ଖେଳ

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା ଆରମ୍ଭ କରିଛନ୍ତି। ପ୍ରଥମ ଦଳ ଭାବେ କାନାଡା ଓହରିଛି। କାନାଡିଆନ ଅଲିମ୍ପିକ୍‌ କମିଟି (ସିଓସି)…

କ୍ରୀଡ଼ା ଜଗତ ପାଇଁ କଠିନ ସମୟ

ଶୁଭମ୍‌ ଷଡ଼ଙ୍ଗୀ। ଓଡ଼ିଶା ଏଫସି ଏବଂ ଭାରତୀୟ ଫୁଟବଲ ପାଇଁ ଏବେ ଏକ ପରିଚିତ ନାମ। ଇଣ୍ଡିଆନ ସୁପର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଯୁବ ଓଡ଼ିଆ ଖେଳାଳି ସାମ୍ପ୍ରତିକ ସମୟକୁ ନେଇ ବେଶ୍‌ ଚିନ୍ତିତ। କୋଭିଡ-୧୯ ସଂକ୍ରମଣ ଯୋଗୁ…

ଆଇସିସିକୁ ରୋହିତଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୩ା୩ (ପି.ଟି.)- ଭାରତର ଦ୍ରୁତ ରନ ସଂଗ୍ରହକାରୀ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି। କାରଣ ଭଲ ରୂପେ ପୁଲ୍‌ ଶଟ୍‌ ଖେଳିପାରୁଥିବା ବିଶ୍ୱର ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ ତାଲିକାରେ ତାଙ୍କ ନାମ…

ଫେସ୍‌ବୁକ୍‌ଠାରୁ କାହିଁକି ଦୂରରେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୨୩।୩- ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର ଉନ୍ମୋଚନ ସେ ନିଜେ କରିଛନ୍ତି। ‘ସ୍ପାଇସ୍‌ ପିଚ୍‌’ ନାମକ ଏକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର…

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌ ହେବ କି ନା ସେ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ଦ୍ୱନ୍ଦ୍ୱରେ ପଡ଼ିଛି। ଗେମ୍ସକୁ…

କରୋନା ଭାଇରସ୍‌ ଆକ୍ରାନ୍ତ: ଫେଲାଇନ ପ୍ରଥମ

ଶାଂଘାଇ, ୨୩।୩ (ଏଏଫ୍‌ପି)- ଚାଇନିଜ ସୁପର୍‌ ଲିଗ୍‌ (ସିଏସ୍‌ଏଲ୍‌)ର ପ୍ରଥମ ଫୁଟ୍‌ବଲର୍‌ ଭାବେ ମାରୋଉଆନେ ଫେଲାଇନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଫେଲାଇନ୍‌ଙ୍କ କ୍ଲବ ଶାନଡଙ୍ଗ୍‌ ଲୁନେଙ୍ଗ ପକ୍ଷରୁ ରବିବାର ଏହା କୁହାଯାଇଛି। ୩୨ ବର୍ଷୀୟ ଏହି ବେଲ୍‌ଜିୟମ ମଧ୍ୟଭାଗ ଖେଳାଳି…

ଅଲିମ୍ପିକ୍ସ ସ୍ଥଗିତ ପାଇଁ ଗ୍ଲୋବାଲ ଆଥ୍‌ଲେଟ ଗ୍ରୁପ୍‌ର ଆହ୍ବାନ

ଟୋକିଓ, ୨୨ା୩ (ଏପି)- ମହାମାରୀ କରୋନା ଭାଇରସ୍‌ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନ ଆସିଛି, ସେ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଲାଗି ଗ୍ଲୋବାଲ୍‌ ଆଥ୍‌ଲେଟ୍ସ ଗ୍ରୁପ୍‌ ଆହ୍ବାନ କରିଛି। କୋଭିଡ୍‌-୧୯ର ପ୍ରସାରକୁ ରୋକିବା ଲାଗି ସମଗ୍ର ବିଶ୍ୱ ଏବେ…

ସେଲ୍ଫ-କ୍ୱାରାଣ୍ଟାଇନ୍‌ରେ ସାଙ୍ଗାକରା

କଲମ୍ବୋ, ୨୨।୩- ଘାତକ କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଗାଇଡ୍‌ଲାଇନ ମୁତାବକ ନିଜ ଆଡ଼ୁ ସେଲ୍ଫ-କ୍ୱାରାଣ୍ଟାଇନରେ ରହିଥିବା ସାଙ୍ଗାକରା ସୂଚନା ଦେଇଛନ୍ତି। ୟୁରୋପ ମହାଦେଶରେ…

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ ହଜାର ଦର୍ଶକ

ସେଣ୍ଡାଇ(ଜାପାନ),୨୨।୩(ଏଏଫ୍‌ପି)- କରୋନା ଭାଇରସର ପ୍ରକୋପ ସତ୍ତ୍ୱେ ନର୍ଥଇଷ୍ଟର୍ନ ଜାପାନରେ ରବିବାର ଅନୁଷ୍ଠିିତ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ୫୦ ହଜାର ଦର୍ଶକ ଯୋଗ ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୀସ୍‌ ଟୋକିଓ ୨୦୨୦ ଗେମ୍ସ ଆୟୋଜକଙ୍କୁ ଅଲିମ୍ପିକ ମଶାଲ ହସ୍ତାନ୍ତର…

ମହିଳା କ୍ରିକେଟରଙ୍କୁ ଅସଦାଚରଣ ପରେ କୋଚ୍‌ ନିଲମ୍ବିତ

ନୂଆଦିଲ୍ଲୀ,୨୨।୩- ବରୋଦା କ୍ରିକେଟ ଆସୋସିଏଶନ (ବିସିଏ)ର ମହିଳା ଦଳର କୋଚ୍‌ ଅତୁଲ ବେଦାଦେଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି। ଭାରତ ପାଇଁ ଖେଳିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅତୁଲଙ୍କୁ ୨୦୧୯-୨୦ ସିଜନରେ ବରୋଦା ମହିଳା ଦଳର କୋଚଭାବେ…

ଗୋଟିଏ ହୋଟେଲରେ ରହୁଥିଲେ କନିକା କାପୁର, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଖେଳାଳି

ନୂଆଦିଲ୍ଲୀ,୨୨।୩- ଏକ ହଜାର ସ୍ଥାନୀୟ ପ୍ରଶାସକ ଓ ଉତ୍ତର ପ୍ରଦେଶ (ୟୁପି) ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ଗଠିତ ୧୦୦ ଦଳକୁ ବଲିଉଡ କଣ୍ଠଶିଳ୍ପୀ କନିକା କାପୁରଙ୍କ ଯୋଗାଯୋଗରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ମାର୍ଚ୍ଚ ୧୧…

କରୋନା ପୀଡ଼ିତ ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତିଙ୍କ ପରଲୋକ

ମାଡ୍ରିଡ୍‌,୨୨।୩- ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତି ୭୬ ବର୍ଷୀୟ ଲୋରେଞ୍ଜୋ ସାଞ୍ଜଙ୍କ ପରଲୋକ ଘଟିଛି। କରୋନା ଭାଇରସ ଯୋଗୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାଙ୍କ ପୁଅ ସ୍ପଷ୍ଟ କରିଛନ୍ତି। ସାଞ୍ଜ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ରିୟଲ ମାଡ୍ରିଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?