Posted inଫୁରସତ

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା। ଏବେ ଚାଇନାରୁ ଏଭଳି ଏକ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧା ନିଜର କୋଟିକୋଟି ଟଙ୍କାର ସମ୍ପତ୍ତି ପୋଷା କୁକୁର ଏବଂ ବିଲେଇଙ୍କ ନାମରେ କରିଦେଇଛନ୍ତି। ଏପରିକି ସେ ନିଜ ସମ୍ପତ୍ତିର ଟଙ୍କାଟିଏ ମଧ୍ୟ ନିଜ ସନ୍ତାନଙ୍କୁ ଦେଇନାହାନ୍ତି। ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Chinese Woman Leaves $2.8 Million Fortune To Her Pets After Her Children Fail To Care For Her | Bored Panda

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ ମୁତାବକ, ଚାଇନାର ଜଣେ ମହିଳା ନିଜ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସବୁ ସମ୍ପତ୍ତି ପୋଷା ପଶୁମାନଙ୍କ ନାମରେ କରିଦେଇଛନ୍ତି। ତାଙ୍କୁ ନାମ ଲିୟୁ। ସେ ସାଂଘାଇର ବାସିନ୍ଦା। ଲିୟୁଙ୍କ ପାଖରେ ୨୩ କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଅସୁସ୍ଥ ଥିବା ସତ୍ତ୍ୱେ ପିଲାମାନେ ତାଙ୍କୁ ଦେଖିବା ଲାଗି ଆସୁ ନ ଥିଲେ। କେହି ଫୋନ୍‌ରେ କଥା ହେଉ ନ ଥିବାରୁ ସେ ଖପ୍ପା ହୋଇଥିଲେ। ଏପରିକି ରାଗରେ ସେ ନିଜ ପାଳିତ କୁକୁର ଏବଂ ବିଲେଇଙ୍କ ନାମରେ ସବୁ ସମ୍ପତ୍ତି କରିବାକୁ ପଛାଇ ନାହାନ୍ତି।

Woman decides to leave £2.2m fortune to dogs and cats instead of her children | World | News | Express.co.uk

ତେବେ ଚାଇନାରେ ପଶୁମାନଙ୍କ ନାମରେ ସମ୍ପତ୍ତି କରିବାର ଆଇନ ନାହିଁ। ଏଣୁ ସେ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଏକ ସ୍ଥାନୀୟ ଭେଟେନାରୀ କ୍ଲିନିକ୍‌ ନାମରେ ସମ୍ପତ୍ତି କରିଛନ୍ତି। ଏହି କ୍ଲିନିକ୍‌ ତାଙ୍କ ଦେହାନ୍ତ ପରେ ପାଳିତ ପଶୁଙ୍କ ଦେଖାଶୁଣା କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri