Posted inଖେଳ

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ ମଙ୍ଗଳବାର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଏହା ବଦଳରେ ଧୋନୀ ଚେନ୍ନାଇରେ ରହି କାଫ ଇଞ୍ଜୁରି ଲାଗି ରେହାବିଲିଟେଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ଦର୍ଶାଉଛି ଯେ, ଧୋନୀ ଏବେ ବି ଖେଳିବାକୁ ପ୍ରସ୍ତୁତ ନୁହନ୍ତି। ଏହାସତ୍ତ୍ୱେ ଫ୍ରାଞ୍ଚାଇଜ ଅଧିକାରୀ ତାଙ୍କୁ ଏପର୍ଯ୍ୟନ୍ତ ପୂରା ଟୁର୍ନାମେଣ୍ଟରୁ ବାଦ୍‌ ଦେଇ ନାହାନ୍ତି। ସିଏସ୍‌କେକୁ ଲିଗ୍‌ରେ ଆଉ ୫ଟି ମ୍ୟାଚ୍‌ ଖେଳିବାକୁ ଥିବାବେଳେ ଧୋନୀ କୌଣସି ପର୍ଯ୍ୟାୟରେ ଖେଳିବାକୁ ଉପଲବ୍ଧ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ପରେ ଚେନ୍ନାଇ ଆସନ୍ତା ୧୦ ଓ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ…

ପେପର ଲିକ NEET ପରୀକ୍ଷା ରଦ୍ଦ; ମାମଲାର ତଦନ୍ତ କରିବ CBI

ନୂଆଦିଲ୍ଲୀ,୧୨।୫: ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET UG 2026 ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଜାତୀୟ ପରୀକ୍ଷା ଏଜେନ୍ସି (NTA) ବା ନ୍ୟାଶନାଲ…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

୮,୦୦୦ କର୍ମଚାରୀଙ୍କୁ ଛଟେଇ କଲା ମେଟା: AI ଉପରେ ଫୋକସ, ରେକର୍ଡ ଖର୍ଚ୍ଚ ଉପରେ ଧ୍ୟାନ ମଧ୍ୟରେ ମାର୍କ ଜୁକରବର୍ଗଙ୍କ କଠିନ ପଦକ୍ଷେପ

ଓ୍ବାଶିଂଟନ,୧୨।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ ବିଶ୍ୱବ୍ୟାପୀ ଭୂରାଜନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ, ବିଶ୍ୱବ୍ୟାପୀ ଟେକ୍ନୋଲୋଜି କ୍ଷେତ୍ରରେ AI ଦ୍ୱାରା ପରିଚାଳିତ ଚାକିରି ହରାଇବାର…

ବିଜୟ ପରେ DCକୁ ଝଟକା, ଅକ୍ଷର ପଟେଲଙ୍କୁ ଏତେ ଲକ୍ଷର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୧୨।୫: IPL ୨୦୨୬ରେ, ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା। ଡିସି ପାଇଁ ସିଜିନ୍ ଏକ ଚମତ୍କାର ଆରମ୍ଭ କରିଥିଲା…

ପୁଣି ଲଘୁଚାପ ସୃଷ୍ଟି: ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, ୧୨।୫ (ବନ୍ଦନା ସେଠୀ)- ଭାରତ ମହାସାଗରର ମନ୍ନାର ଉପସାଗର ଏବଂ ସଂଲଗ୍ନ ଶ୍ରୀଲଙ୍କା ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri