ହେଜେଲ୍ଙ୍କୁ କଫି ଡେଟ୍ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ
ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା ଅଭିନେତ୍ରୀ ଥିବା ହେଜଲ ଏବେ ଯୁବରାଜଙ୍କ ଜୀବନସାଥୀ। ବର୍ତ୍ତମାନ ସେ ବ୍ୟକ୍ତିଗତ ଜୀବନକୁ ପୁରା…
ପିଏସ୍ଏଲ ଅର୍ଥ ଫେରାଇବେ ଉମର ଆକମଲ
କରାଚୀ,୨୮।୨(ପି.ଟି.)- ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ସ୍ପଟ ଫିକ୍ସିଂ ପାଇଁ ପ୍ରସ୍ତାବ ମିଳିଥିଲା। କିନ୍ତୁ ରିପୋର୍ଟ କରିବାରେ ବିଫଳ ହେବାରୁ ବାସନ୍ଦ ହୋଇଛନ୍ତି। ଏଥିଯୋଗୁ ସେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ରେ ଖେଳୁ ନାହନ୍ତି। ତାଙ୍କୁ ଲିଗ୍ ପାଇଁ ଦିଆଯାଇଥିବା ଅର୍ଥ…
ବାଇକ୍ ଦୁର୍ଘଟଣାରେ ଅଲିମ୍ପିକ୍ ଜାଭେଲିନ ଥ୍ରୋୟରଙ୍କ ମୃତ୍ୟୁ
ବୁଏନ୍ସ ଏରିଜ,୨୮।୨- ଟୋକିଓ ଅଲିମ୍ପିକ୍ସକୁ ମାତ୍ର ୫ ମାସ ବାକିଥିବାବେଳେ ଆର୍ଜେଣ୍ଟିନାର ୨୬ ବର୍ଷୀୟ ଜାଭେଲିନ ଥ୍ରୋୟର ବ୍ରାଏନ ଟୋଲେଡୋ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରାଜଧାନୀ ବୁଏନ୍ସ ଏରିଜ ନିକଟସ୍ଥ ମାର୍କୋସ ପାଜଠାରେ ଦୁର୍ଘଟଣା ହୋଇଥିଲା। ଆମେ ଜଣେ ଭଲ…
ଶ ଫିଟ୍, ସ୍ପଷ୍ଟ କଲେ ଶାସ୍ତ୍ରୀ
ଖୀଷ୍ଟଚର୍ଚ୍ଚ,୨୮।୨(ପି.ଟି.)- ଯୁବ ଓପନର ପୃଥ୍ବୀ ଶ ପାଦ ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଖେଳିବେ ବୋଲି ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି। ପାଦ ଫୁଲି ଥିବାରୁ…
ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କୁ ସାହାଯ୍ୟ କରିବେ କୋଚ୍ ସାଣ୍ଟୋସୋ
ନୂଆଦିଲ୍ଲୀ,୨୮।୨- ଇଣ୍ଡୋନେସିଆର କିମ୍ବଦନ୍ତୀ କୋଚ ଅଗୁସ ଡ୍ବି ସାଣ୍ଟୋସୋ ବହୁ ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ୍ସ ପଦକଧାରୀ ଶଟଲର ସୃଷ୍ଟି କରିଛନ୍ତି। ଆଗାମୀ କିଛି ସପ୍ତାହରେ ସେ ଭାରତ ଆସିବେ। ଭାରତୀୟ ସିଙ୍ଗଲ୍ସ ଷ୍ଟାର ପି. ଭି. ସିନ୍ଧୁ, ସାଇନା ନେହ୍ବାଲ…
ଆଇପିଏଲ ପାଇଁ ଅଯୋଗ୍ୟ କେକେଆର ଖେଳାଳି ପ୍ରବୀଣ
କୋଲକାତା,୨୮।୨- ଗତବର୍ଷ ଡିସେମ୍ବରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୪୮ ବର୍ଷୀୟ ପବୀଣ ତାମ୍ବେଙ୍କୁ କିଣିଥିଲା। ତାଙ୍କୁ ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏ ନେଇ ଆଇପିଏଲ ପରିଚାଳନା କମିଟି ମୁଖ୍ୟ ବ୍ରିଜେଶ…
ଭାରତୀୟ ଦଳକୁ ଶକ୍ତ ଧକ୍କା
ଖ୍ରୀଷ୍ଟଚର୍ଚ୍ଚ,୨୮।୨- ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳ ଏବେ ସମସ୍ୟାରେ ଘେରି ହୋଇଯାଇଛି। ଆହତ ସମସ୍ୟା କାରଣରୁ ମୁଖ୍ୟ ବୋଲର ଈଶାନ୍ତ ଶର୍ମା ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଗତ ଜାନୁୟାରୀରେ ବିଦର୍ଭ ବିପକ୍ଷ ରଣଜୀ ମ୍ୟାଚ୍ବେଳେ…
ପାକିସ୍ତାନ ଯିବି ନାହିଁ: ମୁଶଫିକର
ଢାକା,୨୮।୨- ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛନ୍ତି। ବାଂଲାଦେଶ ଦଳ ପାକିସ୍ତାନ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଗୋଟିଏ ଦିନିକିଆ ମ୍ୟାଚ୍ ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ। ଏଥି…
ସୁରକ୍ଷା କର୍ମୀଙ୍କ ସହ ନାଚିଲେ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୮।୨- ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ରୋମାଞ୍ଚଭରା ମ୍ୟାଚ୍କୁ ୩ ରନ୍ରେ ଜିତିବା ପରେ ଭାରତୀୟ ଦଳର ସଦସ୍ୟା ଜେମିମା ରୋଡ୍ରିଗୁଏଜ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏନ୍ସିଜି)ର ଜଣେ ମହିଳା…
ହେଭିଓ୍ବେଟ୍ ଚାମ୍ପିୟନ
୬ ଫୁଟ ୯ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ ବାଜି ମାରିଛନ୍ତି। ଏଥି ସହିତ ଫ୍ୟୁରି ଡବ୍ଲ୍ୟୁବିଏ, ଆଇବିଏଫ୍, ଡବ୍ଲ୍ୟୁବିଓ, ଆଇବିଓ, ଡବ୍ଲ୍ୟୁବିସି ଓ…
ତାରକା ବୋଲର ବସନ୍ତ
ଓଡ଼ିଶା ପାଇଁ ୧୦୦ତମ ରଣଜୀ ମ୍ୟାଚ୍ ଖେଳି ଦ୍ରୁତ ବୋଲର ବସନ୍ତ ମହାନ୍ତି ଏକ ବିରଳ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ରଶ୍ମିରଞ୍ଜନ ପରିଡା ଓ ପ୍ରଜ୍ଞାନ ଓଝା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି…. ରଣଜୀ…
ସୁଇମିଂ କୁଇନ୍ ଦାମିନୀ
ମାତ୍ର ୧୭ ବର୍ଷରେ ସାଉଥ୍ ଏସିଆନ ଗେମ୍ସରେ ୪ ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା କର୍ନାଟକର ଦାମିନୀ ଗୌଡ଼ା ଏବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସନ୍ତରଣରେ ସେ ୩ ସ୍ବର୍ଣ୍ଣ ଓ ୨…

