ଟ୍ରମ୍ପଙ୍କ ନିର୍ଦ୍ଦେଶ: ନୂଆ ପାର୍ସପୋର୍ଟରେ ଟ୍ରାନ୍ସଓମ୍ୟାନଙ୍କ ବଦଳିଗଲା ଜେଣ୍ଡର

ଓ୍ବାଶିଂଟନ,୩୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ଅନୁସାରେ ଦେଶରେ କେବଳ ଦୁଇଟି ଲିଙ୍ଗ, ପୁରୁଷ ଏବଂ ସ୍ତ୍ରୀଲିଙ୍ଗକୁ ସ୍ବୀକୃତି ଦିଆଯିବ। ଏଥିପାଇଁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଥିଲେ। ଏହି ଆଦେଶ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ ନାହିଁ। ତଥାପି, ନୂତନ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶ ଦେଶରେ ବିବାଦକୁ ଜନ୍ମ ଦେଇଛି, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ଏବେ ଜଣେ ଟ୍ରାନ୍ସ-ମହିଳା ଦାବି କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆସିବା ପରେ, ତାଙ୍କ ପାସପୋର୍ଟରେ ତାଙ୍କର ଲିଙ୍ଗ ‘ପୁରୁଷ’ ଭାବରେ ପରିବର୍ତ୍ତନ କରାଯାଇଛି, ଯେତେବେଳେ ତାଙ୍କର ଅନ୍ୟ ସମସ୍ତ ଡକ୍ୟୁମେଣ୍ଟରେ ତାଙ୍କୁ ଜଣେ ମହିଳା ଭାବରେ ଚିହ୍ନଟ କରାଯାଇଛି। ତଥାପି, ଏହି ଟ୍ରାନ୍ସଓମ୍ୟାନ ଜଣେ ପୁରୁଷ ଭାବରେ ଜନ୍ମ ହୋଇଥିଲେ, ଯିଏ ପରେ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ମହିଳା ହୋଇଛନ୍ତି।
ଇନଫ୍ଲ୍ୟୁଏନ୍ସର ଏବଂ ଡିଜିଟାଲ କ୍ରିଏଟର ପ୍ୟାରିସିଆନ ଜାୟା ମେଖି ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନରେ, ଜାୟା ଲେଖିଛନ୍ତି, ଏହା ଆରମ୍ଭ ହେଲା। ଭିଡିଓରେ ନୂତନ ପାସପୋର୍ଟ ବିଷୟରେ କହିବାକୁ ଗଲେ, ଜାୟା କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁଁ ସେମାନେ ମୋର ପାସପୋର୍ଟ ପରିବର୍ତ୍ତନ କରି ‘ପୁରୁଷ’ ଲେଖିଥିଲେ।’ ଏହା ପରେ, ସେ ଭିଡିଓରେ ତାଙ୍କର ପାସପୋର୍ଟ ମଧ୍ୟ ଦେଖାଇଲେ, ଯେଉଁଥିରେ ଲିଙ୍ଗ ସ୍ତମ୍ଭରେ ‘M’ ଲେଖାଯାଇଥିଲା।
ମୋର ସମସ୍ତ ଡକ୍ୟୁମେଣ୍ଟରେ ମୋତେ ଜଣେ ମହିଳା ଭାବରେ ଚିହ୍ନଟ କରାଯାଇଛି ଏବଂ ଅସ୍ତ୍ରୋପଚାର ପରେ ମୁଁ ଜଣେ ସମ୍ପୂର୍ଣ୍ଣ ମହିଳା ହୋଇଗଲି,’ ଜାୟା ତାଙ୍କ ପାସପୋର୍ଟ ସହିତ ପାଇଥିବା ଏକ ଚିଠି ପଢ଼ି ମଧ୍ୟ ଏହା ସ୍ପଷ୍ଟ ଭାବେ କହିଛନ୍ତି କି କେବଳ ପାର୍ସପୋର୍ଟରେ ତାଙ୍କର ଜେଣ୍ଡର ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri