ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇବା ଯେତିକି କଷ୍ଟ ନିଯୁକ୍ତି ପରେ ତାହା ଆହୁରି ଚ୍ୟାଲେଞ୍ଜିଂ ବୋଲି କୁହାଯାଏ। ହେଲେ ଚ୍ୟାଲେଞ୍ଜିଂ ଜବ୍‌ ଭିତରୁ ସମୟ ବାହାର କରି ସୁବିଧା ସୁଯୋଗରୁ ବଞ୍ଚତ୍ତ ଛାତ୍ରୀମାନଙ୍କୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଅନଲାଇନରେ ଶିକ୍ଷା ଦେଉଛନ୍ତି ଆଇପିଏସ୍‌ ସୁରଜ ସିଂ ପରିହାର। ୨୦୧୪ ୟୁପିଏସସି ପରୀକ୍ଷାରେ ୩୩୪ ର଼୍ୟାଙ୍କ ପାଇବା ପରେ ଛତିଶଗଡ ଗୌରାଲା- ପେଣ୍ଡ୍ରା ମରଓ୍ବାହି ଜିଲାର ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସପ୍ତାହ ସାରା କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ବି ସପ୍ତାହାନ୍ତରେ ସେ ଓ୍ବେବିନାର ଚଳାଉଛନ୍ତି। ଇନଷ୍ଟାଗ୍ରାମ, ଫେସବୁକ, ଟୁଇଟର ଏହି ତିନୋଟି ଅନଲାଇନ ସେସନରେ ଯଥାକ୍ରମେ ୨୫୦୦, ୩୦୦୦ ଓ ୧୩୦୦୦ ୟୁପିଏସସି ଆଶାୟୀମାନେ ଯୋଡି ହୋଇଛନ୍ତି ଓ ଏମାନଙ୍କ ସହ ସୁରଜ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ ପ୍ରତିଦିନ ନିଜ ଦାୟିତ୍ୱ ଭିତରେ ସମୟ ବାହାର କରି ପ୍ରସ୍ତୁତ ହୋଇଥାନ୍ତି।
ସୁରଜ ଅନ୍ୟ ୟୁପିଏସ୍‌ସି ଟପ୍ପରମାନଙ୍କୁ ଏହି ଅନଲାଇନ କ୍ଲାସରେ ସହଯୋଗ କରିବା ପାଇଁ ଅନୁରୋଧ କରନ୍ତି। ବହୁ ସମୟରେ ଏକାଧିକ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ତାଙ୍କ ସହ ସାମିଲ ହୋଇ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ସମୟେ ସମୟେ ବ୍ୟସ୍ତବହୁଳ ଦାୟିତ୍ୱ ଯୋଗୁ ସେମାନେ ଯୋଗ ନ ଦେଲେ ସୁରଜ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ଓ ଏଥିଲାଗି ସପ୍ତାହାନ୍ତର ପୂରା ସମୟ କଟାଇ ଦିଅନ୍ତି। ବିଭିନ୍ନ ସମସ୍ୟା ଯୋଗୁ ୟୁପିଏସସି ପରୀକ୍ଷାରୁ ବଞ୍ଚତ୍ତ ହେଉଥିବା ଆଶାୟୀମାନଙ୍କ ମନୋବଳ ବଢାଇବା ପାଇଁ ସୁରଜଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତା ଏକ ସାମାଜିକ ପ୍ରତିବନ୍ଧକ

ଡ.ପରମାନନ୍ଦ ନାଏକ ଆଜିର ଏହି ପରିବର୍ତ୍ତନଶୀଳ ସମାଜରେ ଅସ୍ପୃଶ୍ୟତା ଏକ ପ୍ରତିବନ୍ଧକ ହୋଇ ଠିଆହୋଇଛି। ଏହି ଆଧୁନିକ ସଭ୍ୟତାରେ ଜାତି ଓ ଉପ-ଜାତି ପ୍ରଥା ଏକ...

ସମ୍ପାଦକୀୟ/ ସମାଧାନକାରୀ ନୁହେଁ, ସୃଷ୍ଟିକର୍ତ୍ତା

ସାଧାରଣ ନିର୍ବାଚନ ୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଦେଶରେ ଦିନକୁ ଦିନ ପ୍ରଚାର ଅଭିଯାନ ଜୋରଦାର...

କୁକୁଡ଼ା ବଞ୍ଚିଲେ ସୁନାର ଅଣ୍ଡା

ରଞ୍ଜନ କୁମାର ଦାସ ଚାକିରି କରୁଥିବା ଲୋକଙ୍କୁ ଭଲରେ ଅଛନ୍ତି ଭାବି ଅନ୍ୟମାନେ ଈର୍ଷା କରନ୍ତି। ସମସ୍ତଙ୍କର ଧାରଣା ଯିଏ ଥରେ ଚାକିରିଟେ ପାଇଗଲା ତା’...

ଏଇ ଭାରତରେ

୧୭ ବର୍ଷ ବୟସରେ ଏକ ରୋବୋ ନିର୍ମାଣ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି କାନପୁରର ମହମ୍ମଦ ସୟଦ ଛାଥୋଥ୍‌। ସେ ଏବେ ଇ.କେ.ନାୟାନାର ମେମୋରିଆଲ...

ଏଇ ଭାରତରେ

କାନପୁରରେ ଖୁସି ବାଣ୍ଟୁଛି ଉଦ୍ଦେଶ୍ୟ ସଚାନଙ୍କ ଗୁରୁକୁଳମ୍‌। ଏହାକୁ ‘ଖୁସିର ସ୍କୁଲ’ ଭାବେ ଲୋକେ ଜାଣନ୍ତି। ଏହା ଏକପ୍ରକାର ମୁକ୍ତ ସ୍କୁଲ; ଯେଉଁଠି ଗଣିତ ଓ...

ଅସ୍ବୀକାର କାହିଁକି

ଆକାର ପଟେଲ ଶାସନ ବ୍ୟବସ୍ଥା ନିମ୍ନଗାମୀ ହୋଇଥିବା ବିଭିନ୍ନ ସୂଚକାଙ୍କର ତଥ୍ୟକୁ ଭିତ୍ତି କରି ଭାରତର ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୨୦ରେ ମୋଦି ସରକାର...

ଏଇ ଭାରତରେ

ମହାରାଷ୍ଟ୍ର ସୋଲାପୁରର ୩୦ ବର୍ଷୀୟା ମୟୂର ଶାହା ଅଦରକାରୀ ଫିସ୍‌ ସ୍କିନ୍‌ ବା ମାଛ ଚମଡ଼ାକୁ ପ୍ରୋସେସିଂ କରି ଏକ ପ୍ରକାର ପରିବେଶ ଉପଯୋଗୀ ଲେଦର...

ଏଇ ଭାରତରେ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍‌ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ...

Advertisement
Archives

Model This Week