କରୋନାରେ ପୀଡ଼ିତ ଜୁଭେଣ୍ଟସ ସୁପରଷ୍ଟାର ଡିବାଲା
ରୋମ,୨୨।୩- ଜୁଭେଣ୍ଟସ ସୁପରଷ୍ଟାର ଫୁଟବଲ ଖେଳାଳି ପଲ ଡିବାଲା ମାରାତ୍ମକ ଭାଇରସ କରୋନାରେ ପୀଡ଼ିତ ଥିବା ସ୍ବୀକାର କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ଦଳର ତୃତୀୟ ଖେଳାଳି ଭାବେ ଡିବାଲା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏସି ମିଲନ ଡିଫେଣ୍ଡର ପାଉଲୋ ମାଲଡିନି…
ଜୀବନର ଅନ୍ତିମ ମୁହୂର୍ତ୍ତରେ ଧୋନୀଙ୍କ ବିଶ୍ୱକପ୍ ବିଜୟୀ ଛକା ଦେଖିବାକୁ ଚାହାନ୍ତି ପ୍ରସିଦ୍ଧ ଭାରତୀୟ ଖେଳାଳି
ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍ ଭାରତୀୟ ପ୍ରଶଂସକଙ୍କ ମନରେ ସର୍ବଦା ଲିପି ବଦ୍ଧ ହୋଇ ରହିବ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କ ସେହି ବିଶ୍ୱକପ୍ ବିଜୟୀ ଛକାକୁ କିଏ ବା ଭୁଲି ପାରିବ। ପୂର୍ବତନ ଭାରତୀୟ…
‘ସୁରକ୍ଷିତ ପରିବେଶ’ ରେ ଭାରତୀୟ ହକିର ଅଲିମ୍ପିକ ପ୍ରସ୍ତୁତି
ବେଙ୍ଗାଲୁରୁ, ୨୨।୩ (ପି.ଟି.) – ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ ସତ୍ତ୍ୱେ ଭାରତୀୟ ହକି ଦଳ ‘ସୁରକ୍ଷିତ ପରିବେଶ’ରେ ଆଗାମୀ ଅଲିମ୍ପିକ୍ସ ପାଇଁ ସେମାନଙ୍କ ପ୍ରସ୍ତୁତି ଚଳାଇଛନ୍ତି। ସ୍ଥାନୀୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟର ପରିସରରେ…
ମାଞ୍ଚେଷ୍ଟର ଫୁଡ୍ ବ୍ୟାଙ୍କକୁ ସାହାଯ୍ୟ କରିବା ଲାଗି ଏକାଠି ହେଲେ ୟୁନାଇଟେଡ୍, ସିଟି
ଲଣ୍ଡନ, ୨୨।୩(ଏଏଫ୍ପି)- ପ୍ରିମିୟର ଲିଗ୍ର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ମାଞ୍ଚେଷ୍ଟର ସିଟି କୋଭିଡ୍-୧୯ ଭୟାବହତା ଦ୍ୱାରା ପ୍ରଭାବିତ ସହରର ଖାଦ୍ୟ ବ୍ୟାଙ୍କକୁ ସାହାଯ୍ୟ କରିବା ଲାଗି ମିଳିତ ଭାବେ ଏକ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରିବେ। ଏହି…
ମେଡିକାଲ ଷ୍ଟାଫଙ୍କୁ ମାଗଣା ରହିବା ସୁବିଧା ଦେବେ ପ୍ୟାଲେସ ଷ୍ଟାର ଜାହା
ଲଣ୍ଡନ, ୨୨।୩(ଏଏଫ୍ପି)-କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଷ୍ଟାଫଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କ୍ରିଷ୍ଟଲ ପାଲେସ ଓ୍ବିଙ୍ଗର ଓ୍ବିଲ୍ଫ୍ରେଡ ଜାହା। ଲଣ୍ଡନ ସ୍ଥିତ ତାଙ୍କ ହୋଟେଲରେ ମେଡିକାଲ ଷ୍ଟାଫ୍ଙ୍କ ପାଇଁ ମାଗଣା ରହଣି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ୨୭ ବର୍ଷୀୟ…
କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ୍ସ ଆଶାଠାରୁ ଆଶଙ୍କା ବେଶୀ
ନୂଆଦିଲ୍ଲୀ,୨୨।୩- କରୋନା ଭାଇରସ ସଂକ୍ରମଣ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ପ୍ରଭାବ ପକାଇବା ସମ୍ଭାବନା ଦେଖା ଦେଇଛି। ଆୟୋଜକଙ୍କ ପକ୍ଷରୁ ଯଦିଓ ଏହାକୁ ଠିକ୍ ସମୟରେ ଆୟୋଜନ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ତେବେ ବିଭିନ୍ନ କ୍ୱାଲିଫାଇଂ ଟୁର୍ନାମେଣ୍ଟ ସ୍ଥଗିତ…
୨୯ ଯାଏ ବନ୍ଦ ରହିବ ଓଓଏ, ଓସିଏ କାର୍ଯ୍ୟାଳୟ
କଟକ ଅଫିସ,୨୨ା୩ – କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଧାରାରୁ ଦୂରେଇ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ କ୍ରୀଡ଼ା ସଂଘ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଓଡ଼ିଶା…
ଓ୍ବାଡା ଗାଇଡ୍ଲାଇନ୍ ଜାରି
ମଣ୍ଟ୍ରିଲ, ୨୨ା୩ (ଏଏଫ୍ପି)-କରୋନା ଭାଇରସ୍ ଜନିତ ସମସ୍ୟା କାରଣରୁ ଓ୍ବାଲର୍ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ବିଶେଷ କରି ୨୦୨୦ ଟୋକିଓ ଅଲିମ୍ପିକ ଓ ପାରା ଅଲିମ୍ପିକ ଗେମ୍ସରେ ଭାଗ ନେବାକୁ ଥିବା…
ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି
ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କୋଭିଡ୍-୧୯ ଭୟାବହତା ଯୋଗୁ ନୂଆ ସିଜନ ଆରମ୍ଭ ହେବାରେ ବିଳମ୍ବ ହେବ। ପ୍ରଥମ ଶ୍ରେଣୀ…
କ୍ୱାରାଣ୍ଟାଇନ ନିୟମ ଭାଙ୍ଗିଲେ ମେରୀକମ୍
ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଯୋଗୁ ପୂରା ବିଶ୍ୱ ଚିନ୍ତିତ। ବିଦେଶ ଫେରନ୍ତା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ଓ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ନିୟମକୁ ଭଙ୍ଗ କରିଛନ୍ତି ୬…
ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ
ସାଙ୍ଘାଇ,୨୧।୩(ପି.ଟି.): ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍ରେ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ ଦେହରେ ଏହି ଭାଇରସ ଥିବା କଥା ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍ଏ) ତରଫରୁ ଶନିବାର…
ଆଇସିସି ଟି୨୦ ପୁରୁଷ ବିଶ୍ୱକପ୍: ସେମିଫାଇନାଲ ରିଜର୍ଭ ଡେ ଲାଗି ପ୍ରସ୍ତାବ
ସିଡନୀ, ୨୧।୩(ପି.ଟି.): ଅକ୍ଟୋବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍ରେ ସେମିଫାଇନାଲ ମ୍ୟାଚ୍ ଲାଗି ରିଜର୍ଭ ଡେ ରଖିବାକୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇପାରେ। ଚଳିତ ବର୍ଷ ଶେଷ ଆଡକୁ ଆୟୋଜନ ହେବାକୁ ଥିବା…

