ଷ୍ଟାଫ୍ନର୍ସସ୍ତରରେ ଅଦଳବଦଳ
ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ ଏପରି ଏକ ଅଭିଯୋଗର ତଦନ୍ତ କରି ଏଡିଏମ୍ଓ ମେଡିକାଲ ଡା. ମାନସ ରଞ୍ଜନ ବିଶ୍ୱାଳ…
ପୋଲିସକୁ ଧକ୍କା ମାରି ଛୁ
ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ସହର ନାରଣସାଗର ନିକଟରେ ଶନିବାର ରାତିରେ ଗଣ୍ଡଗୋଳ ବେଳେ ବାଇକ୍ରେ ପାଟ୍ରୋଲିଂ କରୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଗଣ୍ଡଗୋଳକାରୀ ଯୁବକମାନେ ଧକ୍କାମାରି ଖସିଯିବା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ୪ରୁ ୫ ଜଣ ଯୁବକ…
ନୂଆବର୍ଷରୁ ଅନୁଗୋଳରୁ ଗଡ଼ିବ ମେମୁ ଟ୍ରେନ୍
ଅନୁଗୋଳ ଅଫିସ, ୧୮।୧୨ ତାଳଚେର ଷ୍ଟେଶନରୁ ଛାଡ଼ୁଥିବା ଅନୁଗୋଳ-ପୁରୀ ମେମୁ ଟ୍ରେନ୍ ଅନୁଗୋଳ ଠାରୁ ଚଳାଚଳ କରିବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ସହିତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସ୍ବାଭାବିକ ଚଳାଚଳ କରାଇବା ଆଦି ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଅନୁଗୋଳ ଜିଲା କମିଟି ପକ୍ଷରୁ…
ଦାୟିତ୍ୱ, କର୍ତ୍ତବ୍ୟବୋଧ ଅଭାବ
ଅନୁଗୋଳ ଅଫିସ, ୧୮।୧୨ ଜିଲାର ମୁଖ୍ୟ ଚିକିତ୍ସାଳୟ। ରୋଗୀସେବା ପାଇଁ ଭଲ ଭିତ୍ତିଭୂମି ସହ ବିଭିନ୍ନ ବିଭାଗରେ ବିଶେଷଜ୍ଞ, ଡାକ୍ତର ରହିଛନ୍ତି ଏଠାରେ। ତେଣୁ ଉନ୍ନତ ଚିକିତ୍ସା ସୁବିଧା ପାଇବା ଆଶା, ବିଶ୍ୱାସ ରଖି ଅନୁଗୋଳ ଜିଲାର କୋଣ ଅନୁକୋଣରୁ ଦୈନିକ…
ଅବ୍ୟବସ୍ଥା, ଅସୁରକ୍ଷିତ
ଅନୁଗୋଳ ଅଫିସ, ୧୭ା୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ ଛାତରୁ ଖସି ବଅଁରପାଳ ଥାନା ଗୋତମରା ଗ୍ରାମର ପଦ୍ମଚରଣ ବିଶ୍ୱାଳଙ୍କ ପୁଅ ଚିକୁନ ବିଶ୍ୱାଳ(୨୧)ଙ୍କ…
ଭୋଟ ବର୍ଜନ ନିଷ୍ପତ୍ତି
ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଏ ନେଇ…
ବେଗ ଉପରେ ଲାଗୁନି ବ୍ରେକ୍
ଅନୁଗୋଳ ଅଫିସ, ୧୩।୧୨: ସହର, ବଜାର କିମ୍ବା କଲୋନୀ ଅଞ୍ଚଳ ରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ କଟକଣା ରହିଛି। ଏପରି କି ଡାକ୍ତରଖାନା, ସ୍କୁଲ ନିକଟରେ ଉଚ୍ଚଶବ୍ଦରେ ହର୍ନକୁ ମଧ୍ୟ ବାରଣ କରାଯାଇଛି। ଏହାର ଉଲ୍ଲଂଘନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ…
‘ପର୍ବତରୁ ମିଳେ ୮୦% ଖାଦ୍ୟ’
ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ଜିଲା କନ୍ତପଡ଼ା ପଞ୍ଚାୟତ ଜୈବ ବିବିଧତା ପରିଚାଳନା ସମିତି ଏବଂ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଆନୁକୂଲ୍ୟରେ ଶନିବାର ଅନ୍ତର୍ଜାତୀୟ ପର୍ବତ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଇସ୍କୁଲରେ ସଚେତନତା ସଭା, ପ୍ରବନ୍ଧ, ବକ୍ତୃତା…
ଜଙ୍ଗଲ ଛାଡ଼ି ଜନବସତିରେ ହାତୀ
ବଅଁରପାଳ, ୧୨।୧୨(ଡି.ଏନ୍.ଏ.) ଜଙ୍ଗଲରେ ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ କି ପୂରୁନି ପେଟ। ଫଳରେ ବନାଞ୍ଚଳ ଛାଡ଼ି ଏବେ ଜନବସତିରେ ଇତଃସ୍ତତଃ ହୋଇ ବୁଲୁଛନ୍ତି ବଣୁଆ ହାତୀ। ଖାଦ୍ୟ ଅନ୍ବେଷଣରେ ବାଡ଼ି ବଗିଚାରେ ପଶୁଛନ୍ତି। ଯେତିକି ଖାଉନାହାନ୍ତି, ତାହାଠାରୁ ଅଧିକ ଦଳିଚକଟି ନଷ୍ଟ…
ଜନ୍ମମାଟିରେ ଜଳିଲା ଯବାନ ରାଣାପ୍ରତାପଙ୍କ ଜୁଇ
ଅନୁଗୋଳ ଅଫିସ,୧୧ା୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କ ଜୁଇ ତାଙ୍କ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଜଳିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ରାଣାଙ୍କୁ ତାଙ୍କ ପୁତୁରା…
ଛେଣ୍ଡିପଦାରେ ବିଭିନ୍ନ ପ୍ରକଳ୍ପର ତଦାରଖ
ଛେଣ୍ଡିପଦା, ୧୦ା୧୨(ସ୍ବ.ପ୍ର.)- ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତରେ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ପ୍ରଥମେ ଛେଣ୍ଡିପଦା ସଦର ମହକୁମାରେ ପହଞ୍ଚି ବରପଦା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍…
ପିଣ୍ଟୁଙ୍କ ଘରେ ଲଟ୍କା ଜାରି କଲା ପୋଲିସ
ଛେଣ୍ଡିପଦା,୯।୧୨(ସ୍ବ.ପ୍ର.) ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଟୁଙ୍କ ଘର କାନ୍ଥରେ ପୋଲିସ ୫ ଜଣଙ୍କ ନାମରେ ଲଟ୍କା ଜାରି କରିଛି। ଘଟଣାରୁ ଜଣାପଡ଼ିଛି, ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଗତ ନଭେମ୍ବର ୨୬ରେ ପୋଲିସ…

