Odisha Elections 2024

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି
ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…
ଟୁଥ୍‌ପେଷ୍ଟ: ଟୁଥ୍‌ପେଷ୍ଟ ସାହାଯ୍ୟରେ ଆପଣ ଘରର ସୁଇଚ୍‌କୁ ଚକାଚକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ପୁରୁଣା ଟୁଥ୍‌ବ୍ରଶ୍‌ର ଆବଶକତା ପଡ଼ିଥାଏ। ଟୁଥ୍‌ବ୍ରଶ୍‌ରେ ଅଳ୍ପ ଟୁଥ୍‌ପେଷ୍ଟ ନିଅନ୍ତୁ, ଏବେ ବ୍ରଶ୍‌କୁ ଅପରିଷ୍କାର ହୋଇଥିବା ସ୍ଥାନରେ ଘଷନ୍ତୁ। କିଛି ସମୟ ପେଷ୍ଟକୁ ବୋର୍ଡରେ ଲାଗିବାକୁ ଛାଡ଼ି ଦିଅନ୍ତୁ। ଏହାର କିଛି ସମୟ ପରେ ଏକ ସଫା ଓ ନରମ କପଡ଼ା ସାହାଯ୍ୟରେ ସୁଇଚ୍‌ ବୋର୍ଡକୁ ପୋଛି ସଫାକରି ଦିଅନ୍ତୁ। ଦେଖିବେ ଏହା କିପରି ପୂର୍ବ ଅପେକ୍ଷା ସଫା ଦେଖାଯାଉଛି।
ନେଲପେଣ୍ଟ ରିମୁଭର: ସୁଇଚ୍‌ ବୋର୍ଡ ସଫା କରିବାକୁ ହେଲେ ଆପଣ ଥିନରର ସହାୟତା ନେଇପାରିବେ। ସାଧାରଣତଃ ଏକ ତୁଳା ସାହାଯ୍ୟରେ ନେଇ କିଛି ଥିନର ସେଥିରେ ପକାଇ ସୁଇଚ୍‌ ବୋର୍ଡକୁ ପୋଛନ୍ତୁ ଦେଖିବେ ସୁଇଚ୍‌ ବୋର୍ଡ ସଫା ଦେଖାଯାଉଛି।
ବେକିଂ ସୋଡ଼ା: ଘରେ ଥିବା ବେକିଂ ସୋଡ଼ା ବି ସୁଇଚ୍‌ ବୋର୍ଡକୁ ସଫା କରିବାରେ ସହଜ ଉପାୟ। ଏଥିପାଇଁ ୧ ଚାମଚ ବେକିଂ ସୋଡ଼ାରେ ଅଳ୍ପ ଶାମ୍ପୋ ପକାଇ ଦିଅନ୍ତୁ। ଏବେ ଏକ କପଡ଼ା ସାହାଯ୍ୟରେ ସୁଇଚ୍‌ ବୋର୍ଡକୁ ସଫା କରନ୍ତୁ ଦେଖିବେ ତାହା କିପରି ସଫା ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri