ଖେଳ

ଭାରତ-କାତାର ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ମଙ୍ଗଳବାର

ନୂଆଦିଲ୍ଲୀ,୭ା୩ (ପି.ଟି.): ମାରାତ୍ମକ କରୋନା ଭାଇରସ ଆଶଙ୍କାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ବିଷୟକୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ଶନିବାର ସ୍ପଷ୍ଟ କରିଛି। ଏହି ମ୍ୟାଚ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ…

ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସ: ଫଙ୍ଗାଲ କ୍ୱାର୍ଟର ଫାଇନାଲରେ

ଅମାନ (ଜୋର୍ଡାନ),୭ା୩ (ପି.ଟି.): ଭାରତର ଷ୍ଟାର ବକ୍ସର ଅମିତ ଫଙ୍ଗାଲ (୫୨କେଜି) ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ସେ ମଙ୍ଗୋଲିଆର ଏଙ୍ଖମାନାଦାଖ ଖାର୍‌ଖୁଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ ଟିକେଟ ହାସଲ କରିବା ଲାଗି ତାଙ୍କୁ…

ନିରପେକ୍ଷ ଭେନ୍ୟୁରେ ଖେଳାଯିବ ଏସିଆ କପ୍‌: ପିସିବି ସ୍ବୀକାର କଲା

କରାଚୀ,୭।୩(ପି.ଟି.)- ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ଶନିବାର ସ୍ବୀକାର କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ଏହଶାନ ମାନି। ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ସୁରକ୍ଷାଗତ…

ପାକିସ୍ତାନ ଗସ୍ତ ଲାଗି ଓ୍ବେଷ୍ଟଇଣ୍ଡିଜକୁ ଦିଆଯାଇଥିଲା ଅଧିକ ଅର୍ଥ

କରାଚୀ,୭।୩(ପି.ଟି.)- ଦୁଇ ବର୍ଷ ପୂର୍ବେ ଓ୍ବେଷ୍ଟଇଣ୍ଡିଜ ଦଳ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ କରିଥିଲା। ଏଥିନେଇ ଭ୍ରମଣକାରୀ ଦଳର ସଦସ୍ୟଙ୍କୁ ଅଧିକ ଅର୍ଥ ଦିଆଯାଇଥିଲା ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ଏହସାନ ମାନି କହିଛନ୍ତି। ନ୍ୟାଶନାଲ…

ଆଇପିଏଲ୍‌ରୁ ଓହରିଲେ କ୍ରିସ୍‌ ଓ୍ବକ୍ସ

ନୂଆଦିଲ୍ଲୀ,୭ା୩- ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଆଗାମୀ ଆଇପିଏଲ୍‌ରେ ଖେଳିବେ ନାହିଁ। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଦେଢ଼ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ ଆଇପିଏଲରେ ଖେଳିବା ପରିବର୍ତ୍ତେ ଆଗାମୀ ସିଜନ ପାଇଁ ଫ୍ରେଶ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ…

ଛକା ବର୍ଷା ପରେ ପାଣ୍ଡ୍ୟାଙ୍କ ପାଇଁ ବାରିକେଡ୍‌ ଭାଙ୍ଗିଲେ ଫ୍ୟାନ

ନବି ମୁମ୍ବାଇ,୭।୩- କ୍ରିକେଟରଙ୍କ ଫ୍ୟାନମାନେ ମ୍ୟାଚ୍‌ବେଳେ ନିଜ ଷ୍ଟାରଙ୍କୁ ଦେଖିବା ପାଇଁ ବାରିକେଡ୍‌ ଭାଙ୍ଗିବା କିଛି ନୂଆ କଥା ନୁହେଁ। ଡି. ଓ୍ବାଇ. ପାଟିଲ ଷ୍ଟାଡିୟମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକ ପରେ ପ୍ରଶଂସକମାନେ ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ। ବିପିସିଏଲ ବିପକ୍ଷ…

ରଣଜୀ ଫାଇନାଲରେ ଖେଳିବେ ପୂଜାରା

ରାଜକୋଟ,୭।୩(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୌରାଷ୍ଟ ପକ୍ଷରୁ ବେଙ୍ଗଲ ବିପକ୍ଷ ରଣଜୀ ଫାଇନାଲରେ ଖେଳିବେ। ଏ ନେଇ ଶନିବାର ସ୍ପଷ୍ଟ ହୋଇଛି। ସୋମବାରଠାରୁ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଘରୋଇ କ୍ରିକେଟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଥର…

୫ କ୍ରିକେଟର ଥିଲେ ଗରିବ ଏବେ ପାଲଟିଛନ୍ତି କୋଟିପତିି

ନୂଆଦିଲ୍ଲୀ, ୭।୩: ଦିନେ ଗରିବ ଥିବା ୫ ଭାରତୀୟ କ୍ରିକେଟରଙ୍କ ପାଖରେ ଏବେ ଅଚଳାଚଳ ସମ୍ପତ୍ତି। ସେମାନେ ପାଲଟି ଯାଇଛନ୍ତି କୋଟିପତି। ସେମାନେ ହେଉଛି ବିରେନ୍ଦ୍ର ସେହ୍ବାଗ, ରବୀନ୍ଦ୍ର ଜାଡେଜା, ହରଭଜନ ସିଂ, ଜାହିର୍‌ ଖାଁ ଏବଂ ଉମେଶ ଯାଦବ ପ୍ରମୁଖ।…

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨ ବର୍ଷୀୟ ଜାଫର ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୩୧ ଟେଷ୍ଟରେ ପ୍ରତିନିଧିତ୍ୱ କରି ୩୪.୧୧…

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ର ୪୮ ଘଣ୍ଟା ପୂର୍ବରୁ ୭୫ ହଜାର ଟିକେଟ ବିକ୍ରି ହୋଇସାରିଛି।…

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଅଭ୍ୟାସବେଳେ ଧୋନୀ ନେଟ୍ସରେ ଲଗାତର ୫ ଛକା…

ମୋହନବାଗାନର ଆଇ-ଲିଗ୍‌ ରେକର୍ଡ

ନୂଆଦିଲ୍ଲୀ, ୭ା୩ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ମୋହନବାଗାନ ନିଜ ରେକର୍ଡକୁ ଭଙ୍ଗ କରିଛି। କ୍ରମାଗତ ୧୩ଟି ମ୍ୟାଚରେ ଅପରାଜେୟ ରହି ଏହି ସଫଳତା ହାସଲ କରିଛି। ପୂର୍ବରୁ ଏହି ଦଳ ୨୦୦୮-୦୯ ସିଜନରେ କରିମ୍‌ ବେଞ୍ଚେରିଫାଙ୍କ ଅଧୀନରେ ଏବଂ ପରେ ୨୦୧୪-୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?