Posted inଖେଳ

ଅଶ୍ୱିନ ଘରକୁ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ବ୍ୟବସ୍ଥା କରିଥିଲେ ଜୟ ଶାହା

ନୂଆଦିଲ୍ଲୀ,୧୮।୨ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଆର. ଅଶ୍ୱିନ ବ୍ୟକ୍ତିଗତ କାରଣରୁ ଘରକୁ ଚାଲି ଯାଇଥିଲେ। ରିପୋର୍ଟ ଅନୁଯାୟୀ ଅଶ୍ୱିନଙ୍କ ମା’ଙ୍କର ଅସୁସ୍ଥତା କାରଣରୁ ସେ ଘରକୁ ଯାଇଥିବା କୁହାଯାଉଛି। ଖେଳର ଚତୁର୍ଥ ଦିନରେ ସେ ପୁଣି ରାଜକୋଟ ଫେରି ଟିମ୍ ସହିତ ଯୋଗ ଦେଇଥିଲେ।

ତେବେ ଅଶ୍ୱିନ କିପରି ଏତେ କମ୍ ସମୟରେ ରାଜକୋଟରୁ ଘରକୁ ଯାଇ ପୁଣି ଆସି ଦଳ ସହିତ ଯୋଗ ଦେଇଥିଲେ, ତାହା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସେ କହିଛନ୍ତି ଯେ, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଅଶ୍ୱିନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ବ୍ୟବସ୍ଥା କରିଥିଲେ। ଯାହାଦ୍ୱାରା ଅଶ୍ୱିନ କୌଣସି ବାଧାବିଘ୍ନରେ ଘରକୁ ଯାଇ ପୁଣି ଫେରି ପାରିବେ।

ଶାସ୍ତ୍ରୀ କମେଣ୍ଟ୍ରି କରୁଥିବା ବେଳେ କହିଛନ୍ତି ଯେ, ବିସିସିଆଇ ସଚିବ ଜୟ ଶାହ ଅଶ୍ୱିନଙ୍କ ଘରକୁ ଯିବା ଏବଂ ରାଜକୋଟ ଫେରିବା ପାଇଁ ଏକ ଚାର୍ଟର୍ଡ ବିମାନର ବ୍ୟବସ୍ଥା କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ୫୦୦ ଟେଷ୍ଟ ୱିକେଟର ମାଇଲଖୁଣ୍ଟରେ ପହଞ୍ଚିବାର କିଛି ଘଣ୍ଟା ପରେ ଅଶ୍ୱିନ୍ ତାଙ୍କ ଅସୁସ୍ଥ ମା’ଙ୍କ ନିକଟରେ ଯୋଗଦେବା ପାଇଁ ଚେନ୍ନାଇ ଯିବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

ବାଂଲାଦେଶ ପୂର୍ବରୁ ଏହି ଦେଶରେ ମଧ୍ୟ IPL ପ୍ରସାରଣ ଉପରେ ଲାଗିଥିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୫।୧: ବାଂଲାଦେଶ ସରକାର ତୁରନ୍ତ ପ୍ରଭାବରୁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ମ୍ୟାଚର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି। କୋଲକାତା ନାଇଟ ରାଇଡର୍ସରୁ ମୁସ୍ତାଫିଜୁର...

ବାଂଲାଦେଶରେ IPL ପ୍ରସାରଣ ନିଷେଧ ଉପରେ କେତେ କ୍ଷତି ସହିବ BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୫।୧: ଆଇପିଏଲ କେବଳ ଭାରତରେ ଏକ ଉତ୍ସବ ନୁହେଁ, ବରଂ ସାରା ବିଶ୍ୱରେ ଦେଖାଯାଉଥିବା ଏକ କ୍ରିକେଟ ମହାରଥୀ। କିନ୍ତୁ, ପଡ଼ୋଶୀ ବାଂଲାଦେଶର ହଠାତ୍‌ ଆଇପିଏଲ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଦୁଇ ଝିଅ ପରେ ପୁଣିଥରେ ପିତା ହେଲେ Ambati Rayudu

ନୂଆଦିଲ୍ଲୀ,୫।୧: ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଷ୍ଟାର ବ୍ୟାଟସମ୍ୟାନ ଅମ୍ବାତି ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପାଲ୍ଲି ବିଦ୍ୟା ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି।...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri