ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ ଆସିଲେନି ତେଣୁ ଅନାସ୍ଥା ଭୋଟ ହୋଇପାରିଲା ନାହିଁ। ଅନାସ୍ଥା ଭୋଟ ବାତିଲ ହେବାରୁ ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ ବଜାୟ ରହିଛି। ମୋଟ ୨୫ ସଦସ୍ୟଙ୍କ ମଧ୍ୟରୁ ୧୬ ବିଜେଡି ସଦସ୍ୟ ଅନାସ୍ଥା ଆଣିଥିଲେ। ଶୁକ୍ରବାର ଏଡିଏମ୍‌ଙ୍କ ଉପସ୍ଥିତିରେ ଭୋଟ ପାଇଁ ବ୍ୟବସ୍ଥା କରାଯାଇଥିଲା। ୨୫ରୁ ଜଣେ ସଦସ୍ୟ ଚାକିରି ପାଇଯିବାରୁ ଆଉ ୨୪ ସଦସ୍ୟ ରହିଥିଲେ।ଭୋଟିଂ ପାଇଁ ୨୪ରୁ ଦୁଇ ତୃତୀୟାଂଶ ୧୬ ସଦସ୍ୟ ଉପସ୍ଥିତି ଜରୁରୀ ଥିଲା। ତେବେ ି ବିଜେଡିର ୧୬ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ଆସିଥିଲେ। ଜଣେ ବିଜେଡି ସଦସ୍ୟ ନ ଆସିବାରୁ କୋରମ ଅଭାବରୁ ଭୋଟିଂ ବାତିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଶିକାର ରାହୁଲ–ପ୍ରିୟଙ୍କା ମଧ୍ୟରେ କଳହର: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨ା୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧୀ ପରିବାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ ରାହୁଲ ଗାନ୍ଧୀ ଓ...

ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର...

ପ୍ରଦୂଷଣରେ ଅଣନିଃଶ୍ୱାସୀ ସହରବାସୀ, ରାସ୍ତା ମରାମତି ପାଇଁ କେସ୍‌ ଦାୟର କଲେ ଆଇନଜୀବୀ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି...

ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା; ରେଲଓ୍ବେ କ୍ରସିଂରେ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରେନ, ତାପରେ…

ନୂଆଦିଲ୍ଲୀ,୨୨ା୧: ଝାଡ଼ଖଣ୍ଡର ଜସିଡିହରେ ଏକ ଟ୍ରକକୁ ଧକ୍କା ଦେଲା ଟ୍ରେନ । ଏହି ଦୁର୍ଘଟଣାରେ ଟ୍ରକ୍ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ, କୌଣସି...

ଖେଳକୁଦ ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହ ଘଟିଲା…

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଳକୁଦ ସମୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ଟି୨୦ ବିଶ୍ୱକପ ବର୍ଜନ କଲା ବାଂଲାଦେଶ: ICCକୁ ଦାୟୀ କଲେ ସରକାର

ଢାକା,୨୨।୧: ବାଂଲାଦେଶ ଦଳ ଟି୨୦ ବିଶ୍ୱକପ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ...

ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ କି? ପିଅନ୍ତୁ ଏହି ଡ଼ାଲିର ପାଣି; ଶରୀରରୁ କୋଲେଷ୍ଟରଲ ସହ ଓଜନ…

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ...

SIP ଆରମ୍ଭ କିମ୍ବା ବନ୍ଦ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ୫ କଥା, ସର୍ବଦା ଲାଭରେ ରହିବେ…

ନୂଆଦିଲ୍ଲୀ,୨୨।୧: ଏବେ SIP ନିବେଶକମାନେ ବହୁତ ଚିନ୍ତିତ। କାରଣ ହେଉଛି ଶେୟାର ବଜାରରେ ଚାଲିଥିବା ଉତ୍‌ଥାନ ପତନ। ଏହାଦ୍ୱାରା ଗତ ୧ ବର୍ଷରେ ନିବେଶକମାନଙ୍କୁ ପ୍ରାୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri