Posted inଫୁରସତ

ବ୍ରାଣ୍ଡେଡ୍‌ ପୋଷାକ ଲୋଭରେ ଭିକାରି ହେଲେ ଏହି ସୁନ୍ଦରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସବୁ ଜିନିଷ ସୀମା ମଧ୍ୟରେ ରହିଲେ ଭଲ ଲାଗିଥାଏ। ଯଦି ଏହା ସୀମା ବାହାରକୁ ଚାଲିଯାଏ ତେବେ ତାହା କ୍ଷତିକାରକ ହୋଇଥାଏ। ଲୋକମାନେ ଘରେବସି ନିଜର ଆବଶ୍ୟକ ସାମଗ୍ରୀ ପାଇବା ପାଇଁ ଅନ୍‌ଲାଇନ୍‌ ସପିଂ ହେଉଛି ଏକ ସହଜ ଉପାୟ। କେତେକ ଅନ୍‌ଲାଇନ୍‌ ପୋର୍ଟାଲ ଲୋକଙ୍କୁ ଏବେ ‘ପେ ଲେଟର’ ଅପ୍‌ଶନ୍‌ ଦେଇଛି। ଅର୍ଥାତ୍‌ ଆପଣ ବର୍ତ୍ତମାନ ଜିନିଷ କିଣି ପରେ ଟଙ୍କା ଦେଇପାରିବେ। ହେଲେ ବ୍ରିଟେନର ଜଣେ ୨୪ ବର୍ଷୀୟା ଯୁବତୀ ଟାବି ସ୍ମିଥ୍‌ଙ୍କୁ ଏହି ଅନ୍‌ଲାଇନ୍‌ ସପିଂରେ ଏମିତି ବାଇଆ ହୋଇଗଲେ ଯେ, ଏଥିପାଇଁ ତାଙ୍କୁ ନିଜର ଘର ମଧ୍ୟ ବିକ୍ରି କରିବାକୁ ପଡ଼ିଲା। ଏଥିସହ ଆଉ ଦେଢ଼ ଲକ୍ଷ ଟଙ୍କାର ଋଣ ତାଙ୍କ ଉପରେ ରହିଛି। ଏବେ ତାଙ୍କ ପାଖରେ ଯଦି କିଛି ଥାଏ, ତେବେ ତାହା ହେଉଛି ବ୍ରାଣ୍ଡେଡ୍‌ ପୋଷାକ। ଅନ୍‌ଲାଇନ୍‌ ସପିଂରେ ପେ ଲେଟର ଅପଶନ୍‌ ଯୋଗୁ ଟାବିଙ୍କର ଏହି ଦୁର୍ଦ୍ଦଶା ହୋଇଛି। ନିଜେ ଟାବି ଏହି କଥା ଲୋକଙ୍କ ସହ ଶେୟାର କରିଛନ୍ତି।


ଏ ନେଇ ଟାବି କହିଛନ୍ତି, ପେ ଲେଟର ଯୋଗୁ ସେ ବିନା ମୂଲ୍ୟରେ ସପିଂ କରିବାର ଆରମ୍ଭ କରିଥିଲେ ପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। କିଛି ଦିନ ମଧ୍ୟରେ ଅବସ୍ଥା ଏପରି ହେଲା ଯେ, ତାଙ୍କ ଉପରେ ଦେଢ଼ ଲକ୍ଷ ଟଙ୍କାର ଋଣ ଲାଗିଗଲା। ଏଥିସହ ସେ ନିଜର ଘର ମଧ୍ୟ ହରାଇ ସାରିଛନ୍ତି। ଅନ୍‌ଲାଇନରେ କିଣିଥିବା ପୋଷାକ କେବଳ ତାଙ୍କ ପାଖରେ ରହିଯାଇଥିବା ଟାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri