନି ଶୋଷ ସଂଘର୍ଷ
ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ। ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି ପାନୀୟ…
ପାଣି ଖୋଜୁଛନ୍ତି ପଥିକ
ଖମାର,୯ା୪ ବଢ଼ୁଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ସ୍ଥିତିକୁ ଦେଖି ସରକାର ସଚେତନ କରାଉଛନ୍ତି। ଅଂଶୁଘାତକୁ ନେଇ ସତର୍କ ରହିବାକୁ ଲୋକଙ୍କୁ ବାରମ୍ବାର ଚେତାଇ ଦେଉଛନ୍ତି। ଜରୁରୀ କାର୍ଯ୍ୟ ନ ଥିଲେ ଟାଣ ଖରାବେଳେ ବାହାରକୁ…
କାର୍ଯ୍ୟରେ ଲାଗୁନି କ୍ରେଚ୍
ବଅଁରପାଳ, ୮।୪ : ଅନୁଗୋଳ ଜିଲା ନାଲ୍କୋରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ଯେପରି ସେମାନଙ୍କ ଶିଶୁଙ୍କ ଠାରୁ ଅଧିକ ସମୟ ଦୂରେଇ ନ ରହିବେ ସେଥିପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଶିଶୁପାଳନ ଗୃହ (କ୍ରେଚ୍) ନିର୍ମାଣ କରିଥିଲେ। ହେଲେ ଯେଉଁ…
ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା
ଛେଣ୍ଡିପଦା,୭।୪(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକ ମୁଣ୍ଡା ପଞ୍ଚାୟତରେ ହାତୀ ଆକ୍ରମଣରେ ବୁଧବାର ୨ ଜଣଙ୍କ ଜୀବନ ଯାଇଛି । ମୃତକଦ୍ୱୟ ହେଲେ ଚନ୍ଦ୍ରପୁର ଗ୍ରାମର କାଠିଆ ପାଣିଗ୍ରାହୀ ଓ ସୁହାଗି ସେଠୀ। ଘଟଣାର ପ୍ରକାଶ ଯେ, ସକାଳେ ସୁହାଗି…
ଆଶା ସଞ୍ଚାର କଲେ ସରକାର
ତାଳଚେର,୭ା୪ (ନି.ପ୍ର.) – ମାର୍ଚ୍ଚ ୩୧ ତାରିଖରୁ ବନ୍ଦ ହୋଇଯାଇଥିବା ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍) ପୁନଃ ଚାଲୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଗତ ୫ ତାରିଖରେ ରାଜ୍ୟ ସରକାର ଓ ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ…
ଲମ୍ବୁଛି ଚୋରା କୋଇଲା ଚେର
ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ କୋଇଲା ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ପୋଲିସ ଆଖିରୁ ଖସିବା ପାଇଁ…
ବ୍ରିଜ ତଳକୁ ଖସିଲା ଟ୍ରକ୍, ହେଲପର ଗୁରୁତର
ମାଧପୁର,୫।୪(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର କନ୍ଧପଡ଼ା ବ୍ରିଜରେ ସୋମବାର ସକାଳେ ଏକ ୧୦ ଚକିଆ ଟ୍ରକ ବ୍ରିଜ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଫଳରେ ଟ୍ରକର ହେଲପର ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲା ଚିକିତ୍ସାଳୟକୁ…

