ଅନୁଗୋଳ

ଖଣି ପାଇଁ ଗାଁ ଛାଡ଼ିଦେଲେ

ତାଳଚେର,୨୯ା୭ (ନି.ପ୍ର.) କୋଇଲା ଖଣି ପାଇଁ ଜମି ଅଧିଗ୍ରହଣକୁ ନେଇ ଅନୁଗୋଳ ଜିଲା ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଦେଖାଦିଏ। ବିରୋଧ, ଆନ୍ଦୋଳନ ଯୋଗୁ ଦିନ ଦିନ ଧରି ଖଣି…

ଏକାଠି କଲା ଅବହେଳା

ଛେଣ୍ଡିପଦା, ୨୮।୭(ସ୍ବ.ପ୍ର.) – ଶିଳ୍ପରେ ସମୃଦ୍ଧ ଜିଲା। ଖଣି ଖାଦାନରେ ଭରପୂର। ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗ୍ରାମାଞ୍ଚଳବାସୀଙ୍କ ଭାଗ୍ୟରେ ଜୁଟିନି ପକ୍କା ସଡ଼କ। ଏଥିଲାଗି ଉଦ୍ୟମ ହୋଇନି ତାହା ନୁହେଁ, ଭଲ ରାସ୍ତାଟିଏ ପାଇଁ ବ୍ଲକ ଅଫିସଠାରୁ…

ଦୂର ହେଉନି କ୍ଷତିଗ୍ରସ୍ତଙ୍କ ଦୁଃଖ

ମନୋଜ ନନ୍ଦ ତାଳଚେର,୨୮ା୭ – କୋଇଲା ଖଣି ଓ ଶିଳ୍ପ ପାଇଁ ଘରଦ୍ୱାର ହରାଇବାକୁ ପଡ଼ିଲା। ଏକର ଏକର ଜମି ଉପରୁ ଅଧିକାର ଛାଡ଼ିବାକୁ ହେଲା। ହେଲେ ନିୟମ ଅନୁଯାୟୀ ଏହି କ୍ଷତିଗ୍ରସ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ ଏଯାଏ ଖଣିରେ କର୍ମନିଯୁକ୍ତି ମିଳିନାହିଁ।…

ସମ୍ପୂର୍ଣ୍ଣ ହେବନି ଶିକ୍ଷା

ବଇଣ୍ଡା,୨୭ା୭ ଶିକ୍ଷାରେ ବାଧକ ସାଜିଛି କରୋନା। ମହାମାରୀ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍କୁଲ ପାଠପଢ଼ା ସ୍ବାଭାବିକ ହୋଇପାରୁ ନାହିଁ। ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ବାଧ୍ୟ ହୋଇ ସରକାର ପାଠ୍ୟକ୍ରମ ହ୍ରାସ ସହ ଶିକ୍ଷାବର୍ଷ…

ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ

ଅନୁଗୋଳ ଅଫିସ, ୨୬ା୭: ଅନୁଗୋଳ ଜିଲାରେ ବଢ଼ୁଛି ବଳାତ୍କାର ଓ ହତ୍ୟା ମାମଲା। ଗତ ୩ ବର୍ଷ ମଧ୍ୟରେ ଶତାଧିକ ବଳାତ୍କାର ଅଭିଯୋଗ ପୋଲିସ ନିକଟକୁ ଆସିଛି। ହେଲେ ଏସବୁ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଏଯାଏ ମିଳିପାରି ନାହିଁ।…

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ଅନୁଗୋଳ ଅଫିସ,୨୫।୭: ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳର ଜଣେ ୨୧ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶନିବାର ବଳାତ୍କାର ପରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଗୋଡ଼ ବନ୍ଧା ଅବସ୍ଥାରେ ଖଜୁରି ବୁଦାମୂଳରୁ ପୋଲିସ ମୃତଦେହ ଜବତ…

ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ ସ୍ଥାନ ଦେଖି ସେମାନଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଝାମ୍ପି ନେଉଛନ୍ତି। ସେହିପରି…

ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ) ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି ମାହାରା। ଏପରି କି ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜମି ମଧ୍ୟ ସେମାନଙ୍କ ଦଖଲକୁ…

ସହଯୋଗକାରୀଙ୍କୁ ଅସହଯୋଗ

ତାଳଚେର,୨୨ା୭: ଯୁଦ୍ଧ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଜନସାଧାରଣଙ୍କ ଆଡ଼କୁ ଲମ୍ବିବ ଅଧିକ ସହଯୋଗର ହାତ। ପୋଲିସ, ଅଗ୍ନିଶମ, ଓଡ୍ରାଫ୍ଟ ଓ ସେନା କର୍ମଚାରୀଙ୍କ ପରି ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ବିପଦ ବେଳର ବନ୍ଧୁ ସାଜିବେ। ଧନଜୀବନ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

ଆହାର ଉପରେ ପାହାର

ରଜନୀକାନ୍ତ ମହାରଣା ଖମାର,୨୧ା୭ – ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ କରେ। ଆନନ୍ଦ ଦିଏ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ସେ କେବେ କୁଣ୍ଠିତ ହୁଏନାହିଁ।…

ଯୋଜନ ଦୂରରେ ଯୋଜନା

ଖମାର,୨୦ା୭(ଡି.ଏନ.ଏ.) – ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଉଛି। ବୃଦ୍ଧାବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ…

ଚୋରି ବଢ଼ୁଥିବାରୁ ପଶିଲା ଚେତା

ଅନୁଗୋଳ ଅଫିସ, ୨୦ା୭ – ଚାରିଆଡ଼େ ସିସିଟିଭି ଲଗାଯାଇଛି। ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘନ ଘନ ଚୋରି ଚାଲିଛି। କେତେଜଣ ଠିକା ସଫେଇ କର୍ମଚାରୀ କେତେବେଳେ କେଉଁ ସାମଗ୍ରୀ ଚୋରାଇ ନେଉଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?