ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର ଏହି ପାରମ୍ପରିକ ଯାତ୍ରା ଲୋକଙ୍କ ଭିତରେ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ ଯାତ୍ରୀଙ୍କ ସୁବିଧାକୁ ନେଇ ସେ ଗୃହରେ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ ଅଖଣ୍ଡ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି କରି…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ କରିଥିବା, ବ୍ରହ୍ମା ପଦ୍ମ ଉପରେ ବସିଥିବା…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ କରିବା ପରେ, ଇରାନ ଆରବ ରାଷ୍ଟ୍ରଗୁଡ଼ିକରେ ତୈଳ ଏବଂ ଗ୍ୟାସ ସୁବିଧାକୁ ଟାର୍ଗେଟ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି, କାରଣ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଶକ୍ତି ସମ୍ପର୍କିତ ସୁବିଧା ଉପରେ ଆକ୍ରମଣ…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ (LNG) ଭିତ୍ତିଭୂମି ଉପରେ ଆହୁରି ଆକ୍ରମଣ କରେ, ତେବେ ୱାଶିଂଟନ ସାଉଥ୍‌ ପାର୍ସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ କରିଛନ୍ତି, ଏହାକୁ ରୁଷିଆ ଏବଂ ଚାଇନା ଭଳି ପ୍ରମୁଖ ଶକ୍ତି ସହିତ ସମାନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲାବେଳେ ବୁଧବାର ‘ଏସ୍‌ଓପି’ ଜାରି ହୋଇଛି। ଯଦି ସଂପୃକ୍ତ ବିଭାଗ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି। ଏଥିରେ ଥିବା ୨ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ ଅଶୋଧିତ ତୈଳ…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର ଇରାନ୍‌ ପ୍ରତିରକ୍ଷା ବିଭାଗୀୟ ମୁଖ୍ୟ ଅଲୀ ଲାରିଜାନି ଏବଂ ବସିଜ୍‌ ଫୋର୍ସ କମାଣ୍ଡର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ ଭୟଙ୍କର ଅସ୍ଥିରତା ଦେଖାଦେଇଛି। ଏହି ଯୁଦ୍ଧ ଯୋଗୁ ବିଶ୍ୱର ପ୍ରାୟ ୯୫ଟି ଦେଶରେ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି । ଏହି ପଦକ୍ଷେପ ପଛରେ ଇଦ୍ ପର୍ବକୁ କାରଣ ଭାବରେ ଦର୍ଶାଯାଇଛି । ରିପୋର୍ଟ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ, ୨୦୨୬ )

View
Odisha: Today’s pics March 16, 2026

View
ଓଡ଼ିଶା: ଆଜିର ଫଟୋ (୧୫ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୩ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri