ଷ୍ଟାଫ୍‌ନର୍ସସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ ଏପରି ଏକ ଅଭିଯୋଗର ତଦନ୍ତ କରି ଏଡିଏମ୍‌ଓ ମେଡିକାଲ ଡା. ମାନସ ରଞ୍ଜନ ବିଶ୍ୱାଳ ଲେବର ରୁମ୍‌ ଏବଂ ଅନ୍ୟ ୱାର୍ଡରେ ଦୀର୍ଘ ଦିନ ଧରି ଥିବା ଷ୍ଟାଫନର୍ସମାନଙ୍କୁ ବଦଳି କରିବା ପାଇଁ ସିଡିଏମ୍‌ଓଙ୍କୁ ସୁପାରିସ କରିଥିଲେ। ଏହି
ସୁପାରିସ ଆଧାରରେ ଶନିବାର ୨୫ଜଣ ଷ୍ଟାଫନର୍ସଙ୍କ ଅଦଳବଦଳ କରାଯାଇଛି। ଲେବର ରୁମ୍‌ ଇନ୍‌ଚାର୍ଜ ଅନିତା ସାମଲଙ୍କୁ ମେଲ୍‌ ମେଡିଶିନ, ରଶ୍ମିତା ନାୟକଙ୍କୁ ସର୍ଜରି ଇନ୍‌ଚାର୍ଜ, ସସ୍ମିତା ମାଝି ଲେବର ରୁମ୍‌ ୱାର୍ଡ, ପ୍ରଭାତୀ ବେହେରାଙ୍କୁ ଶିଶୁ ୱାର୍ଡ ଇନ୍‌ଚାର୍ଜ, ସଂଘମିତ୍ରା ପ୍ରଧାନଙ୍କୁ ଜେରିଆଟିକ ୱାର୍ଡ ଇନଚାର୍ଜ, ସନ୍ତୋସିନୀ ଦାସଙ୍କୁ ଓଜି-ଓଟି ଇନ୍‌ଚାର୍ଜ ଦାୟିତ୍ୱ ଦିଆଯାଇଥିବା ବେଳେ ବିଷ୍ଣୁପ୍ରିୟା ବାରିକଙ୍କୁ ଓଜି-ଓଟି ଇନ୍‌ଚାର୍ଜରୁ ଅବ୍ୟାହତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଖଲ କରିନେଲେଣି ଦଲାଲ

ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ) ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି...

ଛେଣ୍ଡିପଦାରେ ଜନତା କର୍ଫ୍ୟୁର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସବୁ ବନ୍ଦ

ଛେଣ୍ଡିପଦା,୨୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଜରପଡା, ଛେଣ୍ଡିପଦା ଓ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଜନତା କର୍ଫ୍ୟୁର ପ୍ରଭାବ...

ଡ୍ୟୁଟି ସାରି ଫେରିବା ବେଳେ ଧକ୍କା ଦେଇ ଗାଡ଼ି ଫେରାର, ହୋମଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା ରେଙ୍ଗାଳି ଦକ୍ଷିଣ କେନାଲ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାଳଚେର...

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ

ଅନୁଗୋଳ ଅଫିସ, ୧୪ା୧୦ – ଅନୁଗୋଳ ସହରର ବିକାଶ ହେବ। ପାନୀୟ ଜଳ ସମସ୍ୟାର ସମାଧାନ ସହ ସ୍ଥାନେ ସ୍ଥାନେ ଓ୍ବାଟର ଏଟିଏମ୍‌ ସ୍ଥାପନ କରାଯିବ।...

ଜେଏସ୍‌ପିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ...

ପିକ୍‌ଅପ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନଗଲା

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟାର ପଳାସ ବଣିଆ ଛକ ନିକଟରେ ଶନିବାର ପୂର୍ବାହ୍ନରେ ପିକ୍‌ଅପ୍‌ ଧକ୍କାରେ ଜଣେ ସାଇକେଲ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।...

କାଳବୈଶାଖୀରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ

ବଇଣ୍ଡା,୧୦।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ସୋମବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଯୋଗୁ ବହୁ କ୍ଷତି ହୋଇଛି।...

Advertisement
Archives

Model This Week